Latest Odisha News

BREAKING NEWS

ଏୟାରପୋର୍ଟ ନ ଥିଲା, ହେଲେ ଅଣ୍ଡରପାସ୍ ତଳେ ଲାଗିଥିଲା ବିମାନ

ହାଇଦ୍ରାବାଦ: ଅଣ୍ଡରପାସ ତଳେ ଲାଗିଥିଲା ବିମାନ । ହେଲେ ବିଳମ୍ବିତ ରାତିରେ ଏ ବିମାନ ବ୍ରିଜ ତଳକୁ କେମିତି ଆସିଲା ? ସମସ୍ତଙ୍କ ମନରେ ଉତ୍କଣ୍ଠା । ଗଦା  ହୋଇଥିଲେ ଲୋକେ । ହେଲେ ଜଣାପଡ଼ୁ ନ ଥିଲା କ’ଣ ଘଟଣା । ସମୟ ବିତୁଥିଲା, ଭିଡ ବଢୁଥିଲା । ଏ ଥିଲା ଶନିବାର ବିଳମ୍ବିତ ରାତିର ଦୃଶ୍ୟ ।…

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ କମିଟି ଗଠନରେ ଅନିୟମିତତା ଅଭିଯୋଗ

ନୂଆପଡା : ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ କମିଟି ଗଠନରେ ବ୍ୟାପକ ଅନିୟମିତତା ଅଭିଯୋଗ । ନିଜର ସ୍ୱାର୍ଥ ସାଧନ ପାଇଁ ସରକାରୀ ଅଧିକାରୀ କମିଟି ଗଠନ କରିଥିବା ଅଭିଯୋଗ କରିଛନ୍ତି ଚଚରାଭଟା ଗ୍ରାମବାସୀ । ଖଡ଼ିଆଳ ବ୍ଲକ ଖାସବାହାଲ…

‘ଅର୍ଚ୍ଚନା ନାଗ ମାମଲାରେ ଦୋଷୀଙ୍କୁ ସୁରକ୍ଷା ଦେଉଛି ପୋଲିସ, ଡିଜିପି ଅପାରଗ’

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ପରେ କମିଶନରେଟ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି। ଯାହାକୁ ନେଇ ଏବେ ପୂର୍ବତନ ବିରୋଧୀ ଦଳର ନେତା ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଡିଜିପିଙ୍କ ସମେତ ପୋଲିସକୁ ସମାଲୋଚନା…

ଗୁଳିର ଜବାବ ଗୁଳିରେ ଦେଲା ପୋଲିସ, ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର

ରାଉରକେଲା: ଗୁଳିର ଜବାବ ଗୁଳି । ସୁନ୍ଦରଗଡ଼ ଜିଲ୍ଲା ଝିରିପାଣି ଥାନା ଝରିଆଟୋଲା ବସ୍ତିରେ ଘଟିଥିବା ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ସରକାରୀ ଜମି କବଜାକୁ ନେଇ ରବିବାର ସ୍ଥାନୀୟ ଚୁନୁ ଓରାମଙ୍କ ଗୁଳିରେ ବାଞ୍ଛାଙ୍କ ମୃତ୍ୟୁ ହୋଇଥିଲା । ସୋମବାର ଭୋରରେ…

ଖସୁଛି ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ବଢୁଛି ଥଣ୍ଡା

ଭୁବନେଶ୍ୱର: ଖସୁଛି ପାରଦ। ଆଭ୍ୟନ୍ତରୀଣ ଓଡ଼ିଶାରେ ଅନୁଭୂତ ହେଉଛି ଶୀତ । ରାଜ୍ୟର ୧୪ଟି ସ୍ଥାନରେ ପାରଦ ୧୫ ଡ଼ିଗ୍ରୀ ତଳେ ରହିଛି। ପାହାଡିଆ ଅଞ୍ଚଳ ମଧ୍ୟରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ୯.୬ ଡ଼ିଗ୍ରୀ ଏବଂ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀ ରେ ୧୧.୫ ଡ଼ିଗ୍ରୀ ରହିଛି। ସେହିପରି ରାତି…

ପୁଅ କାନ୍ଧରେ ଜଗା ଦର୍ଶନ କଲେ ବାପା, ଲୋକେ କହିଲେ ଏମିତି ପୁଅ ସମସ୍ତଙ୍କୁ ଦିଅ…

ପୁରୀ: ବୃଦ୍ଧ ବାପା-ମା’… କାହା ପାଇଁ  ଅଲୋଡା ତ କାହା ପାଇଁ ବୋଝ । ଏଇ ହାତ ଧରି ଦିନେ ବାପା ଚାଲି ଶିଖେଇଥିଲେ । ବଡ ହେଲା ପରେ ସେଇ  ହାତ ଦୂରେଇ ଦେଉଛି ବାପାଙ୍କୁ । ନିଜ ପରିବାରରେ ଅଦରକାରୀ ହୋଇ ଯାଉଛନ୍ତି  ବାପା ।  ହେଲେ ଧନ୍ୟ ଏଇ ପୁଅ । ବୟସର  ସାୟହ୍ନରେ ବୁଢା ବାପାର ଜଗା ଦର୍ଶନ…

କଲେଜିୟମ ବ୍ୟବସ୍ଥାକୁ ନେଇ ଜବାବ ରଖିଲେ ପୂର୍ବତନ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଭାରତରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଲାଗ ରହିଛି। କେନ୍ଦ୍ର ଆଇନ ମନ୍ତ୍ରୀ ଏକ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ସାମିଲ ହୋଇ କଲେଜିୟମକୁ 'ଅପାରଦର୍ଶୀ' କହିବା ପରେ କଲେଜିୟମର ସୁପାରିସକୁ ଅନୁମୋଦନ ଦେବାରେ କେନ୍ଦ୍ର ସରକାର ବିଳମ୍ବ କରିବା…

ପାକିସ୍ତାନକୁ ଚିତ୍ କରିଥିବା ବେନ୍ ଷ୍ଟୋକସଙ୍କ ଶିକ୍ଷାଗତ ଯୋଗ୍ୟତା କେତେ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନ ଟି-୨୦ ବିଶ୍ବକପ ଜିତିବ ବୋଲି ଯେଉଁ ଦୃଢ଼ୋକ୍ତି ପ୍ରକାଶ କରିଥିଲା ସେଥିରେ ପାଣି ପକାଇ ଦେଇଛନ୍ତି ଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ। ପୂର୍ବରୁ ୨୦୧୯ ବିଶ୍ୱକପରେ ମଧ୍ୟ ଷ୍ଟୋକସଙ୍କ ଧୂଆଁଧାର ବ୍ୟାଟିଂ ଇଂଲଣ୍ଡକୁ ସଫଳତା ଦେଇଥିଲା। ଆଉ ଏବେ ମଧ୍ୟ…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ୮ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ଉଦଳାଠାରେ ଆରଡବ୍ଲ୍ୟୁଏସ୍ଏସ୍ ରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ୮ଟି ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ । ଜଣେ ଆଡିସନାଲ ଏସପି, ୮ ଜଣ ଡେପୁଟୀ ଏସପି, ୫…

ପଞ୍ଜାବର ଅମୃତସରରେ ଭୂମିକମ୍ପର ଝଟକା

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ପଞ୍ଜାବର ଅମୃତସର । ଆଜି ଭୋର ପ୍ରାୟ ୩ଟା ୪୨ ମିନିଟ୍‌ରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ଥିଲା ।  ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୂକମ୍ପର ଗଭୀରତା ଭୂମି ଭିତରେ ୧୨୦ କିମି ଯାଏ ବ୍ୟାପିଛି।…