Latest Odisha News

BREAKING NEWS

ପବନରେ ହେବ ଆଳୁଚାଷ, ଆସନ୍ତୁ ଜାଣିବା କିପରି କରିହେବ ଏହି ଚାଷ…

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର । ଆସିଲା ନୂଆ ଟେକ୍ନୋଲୋଜି । ଏଣିକି କ୍ଷତି ସହିବେନି ଆଳୁଚାଷୀ  । ଭଲ ଆଳୁ ଚାଷ ପାଇଁ ଚାଷୀଙ୍କୁ ଆବଶ୍ୟକ ପଡ଼ିବନି ଜମି କି ଉର୍ବର ମାଟି  । ଏଥର ପବନରେ କରିବେ ଆଳୁଚାଷ  । ଆପଣମାନେ ଜାଣିଥିବେ ଆଳୁ ଚାଷ ସାଧାରଣତଃ ମାଟିରେ ଭଲ ଫସଲ ହୋଇଥାଏ। କଣ…

ବଜ୍ରକାପ୍ତା ବିକ୍ରି ନେଇ NH କଡ଼ରେ ଚାଲିଥିଲା ଡିଲ୍, ମାଡ଼ି ବସିଲା STF

ଭୁବନେଶ୍ୱର: ଜାତୀୟ ରାଜପଥ ୧୬ କଡ଼ରୁ ଡିଲ୍ ବେଳେ ଜବତ ହେଲା ବଜ୍ରକାପ୍ତା । ବୁଧବାର ସକାଳେ ଏସଟିଏଫ୍ ଓ ବନ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଜବତ କରିଛନ୍ତି । ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ବଜ୍ରକାପ୍ତା ବିକ୍ରି ନେଇ ଡିଲ୍ ଚାଲିଥିବା…

ମୃତ ପ୍ରେମିକା ମଥାରେ ସିନ୍ଦୂର ଦେଇ ପ୍ରେମକୁ କଲେ ଅମର

ଗୌହାଟୀ : ପ୍ରେମ ମାନେନି ଜାତି ଧର୍ମ, ପ୍ରେମ ଦେଖେନି ଧନୀ ଗରୀବ, ପ୍ରେମକୁ ପାଇବାକୁ କିଏ ସାତ ଦରିଆ ପାର୍ ହେଉଛି ତ କିଏ ପ୍ରେମ ପାଇଁ ଜୀବନ ଦେଉଛି । ଦୂରରେ ଥିଲେ ବି ପ୍ରେମ ଶାଶ୍ୱତ । ମୃତ୍ୟୁ ପରେ ବି କିଛି ପ୍ରେମ କାହାଣୀ ଅମର । ଏପରି ନିଚ୍ଛକ ପ୍ରେମର ନିଦର୍ଶନ ଦେଖିବାକୁ ମିଳିଛି ଆସାମ…

‘ପ୍ରତୀକ୍ଷା’ର ହିନ୍ଦୀ ରିମେକ କରିବେ ଅନୁପମ ଖେର, ବାପା ଭୂମିକାରେ ଅଭିନୟ ବି କରିବେ

ସାରା ଦେଶରେ ‘ପ୍ରତୀକ୍ଷା’ର ଚର୍ଚ୍ଚା । ଓଡ଼ିଆ ଫିଲ୍ମ ପ୍ରତୀକ୍ଷା ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ପାନୋରାମା ବିଭାଗରେ ସ୍ଥାନ ପାଇ ପ୍ରଶଂସା ସାଉଁଟିଛି । ଏବେ ପ୍ରତୀକ୍ଷା ପାଇଁ ଆଉ ଏକ ଖୁସି ଖବର । ହିନ୍ଦୀରେ ରିମେକ ହେବ ପ୍ରତୀକ୍ଷା । ବଲିଉଡର ପ୍ରଖ୍ୟାତ…

ଜୁହୁରେ ଭଡା ରହିବେ ବିରୁଷ୍କା

ମୁମ୍ବାଇ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଜୁହୁରେ ଭଡା ଘରେ ରହିବେ । ରିପୋର୍ଟ ମୁତାବକ ବିରୁଷ୍କା ଜୁହୁରେ ଏକ ୧୬୫୦ ସ୍କ୍ୱାୟରଫୁଟ ଘରକୁ ପ୍ରତି ମାସ ପିଛା ୨.୭୬ ଲକ୍ଷ ଟଙ୍କା ଭଡା ଦେଇ ରହିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଘର…

କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୧ହଜାର ଏବଂ ସିଜନାଲ୍ ଶ୍ରମିକ ଓ ପତ୍ର ବନ୍ଧାଳିଙ୍କ ପାଇଁ ୧୫ଶହ ଟଙ୍କା ଘୋଷଣା କରାଯାଇଛି । କେନ୍ଦୁପତ୍ର ଉପରେ ନିର୍ଭର…

ନୂଆ ରୂପରେ ଦେଖିବାକୁ ମିଳିବ ଲୋକନାଥ ପୀଠ ଓ ବ୍ରହ୍ମଗିରି ଅଲାରନାଥ ପୀଠ

ପୁରୀ : ନୂଆ ରୂପରେ ଝଲସିବ ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲୋକନାଥ ମନ୍ଦିର। ବାବା ଲୋକନାଥ ହେଉଛନ୍ତି ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ । ତେବେ ଦୂରଦରାନ୍ତରୁ ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରିବା ସହ ରାଜ୍ୟର ପ୍ରମୁଖ ଶୈବପୀଠ ବାବା ଲୋକନାଥଙ୍କୁ ମଧ୍ୟ ଦର୍ଶନ କରି…

କାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ: ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ । ଡିଜିପି ସୁନୀଲ ବଂଶଲ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଡିସେମ୍ୱର ୩୧ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଆଜି ଡିଜିପିଙ୍କ ସହିତ ପୋଲିସ କମିଶନର ଏସ.କେ. ପ୍ରିୟଦର୍ଶୀ ବିଧାନସଭା ପରିସର ଓ…

ୟୁରିକ ଏସିଡ୍ କମାଇବାର ଘରୋଇ ଉପଚାର: ଆପଣାନ୍ତୁ ଏହି ୫ଟି ଉପାୟ

ଭୁୂବନେଶ୍ୱର:  ବ୍ୟସ୍ତ ବହୁଳ ଜୀବନରେ ଶାରୀରିକ ସୁସ୍ଥତାକୁ ଆମେ ଅନେକ ସମୟରେ ନଜରଅନ୍ଦାଜ କରିଦେଇ ଥାଉ । ପରେ ଏଇ ସାମାନ୍ୟ ତ୍ରୁଟି ପାଇଁ ବଡ ଧରଣର ଅସୁବିଧାକୁ ସାମ୍ନା କରିଥାଉ । ଅନେକ ଶାରୀରିକ ସମସ୍ୟାକୁ ଆମେ ଘରୋଇ ଉପାୟରେ ସମାଧାନ କରିପାରିବା । ହେଲେ ଆମେ ଏହାକୁ ଗୁରୁତ୍ୱ ଦେଇ ନ ଥାଉ…

ଟ୍ୱିଟର, ଆମାଜନ, ମେଟା ପରେ ଗୁଗୁଲର ପାଳି; ବିଦା ହେବେ ୧୦ ହଜାର କର୍ମଚାରୀ

ଗୋଟିଏ ପରେ ଗୋଟିଏ ବଡ ବଡ କମ୍ପାନୀ ତାର କର୍ମଚାରୀ ମାନଙ୍କୁ ବହାର କରିବାରେ ଲାଗିଛି । ଏବଂ ସେହି ତାଲିକାରେ ଏବେ ଗୁଗୁଲ ମଧ୍ୟ ସାମିଲ ହେବାକୁ ଯାଉଛି । ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ତାର ୧୦ ହଜାର କର୍ମଚାରୀଙ୍କୁ ବାହାର କରିବା ପାଇଁ ପ୍ରସ୍ତୁତି କରୁଛି । ଟ୍ୱିଟର, ମେଟା, ଆମାଜନ…