Latest Odisha News

BREAKING NEWS

ଚନ୍ଦ୍ର ଗ୍ରହଣ ଶେଷ ହେଲା, ଏବେ ଏହି ସବୁ କାମ ଉପରେ ଧ୍ୟାନ ଦିଅନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୈଜ୍ଞାନିକ ଦୃଷ୍ଟିକୋଣରୁ ଚନ୍ଦ୍ରଗ୍ରହଣ କେବଳ ଜ୍ୟୋତିର୍ବିଜ୍ଞାନିକ ଘଟଣା। କିନ୍ତୁ ହିନ୍ଦୁ ଧର୍ମ ଅନୁଯାୟୀ ଏହାର ବିଶେଷ ପ୍ରଭାବ ରହିଛି। ଭାରତରେ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୦୫:୩୨ ରେ ଆରମ୍ଭ ହୋଇ ସନ୍ଧ୍ୟା ୦୬:୧୮ ରେ ଶେଷ ହୋଇଛି। ଅର୍ଥାତ୍ ଚନ୍ଦ୍ରଗ୍ରହଣର ମୋଟ…

ମହାଜାଗତିକ ଦୃଶ୍ୟ: ଆକାଶରେ ଲୋହିତ ଚନ୍ଦ୍ର

ଭୁବନେଶ୍ୱର : ମହାକାଶରେ ଲୋହିତ ଚନ୍ଦ୍ର । ଦେଖୁ ଦେଖୁ ଲାଲ୍ ରଙ୍ଗ ଧାରଣ କରିଥିଲା ସୁନ୍ଦର ଶୀତଳ ଚନ୍ଦ୍ର । ପୁରୀ ସମେତ ରାଜ୍ୟର ସମସ୍ତ ସ୍ଥାନକୁ ମହାକାଶରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ଆଂଶିକ ଗ୍ରହଣ ଦୃଶ୍ୟମାନ ହୋଇଛି । ଛାଇ ଆଲୁଆର ଖେଳକୁ କେତେକ ଦେଶର …

କ୍ୟାପଟେନ ଫ୍ଲପ, ଟିମ ସେମିରେ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପର ସେମିଫାଇନାଲ ମୁକାବିଲା କାଲିଠାରୁ ଆରମ୍ଭ ହୋଇଯିବ । ନ୍ୟୁଜିଲାଣ୍ଡ-ପାକିସ୍ତାନ ଓ ଭାରତ-ଇଂଲଣ୍ଡ ମଧ୍ୟରେ ୨ଟି ଯାକ ସେମିଫାଇନାଲ ଖେଳାଯିବ । ତେବେ ସବୁଠାରୁ ମଜାର କଥା ସେମିଫାଇନାଲରେ ପ୍ରବେଶ କରିଥିବା ଏହି ୪ଟିମ ଅଧିନାୟକ ପ୍ରଦର୍ଶନ ଏ ପର୍ଯ୍ୟନ୍ତ…

ଠକ ସୁକେଶଙ୍କ କେଜ୍ରିୱାଲଙ୍କୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ମନି ଲଣ୍ଡ୍ରଂ କେସରେ ଜେଲଦଣ୍ଡ ଭୋଗୁଥିବା ଠକ ସୁକେଶ ଚନ୍ଦ୍ରଶେଖର ମଙ୍ଗଳବାର ଦିଲ୍ଲୀ ଏଲଜିଙ୍କୁ ଚତୁର୍ଥ ପତ୍ର ଲେଖିଛନ୍ତି । ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଯଦି ମୁଁ କୌଣସି ମିଛ କଥା ଲେଖିଥାଏ ତାହାହେଲେ ମୋତେ ଫାଶୀ ଦଣ୍ଡ ଦିଆଯାଉ । ଆଉ ଯଦି ମୋ କଥା ସତ ହୋଇଥାଏ…

୬୦ ଲିଟର ମଦ ଜବତ ସହ ଜଣେ ଗିରଫ

କାମାକ୍ଷାନଗର : ପେଟ୍ରୋଲିଂ ବେଳେ ଜଣେ ମଦ ମାଫିଆକୁ ଗିରଫ କରିଛି ଅବକାରୀ ପୋଲିସ । ପଣ୍ଡୁଆ ରାସ୍ତାରେ ସ୍କୁଟି ଯୋଗେ ମଦ ଚାଲାଣ କରୁଥିଲା ଜଣେ ବ୍ୟକ୍ତି  । ଢେଙ୍କାନାଳ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ଅବକାରୀ ଟିମ୍‌ ସେହି ମଦ ମାଫିଆକୁ ଗିରଫ କରିଛି…

ଚିଲିକାରେ ବୋଇତ ବନ୍ଦାଣ ମହୋତ୍ସବ

() ନିଳାମ୍ୱୁ ଚିଲିକା କୂଳ ହୋଇଉଠିଲା ଝଲମଲ । କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଗାନ୍ଧିଛକଠାରୁ ଲିଚୁ ମାଳ ସାଙ୍ଗକୁ ସୁସଜ୍ଜିତ ଲାଇଟ୍ ଗେଟରେ ଚମକୁଛି ଚିଲିକା କୂଳ । ବାଲୁଗାଁ କଲେଜ ପଡିଆରେ ମୁକ୍ତ ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମତୁଆଲା ହୋଇଥିଲେ ହଜାର ହଜାର ଦର୍ଶକ ।…

ଶିଖରଘାଟରେ ବୋଇତ ବନ୍ଦାଣ ଉତ୍ସବ

ଜଗତସିଂହପୁର : ନାଉଗାଁ ବ୍ଳକ ଅନ୍ତର୍ଗତ ଦେବୀନଦୀର ଶିଖରଘାଟ ଠାରେ ବୋଇତ ବନ୍ଦାଣ ଉତ୍ସବ ତଥା ନାଉଗାଁ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ମହତ୍ସୋବ ସମାରୋହରେ ସାଧବପୁଅ ଓ ସାଧବ ବୋହୂ ବେଶରେ କୁନିକୁନି ପିଲାମାନେ ନୌକା ବିହାର କରିବା ସହ, ସାଧବ ବୋହୂମାନେ ସାଧବ ୭ ଭାଇଙ୍କୁ ବନ୍ଦାପନା…

ବିମୁଦ୍ରୀକରଣକୁ ୬ବର୍ଷ: କଂଗ୍ରେସର କଡ଼ା ସମାଲୋଚନା

ନୂଆଦିଲ୍ଲୀ : ୨୦୧୬ ନଭେମ୍ୱର ୮ ତାରିଖରେ ଦେଶରେ ଘୋଷଣା ହୋଇଥିଲା ବିମୁଦ୍ରୀକରଣ । ଆଜି ବିମୁଦ୍ରୀକରଣକୁ ୬ ବର୍ଷ ବିତିଛି । ସେପଟେ କେନ୍ଦ୍ର ସରକାରକୁ ସମାଲୋଚନା କରିଛି କଂଗ୍ରେସ । ଭାରତର ଅର୍ଥବ୍ୟବସ୍ଥାକୁ ବିମୁଦ୍ରୀକରଣ ନଷ୍ଟ କରିଛି ବୋଲି କଂଗ୍ରେସ ମତ ଦେଇଛି । ଭାରତ ଇତିହାସର ଏହା…

ଗ୍ରହଣରେ ଭୋଜନକୁ ନେଇ ବ୍ରହ୍ମପୁରରେ ଉତ୍ତେଜନା

ବ୍ରହ୍ମପୁର: ଚନ୍ଦ୍ରଗହଣରେ ସାମୁହିକ ଭୋଜନ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ମଙ୍ଗଳବାର ବ୍ରହ୍ମପୁର ସହରରେ ଉତ୍ତେଜନା ଦେଖିବାକୁ ମିଳିଛି। ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଏବଂ ହାତାହାତି ପରେ ପୋଲିସକୁ ଲାଠି ମାଡ଼ କରିବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ମାନବବାଦୀ ହେତୁବାଦୀ…

ପାରାଦୀପରେ ଝଲସୁଛି କଳିଙ୍ଗ ବାଲିଯାତ୍ରା

ପାରାଦୀପ : ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଐତିହ୍ୟ ବହନ କରୁଛି କଳିଙ୍ଗ ବାଲିଯାତ୍ରା l ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଛି ପାରାଦୀପର କଳିଙ୍ଗ ବାଲିଯାତ୍ରା  l କାର୍ତ୍ତିକ ପୁର୍ଣ୍ଣିମାରେ ସାଧବ ପୁଅ ମାନେ ଶୁଭଦିନ ଭାବରେ ମାନିବା ସହିତ ଏହିଦିନ ନିଜର ବୋଇତ ଧରି ବିଦେଶକୁ…