Latest Odisha News

BREAKING NEWS

ଟ୍ରେନ୍ ଦୁର୍ଘଟଣା ହେଲେ କେମିତି ହେବ ଉଦ୍ଧାର କାର୍ଯ୍ୟ ? ଝାରସୁଗୁଡ଼ାରେ ରେଲୱେର ମକଡ୍ରିଲ୍

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବଡ଼ ଧରଣର ରେଳ ଦୁର୍ଘଟଣା । ବଗି ଭିତରେ ଫସି ରହିଛନ୍ତି ଯାତ୍ରୀ । ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସତ ଦୁର୍ଘଟଣା ଭଳି ଲାଗୁଥିବା ଏ ଦୃଶ୍ୟ ହେଉଛି ମକଡ୍ରିଲର । ଅକସ୍ମାକ ହେଉଥିବା ଟ୍ରେନ୍ ଦୁର୍ଘଟଣା ଓ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟକୁ ନେଇ ଝାରସୁଗୁଡ଼ା…

ହ୍ୟାଙ୍ଗଓଭରରୁ କିପରି ପାଇବେ ମୁକ୍ତି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲିର ଯୁବପିଢି ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି, ସମସ୍ତେ ମଦ୍ୟପାନ କରନ୍ତି। ମଜା ମଜିଲିସ ପାଇଁ କିମ୍ବା ଖୁସି ମନେବା ପାଇଁ ସମସ୍ତେ ସାଙ୍ଗସାଥିଙ୍କ ସହ ମଦ୍ୟପାନ କରନ୍ତି। କହିବାକୁ ଗଲେ ଏହା ଆଜିକାଲି ଟ୍ରେଣ୍ଡ ହେଲାଣି। ଆଜିକାଲି ଯେକୌଣସି ଛୋଟ-ବଡ଼…

ନବୋଦୟ ଛାତ୍ର ମୃତ୍ୟୁ ଘଟଣା, ୧୧ ବର୍ଷ ପରେ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ୨୦୧୧ ନଭେମ୍ବର ୩ ତାରିଖ । ପୁରୀ ନବୋଦୟ ବିଦ୍ୟାଳୟ କ୍ୟାମ୍ପସ ଭିତରେ କ୍ରିକେଟ୍ ଖେଳିବା ବେଳେ ଆହତ ହୋଇଥିଲେ ଦ୍ୱାଦଶ ଶ୍ରେଣୀ ଛାତ୍ର ଜୟରାମ ଜେନା । ଜଣେ ଖେଳାଳିଙ୍କ ହାତରୁ ବ୍ୟାଟ୍ ଖସିଯାଇ ଜୟରାମଙ୍କ ମୁହଁରେ ବାଜିଥିଲା । ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତୁରନ୍ତ ତାଙ୍କୁ…

ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପଦ୍ମ ଭୂଷଣ’ ଗ୍ରହଣ କଲେ ସତ୍ୟ ନାଡେଲା

ନୂଆଦିଲ୍ଲୀ: ସଫ୍ଟଓ୍ୱୟାର କମ୍ପାନୀ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କୁ ମିଳିଲା ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ । ଗତ ସପ୍ତାହରେ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ଡ. ଟି. ଭି. ନଗେନ୍ଦ୍ର ପ୍ରସାଦଙ୍କଠାରୁ ଆନୁଷ୍ଠାନିକ ଭାବେ ଏହି…

ଶିକ୍ଷକ ନିଯୁକ୍ତି ଦାବିରେ ତାତିଲେ ଛାତ୍ରଛାତ୍ରୀ

ଯାଜପୁର : ଶିକ୍ଷକ ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ମଙ୍ଗଳପୁର ରାସ୍ତା ବାଳାଶ୍ରେମ ନିକଟରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ  । ଯାଜପୁର ପୌରପାଳିକା ଅନ୍ତର୍ଗତ ଉତ୍କଳ ବାଳାଶ୍ରମ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀ ମାନେ…

ଏଣିିକି ସମସ୍ତ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର ୧୦୮

ଭୁବନେଶ୍ୱର: ଏଣିକି ୧୦୮ ନମ୍ବରକୁ କଲ୍ କଲେ ମିଳିବ ଉଭୟ ସରକାର ଏବଂ ବେସରକାରୀ ଆମ୍ବୁଲାନ୍ସ ସେବା। ୧୦୮କୁ ଫୋନ୍ କଲେ ଆମ୍ବୁଲାନ୍ସ ସେବା ମିଳୁନଥିବା ନେଇ ଅଭିଯୋଗ ହେଉଥିଲା। ଏହାପରେ ରାଜ୍ୟ ସରକାର ଅଭିଯୋଗର ସମାଧାନ କରିବାକୁ ଚାହିଁ ଏପରି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ପ୍ରାୟ ୫…

ଟାର୍ଗେଟ କିଲିଂକୁ ନେଇ ଧାରା ୩୭୦ ଉପରେ ଉଠିଲା ପ୍ରଶ୍ନ, ଜବାବ ରଖିଲେ ‘କାଶ୍ମୀର ଫାଇଲ’ର ନିର୍ଦ୍ଦେଶକ

ମୁମ୍ବାଇ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କାଶ୍ମୀର ଘାଟିରେ ଘଟୁଥିବା ଟାର୍ଗେଟ କିଲିଂ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ନ୍ୟାୟ ନମିଳିବ ସେପର୍ଯ୍ୟନ୍ତ ଏସବୁ ବନ୍ଦ ହେବ ନାହିଁ। ଫାରୁକ୍ ଅବଦୁଲ୍ଲା ଗଣମାଧ୍ୟମ ସହ…

ଓଡ଼ିଶାକୁ ନାହିଁ ବାତ୍ୟା ବିପଦ ! ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେବ ‘ସିତ୍ରଙ୍ଗ’

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଥିବା ବେଳେ ବାତ୍ୟାର ରୂପ ନେଲେ କେଉଁଆଡ଼େ ମୁହାଁଇବ । ଏନେଇ ଆକଳନ କରିଛି ପାଣିପାଗ ବିଭାଗ । ଉତ୍ତର-ଆଣ୍ଡାମାନ ସାଗର ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି…

ଥାଲେସେମିଆ ରୋଗରେ ପୀଡ଼ିତ ୨ବର୍ଷର ଶିଶୁ, ଚିକିତ୍ସା ପାଇଁ ଦରକାର ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ନବରଙ୍ଗପୁର : ଦୁଇ ବର୍ଷର ଶିଶୁ ଥାଲେସେମିଆ ରୋଗରେ ପୀଡ଼ିତ  । ଏ ହେଉଛନ୍ତି  ନବରଙ୍ଗପୁର ସହର ମହିମାନଗରର  ରଶ୍ମିରଞ୍ଜନ ମିଶ୍ର ଓ ପୂଜା ପଣ୍ଡାଙ୍କ ଏକ ମାତ୍ର ପୁଅ ସ୍ୱରୂପ ମିଶ୍ର। ସ୍ୱରୂପଙ୍କୁ ଯେତେବେଳେ ଥାଲେସେମିଆ ରୋଗ ହୋଇଥିବା କଥା ଜଣାପଡ଼ିଥିଲା ତାଙ୍କ ବାପା ମାଙ୍କ ପାଦ ତଳୁ ମାଟି…

ଫିଲ୍ମ ‘ଭେଡିଆ’କୁ ନେଇ କାହିଁକି ଟ୍ରୋଲ ହେଲେ ବରଣୁ ଧଓ୍ୱନ ?

ମୁମ୍ବାଇ: ବରୁଣ ଧୱନଙ୍କ ଫିଲ୍ମ 'ଭେଡିଆ'ର ଟ୍ରେଲର ରିଲିଜ ହୋଇଛି। ୨ ମିନିଟ ୫୫ ସେକେଣ୍ଡର ଟ୍ରେଲରରେ ବରୁଣ ଧୱନ ଏକ ଭେଡିଆରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି। ବରୁଣଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ କ୍ରିତି ସାନନ୍, ଅଭିଷେକ ବାନାର୍ଜୀ ଏବଂ ଦୀପକ ଡୋବ୍ରିଆଲ୍ ପ୍ରମୁଖ ଭୂମିକାରେ ଅଭିନୟ…