Latest Odisha News

BREAKING NEWS

ସାଉଥ ଆଫ୍ରିକା ଆଗରେ ଭାରତ ଟାର୍ଗେଟ ଦେଲା ୨୩୮ ରନ

ଗୈାହାଟି: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ରେ ଭାରତ ପ୍ରଥମ ପାଳିରେ ୩ ଉଇକେଟ ହରାଇ ୨୩୭ ରନ କରିଛି। ସାଉଥ ଆଫ୍ରିକା ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ରୋହିତ ଶର୍ମା ଏବଂ କେଏଲ ରାହୁଲ ପ୍ରଥମରୁ ଜବରଦସ୍ତ ବ୍ୟାଟିଂ କରିଥିଲେ । କେଏଲ ରାହୁଲ ୫୭ ରନ କରି ଆଉଟ…

ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ :  ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲା ବେଶ୍ ଚର୍ଚ୍ଚାରେ ରହିଆସିଛି । ତେବେ ଆଜି ଅନୁଭବଙ୍କ ପୈତୃକ ଘର ଛାଡ଼ିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।  ତେବେ…

ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର :  ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସ୍ବାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ…

ମା ଶାରଳାଙ୍କ ପୀଠରେ ରୀତିନୀତିରେ ଚାଲିଛି ମହାଷ୍ଟମୀ ପୂଜା

ଜଗତସିଂହପୁର : ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ରୀତିନୀତି ଅନୁସାରେ ଚାଲିଛି ମହାଷ୍ଟମୀ ପୂଜା। ଘଣ୍ଟଘଣ୍ଟା,ପ୍ରଖାଳ ଧ୍ୱନିରେ ପ୍ରକମ୍ପିତ ହେଉଛି ସାରା ଝଙ୍କଡ଼ ପୀଠ। ଚଣ୍ଡୀପାଠ ସହ ମନ୍ତ୍ରତନ୍ତ୍ର ପୂଜାରେ ମାଙ୍କ ପୂଜା ଚାଲୁଥିବା ବେଳେ ଏହି ଅଲୌକିକ ପୂଜାର ଦର୍ଶନ ପାଇଁ ମାଙ୍କ…

ସାହିତ୍ୟ ପ୍ରେମରେ ସାରା ଜୀବନ ବିତେଇବାକୁ ଚାହେଁ : ପଲ୍ଲବୀ ନାୟକ

ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ପଲ୍ଲବୀ ନାୟକ । ଏକାଧାରରେ ଜଣେ କବୀ , ଗାଳ୍ପିକା ଏବଂ ଔପନ୍ୟାସିକା। ତାଙ୍କ କଲମ ମାଟିର କଥା କହେ, ଜନ- ଜୀବନର କଥା କହେ ପୁଣି ପ୍ରେମର କଥା କହେ । । ତାଙ୍କ ରଚିତ ପ୍ରତ୍ୟେକ କବିତା ତଥା ଗଳ୍ପ ପାଠକଙ୍କ ମନରେ ସୃଷ୍ଟି କରେ ଏକ ଭିନ୍ନ…

ମା ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା

ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା । ସବୁଠି ଚାଲିଛି ମା ଙ୍କ ଆବାହନି। ମୃଣ୍ମୟୀ ଦେବୀ ମଣ୍ଡପ ରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମା ବିରଜା ଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ଏଥିପାଇଁ ଆଜି ବଢି ଭୋରରୁ ଶ୍ରଦ୍ଧାଳୁ ମାଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରିବା…

କାର ଟାୟାର ବଦଳାଉଥିଲେ ସାବଧାନ ! ନୂଆ କହି ବ୍ୟବହୃତ ଟାୟାର କରୁଛନ୍ତି ବିକ୍ରି

ଓଡିଶା ସମ୍ବାଦ ବ୍ୟୁରୋ: କିଛି ଲୋଙ୍କର କାର୍ ପରିବର୍ତ୍ତନ ଏକ ନିଶା ଥାଏ। ଅନେକ ଲୋକେ ଆବଶ୍ୟକତା କାରଣରୁ କାରକୁ ସଂଶୋଧନ କରନ୍ତି ଏବଂ କିଛି ଲୋକେ ନିଜ ସଉକ ପାଇଁ କାରର ବିଭିନ୍ନ ଅଂଶ ବଦଳାନ୍ତି। ଯାନବାହାନରେ ଟାୟାର ପରିବର୍ତ୍ତନ କରିବା ବର୍ତ୍ତମାନ ସାଧାରଣ ହୋଇଗଲାଣି। ଅନେକ ଲୋକ ଏପରି…

କାର୍ ଭିତରୁ ମିଳିଲା ୩ କିଲୋ ୭ଶହ ଗ୍ରାମ ସୁନା ଓ ୧୮୦ କିଲୋ ରୁପା

ବ୍ରହ୍ମପୁର: ବ୍ରହ୍ମପୁରରୁ ୩ କିଲୋ ରୁ ଅଧିକ ସୁନା ଓ ୧୮୦ କିଲୋ ରୁପା ଜବତ। ତାମିଲନାଡ଼ୁରୁ ଏକ ସ୍କୋଡା କାରରେ ବିପୁଳ ପରିମାଣର ସୁନା ଓ ରୁପା ବ୍ରହ୍ମପୁରକୁ ଅଣାଯାଉଥିବା ବେଳେ ସୋରଳ ଜଙ୍କସନ୍‌ରୁ ଜବତ କଲା ଗୋଳନ୍ଥରା ପୋଲିସ  । ଏସପିଙ୍କ ନିର୍ଦେଶରେ ଗୋଳନ୍ଥରା ଥାନା ପୋଲିସର…

ଅପମିଶ୍ରିତ ମସଲା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, କେମିତି ଚିହ୍ନିବେ ଅସଲି ମସଲା ?

ଆଜିକାଲି ବଜାରରେ ଅପମିଶ୍ରିତ ମସଲାର ବ୍ୟବହାର ଅଧିକ ହେଉଥିବା ଦେଖାବାକୁ ମିଳୁଛି। ଏହି ଅପମିଶ୍ରିତ ମସଲା ଆମ ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି। ଏହି ମସାଲା ଆମ ଖାଦ୍ୟ ମାଧ୍ୟମରେ ଶରୀରରେ ପ୍ରବେଶ କରିବା ଦ୍ୱାରା ଅନେକ ଉପାୟରେ ସ୍ୱାସ୍ଥ୍ୟକୁ କ୍ଷତି କରନ୍ତି। ବେଳେବେଳେ ଏହି…

‘ଗଡ ଫାଦର’ ଟ୍ରେଲର ରିଲିଜ୍ ପରେ ଟଲିଉଡ଼ ପ୍ରତି ଆଗ୍ରହ ଦେଖାଇଲେ ଭାଇଜାନ

ମୁମ୍ବାଇ: ବଲୁଉଡ ଭାଇଜାନ ସଲମାନ ଖାନ ନିଜ କାମ ପାଇଁ ସର୍ବଦା ଚର୍ଚ୍ଚାର ଶୀର୍ଶରେ ଥାଆନ୍ତି। ଗୋଟେ ପଟେ ଚିରଞ୍ଜୀବୀଙ୍କ ସହ ଦକ୍ଷିଣ ଚଳଚ୍ଚିତ୍ର 'ଗଡ ଫାଦର'ର ଟ୍ରେଲର ଆସିଛି। ଅନ୍ୟପକ୍ଷରେ ବିଗ୍ ବସ୍ ୧୬ ଆରମ୍ଭ ହୋଇଯାଇଛି। ଏଭଳି ପରିସ୍ଥିତିରେ ସଲମାନ ଖାନ ଚାରିଆଡେ ବେଶ୍ ଚର୍ଚ୍ଚିତ। ଯଦିଓ…