Latest Odisha News

BREAKING NEWS

ଋଷ ସେନା କ୍ୟାମ୍ପରେ ଗୁଳି ବିନିମୟ: ୧୧ ମୃତ, ୧୫ ଆହତ

ମେକ୍ସିକୋ: ଋଷର ବେଲଗୋରୋଦ ଅଞ୍ଚଳରେ ଥିବା ଏକ ସେନା କ୍ୟାମ୍ପରେ ଗୁଳି ବିନିମୟରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସେପଟେ ପାଲଟା ଜବାବରେ ଦୁଇ ଆକ୍ରମଣକାରୀ ନିହତ। ଏନେଇ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଛି ଯେ ପୂର୍ବତନ ସୋଭିଏତ୍ ରାଜ୍ୟରୁ…

ଭାଷା ଭାଗବତ : ଶବ୍ଦହରା ମତାମତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧରାବଂଧା ମତ, ଅମତ ହେଲେ ହେଁ କଥିତ, ଲିଖିତ ତା ଯୋଗୁଁ ଭାଷା କି ସାହିତ୍ୟ କେବେ ତ ହୁଏନି ଆଦୃତ ' ଭଲ, ବଢ଼ିଆ, ଚମତ୍କାର ' ଭଳିଆ ଶବ୍ଦ ବ୍ୟବହାର କରି ଜଣାଉଁ ଅଭିମତ ସାହିତ୍ୟ ହୁଏନି ବିସ୍ତୃତ ଶ୍ରଦ୍ଧା ସହିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଆଦି ସ୍ୱରୂପ ଶ୍ରୀନୃସିଂହଙ୍କୁ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ମଧ୍ୟରେ ବିଭିନ୍ନ ନାମରେ ଓ ବିଭିନ୍ନ ରୂପରେ ବିରାଜିତ ହୋଇଥିବାର ବିବରଣୀ ଆମେ ଜାଣିଲେ। ଏତେ ସବୁ…

ଆଜି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେନ୍ଦ୍ର ପଠାଇବ ଟଙ୍କା

ନୂଆଦିଲ୍ଲୀ: ଆଜି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେନ୍ଦ୍ର ସରକାର ପଠାଇବେ ଟଙ୍କା। ପୂର୍ବାହ୍ନ ୧୧.୪୫ ଟା ସମୟରେ ନୂଆଦିଲ୍ଲୀରେ ଆଇଏଆର୍‌ଆଇରେ କିଷାନ ସମ୍ମାନ ସମ୍ମିଳନୀ ୨୦୨୨ର ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଅବସରରେ ମୋଦୀ ପିଏମ୍ -…

ମାର୍ଚ୍ଚ ସୁଦ୍ଧା ରାଜ୍ୟର ୮ଟି ସହରରେ ୫ଜି ସେବା ମିଳିବ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମାର୍ଚ୍ଚ ସୁଦ୍ଧା ଓଡିଶାବାସୀ ୫ଜି ସେବାର ମଜା ନେବେ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ। ସାରା ଦେଶରେ ପ୍ରଥମ ପର୍ଯ୍ୟାୟରେ ଯେଉଁ କେତୋଟି ସହରରେ ୫ଜି ସେବା ଆରମ୍ଭ ହେବ ତନ୍ମଧ୍ୟରେ ଓଡିଶାର ୮ଟି ପ୍ରମୁଖ ସହର ରହିଛି। ହେଲେ କେଉଁ କେଉଁ ସହର…

ଆଜି କଂଗ୍ରେସ ସଭାପତି ନିର୍ବାଚନ, ଜାଣନ୍ତୁ କିପରି ରହିବ ଭୋଟିଂ ପ୍ରକ୍ରିୟା

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ କଂଗ୍ରେସ ସଭାପତି ନିର୍ବାଚନ ଆଜି ହେବାକୁ ଯାଉଛି। ଦୀର୍ଘ ୨୨ ବର୍ଷ ପରେ ଜଣେ ଅଣ ଗାନ୍ଧୀ ନେତା ଦଳର ନେତୃତ୍ବ ନେବାକୁ ଯାଉଛନ୍ତି। ଏଥିପାଇଁ ଆଜି ଭୋଟିଂ ହେବ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦଳର ନୂଆ ସଭାପତି କିଏ ହେବେ ସେ ନେଇ ଚୟନ କରିବେ ଦଳୀୟ ନେତା।…

ବିଜାପୁରରେ ପୋଲିସ କ୍ୟାମ୍ପ ଉପରେ ମାଓବାଦୀଙ୍କ ହମଲା

ବିଜାପୁର: ଛତିଶଗଡରେ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ମାଓବାଦୀଙ୍କ ରୋକିବାରେ ସଫଳ ହୋଇପାରି ନାହାନ୍ତି ଛତିଶଗଡ ସରକାର ଏବଂ କେନ୍ଦ୍ର ସରକାର। ବିଜାପୁର ଜିଲ୍ଲାରେ ଥିବା ତରେମ ଥାନା ନିକଟରେ କୋବ୍ରା 210 ବାଟାଲିୟନର କ୍ୟାମ୍ପ ଉପରେ ମାଓବାଦୀମାନେ ଗୁଳି ଚଳାଇଛନ୍ତି। ମାଓବାଦୀମାନଙ୍କ ଏହି…

ସରଗୋସୀ ବିବାଦ: ୬ ବର୍ଷ ତଳୁ ବିବାହ କରିଥିଲେ ନୟନତାରା-ବିଘ୍ନେଶ

ମାଡ୍ରାସ: ଦକ୍ଷିଣ ଭାରତ ଅଭିନେତ୍ରୀ ନୟନତାରା ଏବଂ ବିଘ୍ନେଶ ଶିବନ ସରୋଗସୀ ମାଧ୍ୟମରେ ଯମଜ ସନ୍ତାନଙ୍କ ମାତା-ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତେବେ ବିବାହର ୪ ମାସ ମଧ୍ୟରେ ଏହି ସନ୍ତାନ ହୋଇଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ସ୍ୱାସ୍ଥ୍ୟ ମନ୍ତ୍ରୀ…

ଟି୨୦ ବିଶ୍ୱକପ: ଭାଷ୍ୟକାର ତାଲିକାର ୩ ଭାରତୀୟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ୨୦ ଏଲିଟ ଭାଷ୍ୟକାରଙ୍କ ନାମ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଏଥିରେ ଭାରତର ୩ଜଣଙ୍କୁ ସୁଯୋଗ ମିଳିଛି । ସେମାନେ ହେଲେ ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର ଓ ହର୍ଷ ଭୋଗଲେ । ଏମାନଙ୍କ ବ୍ୟତୀତ ଇଆନ ମୋର୍ଗାନ, ପ୍ରେଷ୍ଟନ ମୋମସେନ, ଡେଲ ଷ୍ଟେଇନ…

ଚେନ୍ନାଇରେ ପ୍ରବାସୀ ଓଡ଼ିଆ ପାଳିଲେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ

ବ୍ରହ୍ମପୁର:ଉତ୍କଳ ଆସୋସିଏସନ୍‌‌ ମାଡ୍ରାସ ତରଫରୁ ଚେନ୍ନାଇ ସ୍ଥିତ ଓଡ଼ିଶା ଭବନଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା…