Latest Odisha News

BREAKING NEWS

ଦିନ ଗୋଟାଏ ଯାଏ ଖୋର୍ଦ୍ଧା, ପୁରୀ ସହ ୧୧ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ୧୩ ଜିଲ୍ଲାକୁ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଦିନ ଗୋଟାଏ ଯାଏ ୧୩ଟି ଜିଲ୍ଲାରେ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି । ଏଥିସହ ଭଦ୍ରକ, କେନ୍ଦ୍ରାପଡ଼ା,…

ବିୟର ବୋତଲ ଭୁସି ବୃଦ୍ଧାଙ୍କୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଚିକିରିପଡ଼ା ଶାସନରେ ପିଲାମାନଙ୍କ ଝଗଡ଼଼ାକୁ ନେଇ ଜଣେ ବୃଦ୍ଧାଙ୍କୁ ବିୟର ବୋତଲରେ ଭୁସି ହତ୍ୟା କରାଯାଇଛି। ହତ୍ୟା ପରେ ଅଭିଯୁକ୍ତ ଜଣକ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ବିପ୍ର ସାହୁ ଏବଂ ବସନ୍ତ ସାହୁ…

ଦଳ ବହୁଳ ରାଜନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଦଳବହୁଳ ରାଜନୀତି । ଏକଦଳୀୟ, ଦ୍ୱିଦଳୀୟ, ବହୁଦଳୀୟ ଶାସନବ୍ୟବସ୍ଥାରେ ବ୍ୟୂହବଦ୍ଧ ନିର୍ଦଳୀୟ ଜନସମୁଦାୟ । ସେମାନେ ରାଜନୀତି କରନ୍ତି ନାହିଁ, ଦଳ ଗଢନ୍ତି ନାହିଁ  କିନ୍ତୁ ସେମାନଙ୍କ ନାଆଁରେ ରାଜନୀତି କରାଯାଏ, ଦଳ ଗଢାଯାଏ । ଶାସନର…

ନକଲି ପୋଲିସକୁ ଧରିଲେ ବ୍ରହ୍ମପୁର ଏସପି

ବ୍ରହ୍ମପୁର: ଦୁର୍ଗା ପୂଜା ପାଇଁ ପାଟ୍ରୋଲିଂ କରିବା ସମୟରେ ନକଲି ପୋଲିସକୁ ଧରିଛନ୍ତି ନିଜେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍‍। ପୋଲିସ ଲେଖାହୋଇଥିବା କାର୍‍ ଜବତ କରାଯାଇଛି ଏବଂ ଚାଳକଙ୍କୁ ଅଟକ ରଖାଯାଇଛି। ସେ ସୂଚନା ଦେଇଛନ୍ତି ଯେ, ରବିବାର ପୂଜା ପାଇଁ ପାଟ୍ରୋଲିଂ ଚାଲିଥିବା…

ଦଶହରାରେ ଦାରିଦ୍ର୍ଯ, ବେରୋଜଗାର ପ୍ରସଙ୍ଗ ଉଠାଇଲେ ଆରଏସଏସ ପ୍ରମୁଖ

ନୂଆଦିଲ୍ଲୀ: ଦେଶରେ ବିରୋଧୀଙ୍କ ଯେଉଁ ପ୍ରସଙ୍ଗକୁ କେନ୍ଦ୍ର ସରକାର ତଥା ଶାସକ ଦଳ ବିଜେପି ଏଡାଇ ଦେଉଛି ସେହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଚାରଧାରାର ପ୍ରୟୋଗଶାଳା କୁହାଯାଉଥିବା ଆରଏସଏସ ବା ରାଷ୍ଚ୍ରୀୟ ସ୍ବଯଂସେବକ ସଂଗଠନର ନେତା ତଥା ମହାସଚିବ ଦତ୍ତାତ୍ରେୟ ହୋସବାଲେ। ଦଶହରା ଅବସରରେ…

ମା’ ଆସୁଛନ୍ତି ହେଲେ ସୁନା ଚାନ୍ଦି ମଧ୍ୟରେ ଚଣ୍ଡିପାଠ ଆଉ ଶୁଭୁନି

ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ ଚାନ୍ଦି ମେଢ଼, ସୁନା ମୁକୁଟ, ବିଶାଳ ତୋରଣ, ଅହରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ, ଦୁଲ ଦାଲ ଭଷାଣି ଉତ୍ସବ ; ଇତ୍ୟାଦି ଇତ୍ୟାଦି। ହେଲେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଏହା ପଛର ଅର୍ଥ ଆଦାୟର ଭୟାନକ କାହାଣୀ ? ଦୁର୍ଗାପୂଜା ଆଉ ସେକାଳର ଆରମ୍ଭ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସାଧାରଣ ଭାବରେ ଆସ୍ଥା ଘରର ଯାବତୀୟ କାମ ସହିତ ସମ୍ଭବ ଆଉ ପିଲାମାନଙ୍କର ଯତ୍ନ ଯେମିତି ନେବା କଥା ନେଉଛି ।କେହି କିଛି ଅନୁଭବ କରିବା ଭଳି କିଛି ବି ନୂଆ କିମ୍ବା ଅଲଗା ନଥିଲା ଆସ୍ଥା ର ଵ୍ୟବହାର କିମ୍ବା ଚାଲିଚଳଣୀ ରେ !!!!…

ବର୍ଷାରେ ଭିଜି ଭିଜି ରାହୁଲ ଦେଲେ କର୍ମୀଙ୍କୁ ଉଦବୋଧନ

ବେଙ୍ଗାଲୁରୁ: ବର୍ଷାରେ ଭିଜି ଭିଜି କର୍ମୀଙ୍କୁ ଉଦବୋଧନ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। କର୍ଣ୍ଣାଟକର ମହୀଶୂରରେ ପ୍ରବଳ ବର୍ଷା ମଧ୍ୟରେ ରବିବାର ଭାରତ ଯୋଡ଼ ଯାତ୍ରା ଅବସରରେ ରାହୁଲ ଗାନ୍ଧୀ ହଜାର ହଜାର ସମର୍ଥକ ଏବଂ କର୍ମୀଙ୍କୁ ବର୍ଷାରେ ଭିଜି ଭିଜି ଉଦବୋଧନ ଦେଇଛନ୍ତି। ଯାହାକୁ…

ମା’ ମହାଗୌରୀ

ନବରାତ୍ରର ନବସ୍ୱରୂପର ଅଷ୍ଟମ ରୂପ ‘ମା’ ମହାଗୌରୀ ’ ନବରାତ୍ରର ଅଷ୍ଟମ ଦିବସରେ ମା' ଦୁର୍ଗାଙ୍କୁ ମହାଗୌରୀ ସ୍ୱରୂପରେ ଉପାସନା କରାଯାଏ।ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ…

ଆଜି ବାୟୁସେନାକୁ ମିଳିବ ପ୍ରଥମ ସ୍ବଦେଶୀ ଲଢୁଆ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF)ରେ ସାମିଲ ହେବ ଲାଇଟ୍ କମ୍ବାଟ୍ ହେଲିକପ୍ଟର (LCH)। ଆଜି ଏହା ବାୟୁସେନାରେ ସାମିଲ ହେବା ପରେ ପାହାଡିଆ ଏବଂ ସମୁଦ୍ର ଅଞ୍ଚଳରେ ଶକ୍ତି ବଢିବ । ଦେଶରେ ବିକଶିତ ହୋଇଥିବା ଏହି ଏଲସିଏଚ ଏକାଧିକ କ୍ଷେପଣାସ୍ତ୍ର ଗୁଳି ଚଳାଇବା ଏବଂ ଅସ୍ତ୍ର ବ୍ୟବହାର…