ଗୁଜରାଟ ନିକଟରେ ପାକିସ୍ତାନୀ ବୋଟରୁ ଜବତ ହେଲା ୩୦୦ କୋଟି ଟଙ୍କାର ଡ୍ରଗ୍ସ
ଅହମ୍ମଦାବାଦ: ଭାରତୀୟ ତଟରକ୍ଷୀ ବାହିନୀକୁ ସୋମବାର ଏକ ବଡ ସଫଳତା ହାତ ଲାଗିଛି । ଆରବ ସାଗର ଉପକୂଳରେ ସେମାନେ ଏକ ପାକିସ୍ତାନୀ ବୋଟକୁ ଜବତ କରିଛନ୍ତି । ଏହି ବୋଟରେ ୩୦୦ କୋଟି ଟଙ୍କାର ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଓ ୧୦ ପାକିସ୍ତାନୀଙ୍କୁ ଗିରଫ କରାଯାଇଛି । ଡିସେମ୍ବର ୨୫ ଓ ୨୬ ରାତିରେ ଏହି…