Latest Odisha News

BREAKING NEWS

ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ସଭା ଆୟୋଜିତ

ଭୁବନେଶ୍ୱର : ବିଶିଷ୍ଟ ଭାଷା ଯୋଦ୍ଧା, ଓଡ଼ିଆ ସାହିତ୍ୟ, ସଂସ୍କୃତିପ୍ରେମୀ, ସମାଜସେବୀ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଅଭିମନ୍ୟୁ…

ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ

ସୋନପୁର: ସୋନପୁର ସହରରେ ପ୍ରଶାସନ ପକ୍ଷରୁ ଜବରଦଖଳ ଉଚ୍ଛେଦ ଆରମ୍ଭ ହୋଇଛି । ନଳିନୀ ଛକ ଦେଇ ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସକାଶେ ଜବରଦଖଳ ଉଚ୍ଛେଦ କରୁଛି ପ୍ରଶାସନ । ଆଜି ପ୍ରଥମ ଦିନରେ ଜେସିବି ମେସିନ ସହାୟତାରେ ନଳିନୀ ଛକ ପାଖରେ ଥିବା…

ତିନି ଥର ଭାରତ ଗସ୍ତରେ ଆସିଥିଲେ ରାଣୀ ଏଲିଜାବେଥ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ମୃ୍ତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ସେ ବ୍ରିଟେନର ରାଣୀ ଭାବରେ ୭୦ ବର୍ଷ ଶାସନ କରିଥିଲେ। ଏଲିଜାବେଥ ତାଙ୍କ ଜୀବନ କାଳରେ ଅନେକ ଥର ଭାରତ ଗସ୍ତ କରିଥିଲେ। ଏହି ସମୟରେ ସେ ଭାରତର…

କୋଇଲା ଚୋରି ବେଳେ OISFର ଚଢ଼ାଉ, ୩ଟି ଟ୍ରକ୍ ଓ ଜେସିବି ଜବତ

ଅନୁଗୁଳ: ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ । କୋଇଲା ଖଣି ସୁରକ୍ଷା ଦାୟିତ୍ୱରେ ଥିବା OISF ଯବାନ ବିଳମ୍ବିତ ରାତିରେ ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ କରି କୋଇଲା ଚୋରି ରୋକିଛନ୍ତି । ଲୋଡିଂ ବେଳେ ୩ଟି ଟ୍ରକ୍ ଓ ଜେସିବିକୁ OISF ଜବତ କରିଥିବା ବେଳେ ଗାଡ଼ି ଡ୍ରାଇଭର ଓ ଚୋର ଫେରାର୍…

ମହାରାଣୀଙ୍କ ମୃତ୍ୟୁ ପରେ ଏହିସବୁ ବଦଳିବ ବ୍ରିଟେନରେ

ନୂଆଦିଲ୍ଲୀ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ (୯୬)ଙ୍କର ଗୁରୁବାର ଦେହାନ୍ତ ହୋଇଛି। ସେ ବ୍ରିଟେନ ଇତିହାସରେ ସର୍ବ ପୁରାତନ ଏବଂ ଦୀର୍ଘତମ ରାଣୀ ଥିଲେ। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବର୍ତ୍ତମାନ ପୂର୍ବତନ ପ୍ରିନ୍ସ ଚାର୍ଲ୍ସ(୭୩) ବ୍ରିଟେନର ନୂଆ ରାଜା ହେବେ। ଏହା ସହିତ…

ଜାଣନ୍ତୁ ଆଲିଆ ଭଟ୍ଟଙ୍କର ସଫଳତା ପଛର କାହାଣୀ

ମୁମ୍ୱାଇ: "ହାତରେ ପମପମ୍ ଧରି ପୁଅଙ୍କ ପାଇଁ ପାଟି କରିବା ମୋର ଷ୍ଟାଇଲ ନୁହେଁ । ସେମାନେ ମୋ ପାଇଁ ପାଟି କରିବେ, ସିଟି ବଜେଇବେ, ଦାଟସ୍ ମାଇଁ ଥିଙ୍ଗ।" ଏପରି କିଛି ଡାଏଲଗ ସହ 'ଷ୍ଟୁଡେଣ୍ଟ ଅଫ୍ ଦ ଇୟର' ଚଳଚ୍ଚିତ୍ରରେ ଏଣ୍ଟ୍ରି ମାରିଥିଲେ ସେଲିବ୍ରିଟି ଆଲିଆ ଭଟ୍ଟ । ଫିଲ୍ମରେ ଆଲିଆ ଜଣେ ଧନୀ…

ପୁନଃ ରିଲିଜ ହେଲା ଧନୁଷଙ୍କ ଥ୍ରୀ, କୋଲାଭରି ଡି ଗୀତ ପାଇଁ ଥିଲା ଚର୍ଚ୍ଚିତ

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ନାୟକ ଧନୁଷଙ୍କ ଥ୍ରୀ ଫିଲ୍ମ ପୁନଃ ରିଲିଜ କରାଯାଇଛି । ପ୍ରଥମ ଥର ରିଲିଜ ବେଳେ ଏହା ଭଲ ବ୍ୟବସାୟ କରି ନ ଥିବା ବେଳେ ଏଥର କିନ୍ତୁ ଚମତ୍କାର ବିଜନେସ କରୁଛି । ୨୦୧୨ରେ ଥ୍ରୀ ଫିଲ୍ମ ଯେତେ ଚର୍ଚ୍ଚିତ ନ ଥିଲା ତାଠାରୁ ଅଧିକ ଚର୍ଚ୍ଚିତ ଥିଲା ହ୍ୱାଇ ଦିସ…

ଗଛ ପଡ଼ି ଭାଙ୍ଗିଲା ଘର, ୫ ଆହତ ମେଡିଭାଲରେ ଭର୍ତ୍ତି

ରାୟଗଡ଼ା: ଗଛ ପଡ଼ି ଘର ଭାଙ୍ଗିବାରୁ ୫ ଜଣ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ଗରଡ଼ମା ପଞ୍ଚାୟତ ଗରଡ଼ମା ଗାଁରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଏକ ଗଛ ପଡିବାରୁ ଗରଡ଼ମା ଗାଁରେ ୪ଟି ଘର ଭାଙ୍ଗିବା ସହ ପାଞ୍ଚ ଜଣ ଆହତ ହୋଇ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ମେଡିକାଲରେ…

ମନ୍ଦିରରୁ ଚୋରି ପରେ କ୍ୟାମେରା ହାର୍ଡଡିସ୍କ ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲାର ମନ୍ଦିରଗୁଡ଼ିକ ଉପରେ ବର୍ତ୍ତମାନ ଚୋରମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଚୋରି ହେଉଛି। ହିଂଜିଳି ଥାନା ଅନ୍ତର୍ଗତ ସମରଝୋଳା ଗ୍ରାମର ମାଁ ଦଣ୍ଡକାଳୀଙ୍କ ମନ୍ଦିରରୁ ଗୁରୁବାର ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର…

ମାଥିଲିରେ ମାତିଛି ଅଜଣା ରୋଗ, ସପ୍ତାହକରେ ନେଲାଣି ୧୧ ଜୀବନ !

ମାଲକାନଗିରି: ଉପାନ୍ତ ଅଞ୍ଚଳରେ ଝାଡାବାନ୍ତି ଖବର ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଆଉ ଏକ ରୋଗ ବ୍ୟାପିଥିବା କୁହାଯାଉଛି। ଯେଉଁଥିପାଇଁ ସପ୍ତାହକରେ ୧୧ ଜଣଙ୍କ ପ୍ରାଣ ଯାଇଥିବା ସୂଚନା ରହିଛି। ସ୍ଥିତି ଦେଖି ଜିଲ୍ଲା ପ୍ରଶାସନିକ ଅଧିକାରୀ ସକ୍ରିୟ ହୋଇଛନ୍ତି କିନ୍ତୁ ରୋଗ ଚିହ୍ନଟ…