ରାଣୀ ଏଲିଜାବେଥ ୨ଙ୍କ ମୃତ୍ୟୁ ପରେ ଭାରତରେ ଜୋର ଧରିଲା କୋହୀନୂର ହୀରା ଫେରସ୍ତ ଦାବୀ
ଲଣ୍ଡନ: ମହାରାଣୀ ଏଲିଜାବେଥ୨ଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏକ ଅଦ୍ଭତ ଦାବୀ ଜୋର ଧରିଛି । ଟ୍ୱିଟରରେ ଭାରତୀୟମାନେ ରାଣୀଙ୍କ ମୃତ୍ୟୁ ପରେ କୋହୀନୂର ହୀରା ଭାରତକୁ ଫେରାଇଦେବା ଦାବୀ କରିଛନ୍ତି । ୧୦୫.୫ କ୍ୟାରେଟର ଏହି ହୀରା ୧୯୩୭ରୁ ମହାରାଣୀଙ୍କ ମୁକୁଟରେ ଲଗାଯାଇଛି । ମୃତ୍ୟୁ…