ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାର ଶ୍ରୀ ବଟ ଗଣେଶଙ୍କ ମନ୍ଦିର ବିଷୟରେ ଜାଣିବା, ଠିକ କଳ୍ପବଟ ତଳେ ୧୨ ଫୁଟ ଉଚ୍ଚତାର ଏକ ମୂଖ୍ୟ ମନ୍ଦିର ବା ଗର୍ଭ ଗୃହ ଓ ତା ସମ୍ମୁଖରେ…