ଖଣ୍ଡା ଦେଖାଇ ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୫୦ ହଜାର ଟଙ୍କା
କୋରାପୁଟ: ବୈପାରୀଗୁଡା ଥାନା ଅନ୍ତର୍ଗତ ବାଲିଆ ରାସ୍ତାର ଚନ୍ଦନପୁର ନିକଟସ୍ଥ ଶାଳବଣ ନିକଟରୁ ବ୍ୟବସାୟୀଙ୍କ ଠାରୁ ୫୦ ହଜାର ଟଙ୍କା ଲୁଟିନେଲେ ଦୃର୍ବୁତ୍ତ l ଲୁଟ୍ର ଶିକାର ହୋଇଥିବା ଯୁବକ ମାନେ ହେଲେ ରାମଗିରି ଗ୍ରାମର ହୋଟେଲ ବ୍ୟବସାୟୀ ସୁରେନ୍ଦ୍ର ବରେଇଙ୍କ ପୁଅ ବିଶ୍ବଜିତ ବରେଇ ଏବଂ…