Latest Odisha News

BREAKING NEWS

ORHDC ଦୁର୍ନୀତି ମାମଲା, ମୋକିମଙ୍କ ସହ ୪ ଜଣଙ୍କୁ ଜେଲ୍

ଭୁବନେଶ୍ୱର: ଓଡ଼ିଶା ରୁରାଲ୍ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ୍ (ORHDC) ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଏଥିସହ ଅବସରପ୍ରାପ୍ତ ପୂର୍ବତନ ଆଇଏଏସ୍ ଅଧିକାରୀ ବିନୋଦ କୁମାରଙ୍କୁ…

‘ଆଜି ସାନିଟାରୀ ପ୍ୟାଡ୍ ଦାବି କରୁଛ, କାଲି କହିବ ଆମକୁ କଣ୍ଡୋମ ଦିଅ’

ନୂଆଦିଲ୍ଲୀ: ବିହାର ସରକାରଙ୍କ ଜଣେ ମହିଳା ଅଧିକାରୀ ସଂପ୍ରତି ନିଜର ବୟାନକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଛାତ୍ରୀମାନେ ତାଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଦାବି କରିବାରୁ, ଅଧିକାରୀ ବଡ ବିଚିତ୍ର ପ୍ରତିକ୍ରିୟା ଦେଇଥିଲେ। ବିହାର ମହିଳା ବିକାଶର ବରିଷ୍ଠ ଅଧିକାରୀ କହିଥିଲେ, ଏବେ ତ…

୫୦୦ ଟଙ୍କା ଦେଇ ଜେଲରେ ରାତି କାଟୁଛନ୍ତି ଲୋକେ

ଡେରାଡୁନ: ଏହି ଦୁନିଆର କୌଣସି ବ୍ୟକ୍ତି ଜେଲ ଯିବାକୁ ଚାହାଁନ୍ତି ନାହିଁ। ଯଦି ଜଣେ ବ୍ୟକ୍ତି କିଛି ଅପରାଧ କରେ ତେବେ ତାକୁ ହିଁ ଜେଲକୁ ପଠାଯାଏ। କିନ୍ତୁ ଉତ୍ତରାଖଣ୍ଡରେ ଏପରି ଏକ ଜେଲ ରହିଛି, ଯେଉଁଠାରେ ଲୋକେ ଜେଲ ସମ୍ପର୍କରେ ଭଲ କଥା ଚିନ୍ତା କରନ୍ତି। ଦରକାର ପଡିଲେ ଲୋକେ ଗୋଟିଏ ରାତି…

ବିଜେଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଦେଖିପାରିବେ ନାହିଁ : ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର :  ଭୁବନେଶ୍ୱର ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବା ସହ ବିଜେପିର ବରିଷ୍ଠ ନେତା ମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏକପ୍ରକାର ଶକ୍ତି ପଦର୍ଶନ କରିଛନ୍ତି  । ଏହି କାର୍ଯ୍ୟକ୍ରମରେ  ରାଜ୍ୟ ସରକାରଙ୍କ ଉପରେ…

ଖଡ଼ିଆଳରେ ନିଆରା ନବରାତ୍ରୀ ଦୁର୍ଗାପୂଜା ଓ ଯୋଡ଼ି ଛତର ଯାତ୍ରା ପାଇଁ ଜମୁଛି ଭିଡ଼

ନୂଆପଡ଼ା: ନବରାତ୍ରୀ ଆରମ୍ଭ ସହ ନୂଆପଡ଼ା ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛି । ବିଭିନ୍ନ ମଣ୍ଡପକୁ ଚାନ୍ଦି ମେଢ଼ ସହ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜା ଯାଇଛି । ରାଜ ପଣ୍ଡିତଙ୍କ ଶ୍ଲୋକ ସହ ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ଖଡିଆଳରେ…

ଆରଏସଏସରେ ଯୋଗ ଦେବେ କେଆରକେ, ଖୁବଶୀଘ୍ର ଯିବେ ନାଗପୁର

ମୁମ୍ବାଇ: ଅଭିନେତା ତଥା ଫିଲ୍ମ କ୍ରିଟିକ (ସମାଲୋଚକ) କମଲ ଆର ଖାନ ତଥା କେଆରକେ ତାଙ୍କର ବିବାଦୀୟ ଟ୍ୱିଟ୍ ଯୋଗୁଁ ନିକଟରେ ଜେଲରୁ ଫେରିଛନ୍ତି। ଜେଲରୁ ବାହାରିବା ପରେ ସେ ଅନେକ ଥର ରାଜନୀତିରେ ଯୋଗ ଦେବା କଥା କହିଛନ୍ତି। କିଛି ଦିନ ପୂର୍ବରୁ, କେଆରକେ ମୋହନ ଭଗବତଙ୍କୁ ଟ୍ୟାଗ କରି ଟ୍ୱିଟ…

୫ ଲକ୍ଷ ଟଙ୍କା ସହ ଧରା ପଡ଼ିଲେ ସାଳନ୍ଦୀ କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ

ଭଦ୍ରକ: ଭିଜିଲାନ୍ସ ଜାଲରେ ସାଳନ୍ଦୀ କେନାଲ ଅଧିକ୍ଷଣ ଯନ୍ତ୍ରୀ । ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ କୁମାର ସେଠୀ ତାଙ୍କ ଭିଣୋଇଙ୍କ ହାତରେ ୫ ଲକ୍ଷ ଟଙ୍କା ଦେବା ବେଳେ ଧରା ପଡ଼ିଛନ୍ତି । ତେବେ ଜବତ ଟଙ୍କା ନେଇ ଭିଜିଲାନ୍ସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାଁନ୍ତି ଶ୍ରୀମନ୍ତ ।…

ରାଜ୍ୟ ସରକାର ଦୁର୍ଯ୍ୟୋଧନ ମାନସିକତାରେ ଥିବାସହ , ଧୃତରାଷ୍ଟ୍ରଙ୍କ ରୋଗରେ ପୀଡ଼ିତ ଅଛନ୍ତି

ଭୁବନେଶ୍ୱର : ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେଇ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ସେ ଉଦବୋଧନ ଦେଇଛନ୍ତି  । ଜେପି ନଡ୍ଡାଙ୍କ ଉଦବୋଧନ ପୂର୍ବରୁ  କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ…

ଭିନ୍ନ ଏକ ପରମ୍ପରା, ମାଣିକେଶ୍ୱରୀ ପୀଠରେ ଦେବୀଙ୍କ ମୁଣ୍ଡବସା ପର୍ବ

ରାୟଗଡ଼ା: ଏକଦା କଳାହାଣ୍ଡି ଗଡ଼ଜାତର ଏକ ଜମିଦାରୀ ଅଞ୍ଚଳ ଥିବା କାଶୀପୁରକୁ ପ୍ରଶାସନିକ ସୁବିଧା ନିମନ୍ତେ ୧୯୬୨ ମସିହାରେ କଳାହାଣ୍ଡି ଜିଲ୍ଳାରୁ ଅଲଗା କରି ତତ୍କାଳୀନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମିଶାଇ ଦିଆଗଲା । ପରବର୍ତ୍ତୀ ସମୟରେ ୧୯୯୨ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ୪ ଭାଗ…

‘ବିଗ୍ ବସ୍-୧୬’ ହୋଷ୍ଟ କରିବା ପାଇଁ ୧୦୦୦ କୋଟି ନେଉଛନ୍ତି କି ସଲମାନ ଖାନ?

ମୁମ୍ବାଇ: ସଲମାନ ଖାନଙ୍କ ଲୋକପ୍ରିୟ ରିଆଲିଟି ଶୋ 'ବିଗ୍ ବସ୍'ର ୧୬ ତମ ସିଜନ୍ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ସଲମାନ ଖାନ ଶୋ' ପାଇଁ କେତେ ଟଙ୍କା ନେଉଛନ୍ତି ସେ ବିଷୟରେ ଜୋରସୋର ଆଲୋଚନା ଚାଲିଛି। କୁହାଯାଉଛି ଯେ ସଲମାନ ଏହି ସିଜିନ ପାଇଁ ୧୦୦୦ କୋଟି ଟଙ୍କା ନେଉଛନ୍ତି। ଏହି ଖବର ଉପରେ…