Latest Odisha News

BREAKING NEWS

ଡାକ୍ତରୀ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ହାଉସ ସର୍ଜନ ଗିରଫ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ଏମବିବିଏସ୍‌ ଶେଷ ବର୍ଷର ଛାତ୍ରୀଙ୍କୁ ନିର୍ଯାତନା ଓ ଆକ୍ରମଣ ଘଟଣାରେ ପୋଲିସ ଜଣେ ହାଉସ ସର୍ଜନଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ସୁପନ କୁମାର ପାଢୀ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…

ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ଭାଗ ନେବା ପାଇଁ ମାଲେସିଆ ଗସ୍ତରେ ଓଡିଶା ଜୁନିୟର ଟିମ

ଭୁବନେଶ୍ୱର: ଓଡିଶାର ଜୁନିୟର ଟିମ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ଭାଗ ନେବା ପାଇଁ ମାଲେସିଆ ଗସ୍ତରେ ଯାଇଛନ୍ତି । ନ୍ୟାଶନାଲ ହକି ଡେଭଲନମେଂଟ ପ୍ରୋଗ୍ରାମ ମାଧ୍ୟମରେ ୧୪ ଓ ୧୭ ବର୍ଷରୁ କମ୍ ପୁରୁଷ ଓ ମହିଳା ଟିମ କୁଆଲାଲୁମ୍ପୁର ଯିବେ । ନଭେମ୍ବର ୨୬ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଏହି…

ମଡର୍ଣ୍ଣ ନାଷ୍ଟ୍ରେଡମସଙ୍କ ଭବିଷ୍ୟବାଣୀ…ଏହି ଟିମ ଜିତିବ ଫିଫା ବିଶ୍ୱକପ

ଦୋହା: କାତାରରେ ଚାଲିଥିବା ଫିଫା ବିଶ୍ୱକପ ଧିରେ ଧିରେ ତାର ରୋମାଂଚ ଭରିବା ଆରମ୍ଭ କରିଦେଇଛି । ଏପରିକି ଗ୍ରୁପ ପର୍ଯ୍ୟାୟରେ ସାଉଦି ଆରବ ୨-୧ ଗୋଲରେ ଆର୍ଜେଂଟିନା ହରାଇ ଦେଇ ବିପର୍ଯ୍ୟୟ ସୃଷ୍ଟି କରିଛି । ତେବେ ଇତି ମଧ୍ୟରେ ମଡର୍ଣ୍ଣ ନାଷ୍ଟ୍ରେଡମସ ଭାବେ ପରିଚିତ ଏଥୋସ ସେଲୋମ ୨୦୨୨ ଫିଫା…

ରାଜ୍ୟରେ ବ୍ୟାନ ହେବ ଅନଲାଇନ୍‌ ଗେମ୍‌, ବରିଷ୍ଠ କମିଟିରେ ଉପସ୍ଥାପିତ ହେବ ପ୍ରସ୍ତାବ

ନୂଆଦିଲ୍ଲୀ : ଖୁବ ଶୀଘ୍ର ରାଜ୍ୟରେ ଅନଲାଇନ୍ ଗେମ୍ ଉପରେ ଲାଗିବ ପ୍ରତିବନ୍ଧକ। ଅନଲାଇନ୍ ଖେଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗୃହ ବିଭାଗ ଆଇନର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ବରିଷ୍ଠ କମିଟିରେ ଏହି ପ୍ରସ୍ତାବ ଉପସ୍ଥାପନା କରାଯିବ । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର…

କାମ ଆରମ୍ଭରୁ NRLର ମନମାନି, ତାତିଲେ ବସ୍ତି ବାସିନ୍ଦା

ପାରାଦୀପ: ନୁମାଲିଗଡ଼ ରିଫାଇନାରୀ ଲିମିଟେଡର ମନମାନି । ଜନସ୍ୱାର୍ଥକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ କରୁଛି କମ୍ପାନୀ । ପୋତି ହୋଇ ଗଲାଣି ଷଣ୍ଢକୁଦ ବସ୍ତିର ନାଳ । କମି କମି ଆସୁଛି ଭୂତଳ ଜଳସ୍ତର । ଏନ୍ଆରଏଲ୍ କମ୍ପାନୀ ନିର୍ମାଣ ଆରମ୍ଭ ବେଳେ ପାରାଦୀପ ଷଣ୍ଢକୁଦ ବସ୍ତି ବାସିନ୍ଦାଙ୍କୁ…

ଦିଶାଙ୍କ ମୃତ୍ୟୁ ଏକ ଦୁର୍ଘଟଣା : ସିବିଆଇ

ମୁମ୍ବାଇ: ଦିଶା ସାଲିଆନ ମୃତ୍ୟୁ ମାମଲାରେ ଆଜି ସିବିଆଇ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୟାନ ଜାରୀ କରାଯାଇଛି । ଦିଶାଙ୍କ ମୃତ୍ୟୁ ଏକ ଦୁର୍ଘଟଣାଜନିତ । ମଦ୍ୟପାନ ଯୋଗୁ ନିଶାଗ୍ରସ୍ତ ଅବସ୍ଥାରେ ସେ ଭାରସମ୍ୟ ହରାଇ ୧୨ତମ ମହଲାରୁ ଖସି ପଡିବାରୁ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ସିବିଆଇ କହିଛି ।…

ଖେଳ ପରେ ଷ୍ଟାଡିୟମ ସଫା କଲେ ଜାପାନୀ ଦର୍ଶକ, ବିହ୍ୱଳ ହେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ:  ଆରମ୍ଭ ହୋଇ ଯାଇଛି ଫିଫା ବିଶ୍ୱକପ  ।  ନଭେମ୍ବର ୨୦ରେ ଆରମ୍ଭ ହୋଇଛି ଫୁଟବଲ ମହାକୁମ୍ଭ । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଚାଲିଥିଲା ଖେଳ । ଖେଳରେ କିଏ ହାରିଲା, କିଏ ଜିତିଲା ସେ ବିଷୟରେ ଆମେ କହିବାକୁ ଚାହୁଁନୁ । ଆମେ ଏଠି ବିଶ୍ୱକପର ଏକ ଦୃଶ୍ୟ ସମ୍ପର୍କରେ କହିବାକୁ…

ୱାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ, ୧୦ ମୃତ

ନ୍ୟୁୟର୍କ: ଆମେରିକା ଭର୍ଜିନିଆର ଚେସାପିକ୍ ସ୍ଥିତ ଓ୍ୱାଲମାର୍ଟ ଷ୍ଟୋରରେ ଜଣେ ଅଜ୍ଞାତ ବ୍ୟକ୍ତି ଅତର୍କିତ ଗୁଳିମାଡ କରିଛନ୍ତି । ଏହି ଗୁଳିକାଣ୍ଡରେ  ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଗୁରୁତର ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାଟି…

ରାଗିଗଲେ ବିଧାୟକ, ସରକାରୀ କର୍ମଚାରୀଙ୍କ କଲର ଧରି ଟାଣିଲେ

ହାଇଦ୍ରାବାଦ:  ବିଧାୟକଙ୍କ ଆସିବାର ଥିଲା । କିନ୍ତୁ ଆସିବା ପୂର୍ବରୁ ସ୍କୁଲ ଉଦଘାଟନ କରିଦେଲେ ଅଧିକାରୀ । ବାସ୍, ରାଗିଗଲେ ବିଧାୟକ । ଆଉ ତା’ ପରେ ଯାହା ହେଲା... । ସିଧା ସରକାରୀ କର୍ମଚାରୀଙ୍କ କଲର ଧରି ଟାଣି ଆଣିଲେ ବିଧାୟକ ।   ସେତିକି ନୁହେଁ, ମୁହଁକୁ ଯାହା ଆସିଲା  ତା ଗାଳି  ଦେଇ…

ଶ୍ୱଶୂର ଘରେ ଜ୍ୱାଇଁର ଛୁରାମାଡ଼, ସ୍ତ୍ରୀ ସହ ୪ ଆହତ

ଝାରସୁଗୁଡ଼ା: ଭଲ ପାଇ ବାହା ହୋଇଥିଲା ଝିଅ । ଜ୍ୱାଇଁ ସହ ଝଗଡ଼ା ପରେ ହସଖୁସିର ସଂସାରରେ ଯେମିତି ଲାଗି ଯାଇଥିଲା କାହାର ଅଶୁଭ ନଜର । ଝଗଡ଼ା ପରେ ଝିଅ ଚାଲି ଆସିଥିଲା ବାପଘରକୁ । ଆଉ ସ୍ୱାମୀ, ସ୍ତ୍ରୀକୁ ଛାଡ଼ି କୁନି ଝିଅକୁ ପାଖରେ ରଖିଥିଲା । ବେଳେ ବେଳେ ଶ୍ୱଶୁର ଘରକୁ ଆସି ସ୍ତ୍ରୀ ସହ…