ବାୟୁସେନାର ‘ସୂର୍ଯ୍ୟକିରଣ’ ସୋ: ୧୧ଟି ହକ୍ ବିମାନ ସାମିଲ ହେବେ
ଭୁବନେଶ୍ବର: ଆଉ କିଛି ସମୟ ପରେ ବାୟୁସେନାର ‘ସୂର୍ଯ୍ୟକିରଣ’ ସୋ ଆରମ୍ଭ ହେବ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଗତକାଲି ରିହର୍ସଲ ମଧ୍ୟ ଠିକଠାକ୍ ହୋଇଥିଲା । ଏୟାର୍ ସୋ ଦେଖିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି । ବାଲିଯାତ୍ରା ପଡ଼ିଆରେ ସକାଳୁ ସକାଳୁ ସମସ୍ତେ ପହଁଚିଲେଣି । ଏହି…