ଭାଷା ଭାଗବତ : କଥା ଦୁଇ ଧାଡ଼ି
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଏବେ ବି ଖଂଡା, ଗଦା ଧରି
କେହି ପାରେନି ଯୁଦ୍ଧ କରି
କେବଳ ମଂଚ ଅଭିନେତା
ମାନଂତି ପୂର୍ବ ରୀତି, ପ୍ରଥା
ଏବେ ଆମ ଲେଖକ, କବି
ବିଶ୍ବକୁ ରଂଗମଂଚ ଭାବି
କରଂତି ଯେଣୁ ଅଭିନୟ
ହେଉନି ନୂଆ ଜ୍ଞାନୋଦୟ
ବାସ୍ତବ ଭାଷାର…