Latest Odisha News

BREAKING NEWS

ଟିବି, ଡାଇବେଟିସ ସମେତ ୩୮୪ଟି ଔଷଧର ଦାମ କମାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଟିବି, ଏଚ୍.ଆଇ.ଭି, ହେପାଟାଇଟିସ୍ ବି, ଡାଇବେଟିସ୍ ଭଳି ଗୁରୁତର ରୋଗରେ ପୀଡିତ ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ରବିବାର ଜାତୀୟ ଆବଶ୍ୟକୀୟ ଔଷଧ ସୂଚୀ (ଏନଏଲଇଏମ) କାର୍ଯ୍ୟକାରୀ କରିଛନ୍ତି। ଏହା ଅନେକ ରୋଗ ପାଇଁ ଔଷଧ ଶସ୍ତା କରିବ। ଏଥିମଧ୍ୟରେ ପେଟେଣ୍ଟ…

‘ରାଜୀବ ଗାନ୍ଧୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ନଥିଲି’ : ନଳିନୀ ଶ୍ରୀହରନ

ନୂଆଦିଲ୍ଲୀ: ‘ବିସ୍ଫୋରଣରେ ମୋର କୌଣସି ଭୂମିକା ନଥିଲା, ରାଜୀବ ଗାନ୍ଧୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ନଥିଲି’ । ଜେଲରୁ ମୁକ୍ତ ହେବା ପରେ ଏପରି କହିଛନ୍ତି  ନଳିନୀ ଶ୍ରୀହରନ । ନିଜ ସ୍ୱାମୀଙ୍କ କିଛି ବନ୍ଧୁଙ୍କ ସହିତ ପରିଚିତ ଥିବାରୁ ଓ ସେମାନଙ୍କ ସହିତ ରାଜୀବ ଗାନ୍ଧୀଙ୍କ ଗସ୍ତ ସ୍ଥାନରେ…

ଅବିବାହିତ ଝିଅକୁ ଉଚ୍ଚଶିକ୍ଷା ଦେବା ବାପାର ଦାୟିତ୍ବ: କୋର୍ଟ

ନୂଆଦିଲ୍ଲୀ: ଅବିବାହିତ ଝିଅକୁ ଉଚ୍ଚଶିକ୍ଷା ଦେବା ବାପାର ଦାୟିତ୍ବ। ଯଦି ଝିଅ ପାଠ ପଢିବାକୁ ଚାହୁଁଥିବେ ତେବେ ତାଙ୍କୁ ପ୍ରୋତ୍ସାହିତ କରାଯିବା ଉଚିତ। ଅବିବାହିତ ଝିଅର ଏକ ଆବେଦନର ଶୁଣାଣି କରିବା ବେଳେ ଏପରି କହିଛନ୍ତି ଦିଲ୍ଲୀର ଏକ କୋର୍ଟ । ଦିଲ୍ଲୀର ଏକ ପରିବାର ଅଦାଲତରେ ଝିଅ ଜଣଙ୍କ…

ଇସ୍ତାନବୁଲ ବିସ୍ଫୋରଣରେ ୬ମୃତ, ସନ୍ଦିଗ୍ଧ ଗିରଫ

ଇସ୍ତାନବୁଲ: ଇସ୍ତାନବୁଲରେ ଆତଙ୍କବାଦୀ ଆକ୍ରମଣ ସନ୍ଦେହ । ଜନଗହଳିପୂର୍ଣ୍ଣ ରାସ୍ତାରେ ଭୟଙ୍କର ବିସ୍ଫୋରଣରେ ୬ଜଣଙ୍କ ମୃତ୍ୟୁ ହୋଇଛି ଓ ୫୩ ଜଣ ଆହତ ହୋଇଛନ୍ତି । ରାଷ୍ଟ୍ରପତି ତାଇପ ଇର୍ଦୋଗାନ୍ ଏହା ଏକ ଆତଙ୍କବାଦୀ ଆକ୍ରମଣ ହୋଇଥାଇପାରେ ବୋଲି ସନ୍ଦେହ କରିଛନ୍ତି । ସେପଟେ ଉପରାଷ୍ଟ୍ରପତିଙ୍କ…

୪ଦିନିଆ ଫ୍ରାନ୍ସ ଗସ୍ତରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ

ନୂଆଦିଲ୍ଲୀ : ଫ୍ରାନ୍ସକୁ ୪ଦିନିଆ ଗସ୍ତରେ  ଯାଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ୱନ୍ଧକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ସେ ଫ୍ରାନ୍ସ ଯାଇଛନ୍ତି । ସେଠାରେ ସେ ୧୭ ତାରିଖ ଯାଏଁ ରହିବେ । ଫ୍ରାନ୍ସର ବରିଷ୍ଠ ସେନା ଅଧିକାରୀଙ୍କ ସହିତ…

ପଦ୍ମପୁର: ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ଦାଖଲ କରିବେ

ଭୁବନେଶ୍ୱର: ଆଜି ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରଦୀପ ପୁରୋହିତ । ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେପି ପ୍ରଥମେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ୧୨ ତାରିଖରେ ଦଳ ପ୍ରଦୀପଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲା । ଆଜି ନାମାଙ୍କନ ଦାଖଲ ନେଇ ଦଳ…

ଆଜିଠୁ ପ୍ରଗତି ମଇଦାନରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତୀ ମୈଦାନରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି  ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା । ଏହି ବାଣିଜ୍ୟ ମେଳାରେ ଓଡ଼ିଶା ପକ୍ଷରୁ ଏଥିରେ ଦେଖିବାକୁ ମିଳିବ ଓଡିଶାର ବିଭିନ୍ନ ଉତ୍ପାଦନ ତଥା କାରୁକାର୍ଯ୍ୟ। ଭାରତ ସରକାରଙ୍କ ଅଧିନସ୍ଥ ଆଇଟିପିଓ ଦ୍ବାରା ଆୟୋଜିତ ଏହି…

ଆଜି ଶିଶୁ ଦିବସ; ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ୧୩୩ତମ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ଶିଶୁ ଦିବସ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ । ଚଳିତବର୍ଷ ପୂରା ଦେଶ ତାଙ୍କର ୧୩୩ତମ ଜୟନ୍ତୀ ପାଳନ କରୁଛି । ଜବାହରଲାଲ ନେହେରୁ ଶିଶୁମାନଙ୍କୁ ଖୁବ ଭଲ ପାଉଥିଲେ । ତେଣୁ ତାଙ୍କୁ ଶିଶୁମାନେ 'ଚାଚା ନେହେରୁ' ଡାକୁଥିଲେ । ଶିଶୁ…

ଚାଚା ନେହେରୁ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଚାଚା ନେହେରୁଙ୍କ ଜନ୍ମ ଦିବସ । ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ସେ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପୁରା ନାମ ଥିଲା ପଣ୍ଡିତ ଜବାହାରଲାଲ ନେହେରୁ। ତାଙ୍କ ବାପାଙ୍କ ନାମ…

ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପର ବିଛୁପାଲି – ଝରତରଭା ରେଳ ଲାଇନ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ

ଭୁବନେଶ୍ବର: ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବିଛୁପାଲୀ ଏବଂ ଝରତରଭା ମଧ୍ୟରେ 10.65 କିଲୋମିଟର ବିଶିଷ୍ଟ ବ୍ରଡ ଗଜ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରେଳ ସୁରକ୍ଷା ଅଯୁକ୍ତ (CRS) 10 ନଭେମ୍ବର 2022 ରେ ଏହି ନୂତନ ଭାବରେ ନିର୍ମିତ ରେଳ ଲାଇନର ଯାଞ୍ଚ କରି…