Latest Odisha News

BREAKING NEWS

ମିଶନ ଶକ୍ତି ଗୋଷ୍ଠୀର ମା’ ମାନଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ମିଶନ ଶକ୍ତି ଗୋଷ୍ଠୀର ମା’ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଆଜି ସଂଧ୍ୟାରେ ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା’ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ ।  ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା…

ରୁଷର ୩୮ ସହରରେ ପୁତିନଙ୍କ ବିରୋଧରେ ବିକ୍ଷୋଭ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ୭ମାସ ପୂରିବାକୁ ଯାଉଛି । ଧନ, ଜୀବନ ଏବଂ ସବୁ କିଛି ଏଥିରେ କ୍ଷତି ହେଉଥିଲେ ମଧ୍ୟ କେହି ଚେତୁ ନାହାନ୍ତି । ଯୁଦ୍ଧର ଉଷ୍ମକା ଟିକେ କମି ଆସିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ପରମାରୁ ବୋମା ବୟାନ ଏହାକୁ ଆହୁରି ତେଜିଛି । ପୁତିନ ଆବଶ୍ୟକ…

ଆଦିକନ୍ଦଙ୍କ ବିୟୋଗରେ ନବୀନ, ଧର୍ମେନ୍ଦ୍ରଙ୍କ ଶୋକ

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଗୁରୁବାର ଭୋର୍‌ ୪ଟା ବେଳେ ମୃତ୍ୟୁ ହୋଇଛି। ବୁଧବାର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ…

ଦୁର୍ନୀତି ଅଭିଯୋଗରେ ଚୀନର ପୂର୍ବତନ ଆଇନ ମନ୍ତ୍ରୀଙ୍କୁ କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡ

ବେଜିଂ: ଚୀନରେ ବାମପନ୍ଥୀ ସରକାର ନିଜର ପୂର୍ବତନ ଆଇନମନ୍ତ୍ରୀଙ୍କୁ ଫାଶୀ ଦଣ୍ଡ ଦେବ । ଦୁର୍ନୀତି ପାଇଁ ଏହି ଦଣ୍ଡ ପାଇବେ ଚୀନର ପୂର୍ବତନ ଆଇନ ମନ୍ତ୍ରୀ ଫୁ ଝୋଂଗହୁଆ । ତେବେ ଆଇନ ମନ୍ତ୍ରୀଙ୍କ ପାଇଁ ସରକାର ମଧ୍ୟ କିଛି ନରମ ହୋଇନାହାଁନ୍ତି । ଦୁର୍ନୀତି ପାଇଁ କାହାକୁ ଛଡାଯିବ ନାହିଁ ବୋଲି…

ସ୍ମୃତିଶକ୍ତି ହ୍ରାସ ସମସ୍ୟାକୁ ରୋକି ପାରିବ ସନ୍ତୁଳିତ ଜୀବନଚର୍ଯ୍ୟା: କିମ୍ସ ବିଶେଷଜ୍ଞ

ଭୁବନେଶ୍ୱର: ବୟସା ଧିକ୍ୟ ଯୋଗୁଁ ସ୍ମୃତି ଶକ୍ତି ହ୍ରାସ ଏକ ସାଧାରଣ ସମସ୍ୟା । ଏବେ ୬୦ବର୍ଷରୁ କମ୍‍ ବୟସର ଲୋକଙ୍କଠାରେ ଏହି ସମସ୍ୟା ଦେଖା ଦେବା ଚିନ୍ତାର କାରଣ ପାଲଟିଛି । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ମଦ୍ୟପାନ, ଧୂମପାନ, ଅନିଦ୍ରା, ଖାଦ୍ୟ ଏବଂ ଜେନେଟିକ୍ କାରଣ ଆଦି ଯୋଗୁଁ ଅଲଜାଇମର…

କୁପୋଷଣ ମୁକାବିଲାରେ ସରକାର ବିଫଳ ୧୮ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ

ଭୁବନେଶ୍ୱର :  ରାଜ୍ୟ ସରକାର କୁପୋଷଣ ମୁକାବିଲାରେ ବିଫଳ ହୋଇଛନ୍ତି  । କୁପୋଷଣର ଶିକାର ହୋଇ ଶିଶୁ ମୃତ୍ୟୁ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁର୍ନୀତିଖୋର ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି ଏବଂ ପିଏମ ପୋଷଣ ଅଭିଯାନକୁ ରାଜ୍ୟରେ ବିଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ହୀନ…

ରାହୁଲ, ରୋହିତଙ୍କ ଅତ୍ୟଧିକ ପରୀକ୍ଷଣ ଯୋଗୁ ହାତଛଡା ହୋଇଯିବ କି ଟି୨୦ ବିଶ୍ୱକପ

ପୁରୀ: ଟି୨୦ ବିଶ୍ୱକପ ଆଉ ଅଳ୍ପ ଦିନ ଥିବା ବେଳେ ଭାରତୀୟ କ୍ରିକେଟ ଦଳର ପ୍ରଦର୍ଶନ ପ୍ରଶଂସକଙ୍କୁ ବ୍ୟସ୍ତ ବିବ୍ରତ କରାଇ ସାରିଲେଣି । ଟି୨୦ କ୍ରିକେଟର ଏକ ନମ୍ବର ଟିମ ଶେଷ ୪ଟି ମୁକାବିଲାରେ ୩ଟିରେ ପରାଜିତ ହୋଇଛି । ତେବେ ଭୁଲ କେଉଁଠାରେ ରହୁଛି ? ବିସିସିଆଇ କୋଚ, ଅଧିନାୟକଠାରୁ ଆରମ୍ଭ କରି…

ମହିଳା ବିଚାରପତିଙ୍କୁ କ୍ଷମା ମାଗିଲେ ଇମ୍ରାନ ଖାନ୍

ଇସଲାମବାଦ:  ନିଜ ବକ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ଇମ୍ରାନ ଖାନ । ମହିଳା ବିଚାରପତିଙ୍କ ବିରୋଧରେ ଧମକପୂର୍ଣ୍ଣ ବକ୍ତବ୍ୟ ଦେଇ ନିଜ ଦେଶରେ ସମାଲୋଚନା ହେବା ପରେ ଭୁଲ ମାଗିଛନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅନେକ ସମୟରେ ବିବାଦୀୟ ବକ୍ତବ୍ୟ ଦେଇ ନିଉଜରେ ରହୁଥିବା…

ଝାରସୁଗୁଡା ବିମାନ ବନ୍ଦର ପ୍ରତି ଲୋକଙ୍କ ଆସ୍ଥା ତୁଟୁଛି

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦର ପ୍ରତି ଲୋକଙ୍କ ଆସ୍ଥା ତୁଟିବାକୁ ଆରମ୍ଭ ହୋଇଗଲାଣି । ବିମାନ ବନ୍ଦର ର ଯାତ୍ରୀ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଏହଳି ହେବାର ମୁଖ୍ୟତଃ ଦୁଇଟି କାରଣ ରହିଛି । ପ୍ରଥମ କାରଣଟି ହେଉଛି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ବିମାନ ଗୁଡିକ…

ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟୁ ଉଚ୍ଛେଦ ମଠର ପୁନଃ ନିର୍ମାଣ କେବେ ?

ପୁରୀ: ଶ୍ରୀକ୍ଷେତ୍ରରେ ଉଜୁଡ଼ିବାରେ ଲାଗିଛି ମଠ ସଂସ୍କୃତି । ଶ୍ରୀମନ୍ଦିର ନୀତିକାନ୍ତି ସହିତ ପୁରାତନ କାଳରୁ ଜଡ଼ିତ ମଠ ଧିରେ ଧିରେ ଲୋପ ପାଉଛି । ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ସୁରକ୍ଷା ଜୋନ୍ ମଧ୍ୟରେ ୧୯ଟି ଐତିହାସିକ ମଠ ଉଚ୍ଛେଦ ହୋଇଥିଲା । ପରିକ୍ରମା ପ୍ରକଳ୍ପ ପାଇଁ ଉତ୍ତରପାର୍ଶ୍ୱ…