ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୫)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସ୍ୱୟଂ ସ୍ୱାହା ଯାଅ ଧୁଆଧୋଇ ହୋଇଯାଅ ଆଜି ସ୍ନାକ୍ସ ରେ ବଢ଼ିଆ ଜିନିଷ ମିଶିକି ଖାଇବା ।ସୁରେଖା ଆଡ଼କୁ ଇଙ୍ଗିତ କରି , ଯାହା ଗରମ ଗରମ ବାହରୁଥିବ ଆଣିବୁ,ମାଆଙ୍କ ପାଖରୁ ପଇସା ଆଉ ବ୍ୟାଗ ନେଇ ଜଲ୍ଦି ଯାଆ । ଏତେ ଦିନ ପରେ…