ଭାଷା ଭାଗବତ : କଥା, କାମ ଭେଦ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ରବ କାଢ଼ିଲେ ବଳ କ୍ଷୟ
ନିରବେ କରିହୁଏ ଜୟ
କଥା ଶୁଣି କହିଲେ କଥା
ଅସ୍ଥିର ବକ୍ତା ଆଉ ଶ୍ରୋତା
ଯାହା କରିବ ଭାବ ମନେ
କାହାକୁ କହନାହିଁ ଦିନେ
ଯାହା କରିସାରିଛ, କହ
ଏହି ସଂସାରେ ସୁଖେ ରହ
ଉଦ୍ଦେଶ୍ୟ, ଯୋଜନା ଘୋଷଣା…