ଲିଭରପୁଲ ଫୁଟବଲ କ୍ଲବ କିଣିବା ପାଇଁ ମୁକେଶ ଅମ୍ବାନୀଙ୍କ ଜୋରଦାର ଉଦ୍ୟମ, ଦେବାକୁ ପଡିବ ୩୮ ହଜାର କୋଟି
ଲଣ୍ଡନ: ଭାରତର ସଫଳ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଇଂଲିଶ ପ୍ରିମିୟର ଲିଗର ଫୁଟବଲ ଟିମ ଲିଭରପୁଲକୁ କିଣିବା ପାଇଁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛନ୍ତି । ଦି ମିରରରେ ପ୍ରକାଶିତ ଖବର ଅନୁସାରେ ମୁକେଶ ୨୦୧୦ରୁ ଏହି ଟିମକୁ କିଣିବା ପାଇଁ ଆଗ୍ରହୀ ଅଛନ୍ତି ।…