Latest Odisha News

BREAKING NEWS

ଜାରି ହେଲା ଏକ ଲକ୍ଷ ଭିସା: ଆମେରିକୀୟ ଭିସା ଚାହୁଁଥିବା ଭାରତୀୟଙ୍କ ପାଇଁ ଖୁସି ଖବର

ଓ୍ବାଶିଂଟନ: ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଚାଲିଛି । ଆଉ ଏଭଳି ସମୟରେ ଭାରତୀୟ ଛାତ୍ର ଏବଂ ଚାକିରିଆଙ୍କ ପାଇଁ ଏକ ଲକ୍ଷ ଭିସା ସ୍ଲଟ ଜାରି କରିଛି ଆମେରିକା । ଏହା ଦ୍ବାରା ଭାରତରୁ ଆହୁରି ଏକ ଲକ୍ଷ ଭାରତୀୟ ଆମେରିକା ଯାଇପାରିବେ । କରୋନା କଟକଣା ମଧ୍ୟରେ  ଗତ ଦୁଇ ବର୍ଷ ହେଲା…

ପୁରୀରେ ଆୟୋଜିତ ହେଲା ଅଖିଳ ଭାରତୀୟ ହିନ୍ଦୀ ସମ୍ମିଳନୀ

ପୁରୀ: ଭାରତୀୟ ଭାଷା ଏବଂ ସଂସ୍କୃତି କେନ୍ଦ୍ର ଦିଲ୍ଲୀ ଦ୍ୱାରା ଆୟୋଜିତ ତିନ ଦିବସୀୟ ହିନ୍ଦୀଭାଷା ସମ୍ମିଳନୀକୁ ବରିଷ୍ଠ ରାଜନେତା ତଥା ଭାଷାବିତ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ସମାରୋହକୁ ପ୍ରସିଦ୍ଧ ଶିକ୍ଷାବିତ ଓ ନ୍ୟାଶନାଲ ବୁକ ଟ୍ରଷ୍ଟର ପ୍ରଫେସର ମାନସ…

ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ କହିଲେ ‘‘ଓଡ଼ିଶାକୁ ନେଇ ଗର୍ବ କରେ’’

ଭୁବନେଶ୍ବର:  ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ରାଷ୍ଟ୍ରପତି ଯୋଗଦେଇ ଓଡ଼ିଶାର ଇତିହାସ, ସଂସ୍କୃତି, ଐତିହ୍ୟକୁ ମନେପକାଇଛନ୍ତି । ଓଡ଼ିଶା ପାଇଁ ସେ ବି ଅନ୍ୟମାନଙ୍କ ଭଳି ସ୍ବପ୍ନ ଦେଖନ୍ତି ବୋଲି କହିଛନ୍ତି । ଓଡ଼ିଶାର ଭବିଷ୍ୟତ ବିଷୟରେ ଆପଣମାନଙ୍କ ମନରେ କିଛି ନା କିଛି ସ୍ଵପ୍ନ ନିଶ୍ଚୟ ଥିବ…

କୋର୍ଟଙ୍କ ଇଡିକୁ ପ୍ରଶ୍ନ, ଜ୍ୟାକଲିନଙ୍କୁ କାହିଁକି ଗରଫ କରାଯାଉନି ?

ନୂଆଦିଲ୍ଲୀ: ଦିଲ୍ଲୀ ପଟିୟାଲା କୋର୍ଟ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମାମଲାରେ ଇଡି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୁକେଶ ଚନ୍ଦ୍ରଶେଖର ସହ ଜ୍ୟାକଲିନ ୨୦୦ କୋଟି ମନି ଲଣ୍ଡ୍ରିଂ ମାମଲରେ ଫସିଛନ୍ତି । ଯଦି ଜ୍ୟାକଲିନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଅଛି ତାହାହେଲେ ତାଙ୍କୁ…

ଦି କଶ୍ମୀର ଫାଇଲ୍ସ ପରେ ବିବେକ ଆଣୁଛନ୍ତି ଦି ଭ୍ୟାକ୍ସିନ ୱାର

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ପରେ ଚର୍ଚ୍ଚିତ ଫିଲ୍ମ ମେକର ବିବେକ ରଞ୍ଜନ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ଫିଲ୍ମର ନାମ ଘୋଷଣା କରିଛନ୍ତି । ଦି ଭ୍ୟାକ୍ସିନ ୱାର ନାମକ ଏହି ଫିଲ୍ମ ୧୫ ଅଗଷ୍ଟ ୨୦୨୩ରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ହିନ୍ଦୀ, ତେଲୁଗ, ତାମିଲ ସମେତ ୧୦ରୁ ଅଧିକ ଭାଷାରେ ଏହି…

ପ୍ରେମିକାକୁ ମାରି ଧାନ ବିଲରେ ପୋତିଥିଲା ପ୍ରେମିକ

ନୂଆପଡ଼ା: ହସୁଥିଲା ଧାନ କ୍ଷେତ । କେହି ଜାଣି ନ ଥିଲେ ଏ ସବୁଜ ଧାନ କ୍ଷେତ ତଳେ ଲୁଚି ରହିଥିଲା ସାଂଘାତିକ ପାପ । ମାଟି ଖୋଳିବାରୁ ବାହାରିଲା ୧୦ ମାସ ତଳେ ନିଖୋଜ ହୋଇଥିବା ଝିଅ । ଝିଅ ତ ନ ଥିଲା, ଥିଲା ଝିଅର କଙ୍କାଳ । ତା’ପରେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ । ସାମ୍ନାକୁ…

ମଡେଲ ଆୟଶାଙ୍କ ଯୋଗୁ ଭାଙ୍ଗିବାକୁ ଯାଉଛି କି ସାନିଆ-ଶୋଏବଙ୍କ ବିବାହ ?

କରାଚୀ: ପାକିସ୍ତାନ କ୍ରିକେଟର ଶୋଏବ ମଲିକ ଓ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦ ହୋଇ ଯାଇଥିବା ଚର୍ଚ୍ଚା ଜୋର ଧରିଛି । ଶୋଏବଙ୍କ ନିକଟତମ ବନ୍ଧୁ ଉଭୟଙ୍କ ତଲାକ ହୋଇ ଯାଇଥିବା କହିଛନ୍ତି । ପାକିସ୍ତାନୀ ମଡେଲ ଆୟଶାଙ୍କ ସହ ଶୋଏବଙ୍କ ସମ୍ପର୍କ ଏହି ବିବାହ ବିଚ୍ଛେଦର କାରଣ…

ହତାଶ କଲେ ଟିମ ଇଣ୍ଡିଆ, ଫାଇନାଲରେ ଇଂଲଣ୍ଡ

ଆଡିଲେଡ: ଭାରତୀୟ କ୍ରିକେଟପ୍ରେମୀଙ୍କ ଆଜି ନିରାଶର କ୍ଷଣ ଥିଲା । ସେମିଫାଇନାଲରେ ଟିମ ଇଣ୍ଡିଆ ୧୦ ୱିକେଟରେ ଇଂଲଣ୍ଡଠାରୁ ପରାସ୍ତ ହୋଇ ଚାମ୍ପିୟନ ଦୌଡରୁ ବାଦ ପଡିଛି । ଫାଇନାଲ ମ୍ୟାଚ ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ଖେଳାଯିବ । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ହରାଇ ୧୬୮ ରନ କରିଥିଲା ।…

୩ରୁ ୪ ଡିଗ୍ରୀ ଯାଏ ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଶୁଖିଲା ପାଗ ଭିତରେ ବଢ଼ିବ ଶୀତ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ପାରଦ ରାଜ୍ୟର ପ୍ରାୟ ସ୍ଥାନରେ ଆହୁରି ଖସିବ । ସ୍ୱାଭାବିକ ତାପମାତ୍ରା ୩ରୁ ୪ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ଆଜି ଭୋରରେ ରାଜ୍ୟର କେତେକ ସ୍ଥାନରେ କୁହୁଡ଼ି ଦେଖା…

‘ଆମ ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଞ୍ଚୁ’

ଭୁବନେଶ୍ୱର: ଓଡିଶା ମାଟିରେ ମହାମହିମ ରାଷ୍ଟ୍ରପତି । ନିଜ ରାଜ୍ୟକୁ ଆସି ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଣେ ପ୍ରକୃତ ଓଡ଼ିଆଣି ପରିଚୟ ଦେଖିବାକୁ ମିଳିଛି ତାଙ୍କ ଠାରେ । ତାଙ୍କ ବେଶ ପୋଷାକଠାରୁ ଆରମ୍ଭ କରି ଖାଦ୍ୟର ମେନ୍ୟୁ…