Latest Odisha News

BREAKING NEWS

କରିମଗଞ୍ଜରୁ ୯୨୭ କେଜି ଗଞ୍ଜେଇ ଜବତ, ୩ ଗିରଫ

ଗୌହାଟୀ: ଆସାମ ପୋଲିସକୁ ପୁଣି ମିଳିଛି ବଡ଼ ସଫଳତା। କରିମଗଞ୍ଜ ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ଅଞ୍ଚଳରୁ ପୋଲିସ ୯୨୭ କେଜି ଗଞ୍ଜେଇ ଜବତ କରିଛି। ସୋମବାର ଗଞ୍ଜେଇ ଚାଲାଣ ବେଳେ ଚୁରାଇବାରୀ ଏବଂ ଆସାମ-ତ୍ରିପୁରୀ ସୀମା ଅଞ୍ଚଳରୁ ଗଞ୍ଜେଇ ଜବତ କରିଥିଲା ଚୁରାଇବାରୀ ପୋଲିସ ଟିମ। ପୂର୍ବରୁ…

ଇଲେକ୍ଟ୍ରିକ୍ ସୋରୁମରେ ଅଗ୍ନିକାଣ୍ଡ 8 ଜଣଙ୍କର ମୃତ୍ୟୁ

ସିକିନ୍ଦ୍ରାବାଦ: ସିକିନ୍ଦ୍ରାବାଦରେ ଗତକାଲି ରାତିରେ ଏକ  ଇଲେକ୍ଟ୍ରିକ୍ ବାଇକ୍ ଶୋ’ରୁମରେ ନିଆଁ ଲାଗି 8 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରଥମେ ଇଲେକ୍ଟ୍ରିକ୍ ବାଇକ୍ ଶୋ’ରୁମରେ ନିଆଁ ଲାଗିବା ସହ ପରେ ସୋରୁମ କୁ ଲାଗିକି ଥିବା ଏକ ହୋଟେଲକୁ ବ୍ୟାପିଯାଇଥିଲା ନିଆଁ । ନିଆଁ ଲାଗିବା…

ସନେଟ : ଗୁରୁ ହେ ଈଶ୍ବର ମୋର

ଅନୀତା ପାଣି  ସମୟ ସ୍ରୋତରେ ଜୀବନ ବହୁଛି ଗଲାଣି ଅନେକ ଦିନ, ଆଜି ବି ଜୀବନ୍ତ ଗୁରୁ ତୁମ ଛବି ଖୋଜେ ସେହି ପିଲା ମନ। ଚରଣେ ତୁମର କୋଟି ପ୍ରଣିପାତ ଗୁରୁ ହେ ଈଶ୍ବର ମୋର, ତୁମେତ ଖୋଲିଛ ତୃତୀୟ ନୟନ ଅଜ୍ଞାନୁ କରିଛ ଦୂର । ମାତା ପିତା ମୋତେ ସଂସାରେ ଆଣିଲେ ଗେହ୍ଲାରେ କଲେ ପାଳନ,…

ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ

ରାୟପୁର: ପୁଣି ଦୁର୍ଷ୍କମର ଶିକାର ହେଲେ ଜଣେ ନାବାଳିକା। ୧୫ ବର୍ଷିୟ ନାବାଳିକାଙ୍କୁ ତିନି ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ। ଏଭଳି ଜଘନ୍ୟ କାଣ୍ଡ ଘଟିଛି ଛତିଶଗଡ଼ର ରାଜନନ୍ଦଗାଁରେ। ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ ( ୩ )

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥାର ବାହାଘର ହୋଇଯାଏ ରାଉରକେଲାର ଜଣେ ଜଣାଶୁଣା ଯୁବ ଓକିଲ ସମ୍ଭବଙ୍କ ସହିତ । ଜଣେ ମଣିଷ ହିସାବରେ ଖୁବ୍ ଭଲ ଥିଲେ ସମ୍ଭବ । ଆସ୍ଥାର ଛୋଟଛୋଟ ଖୁସିକୁ ନେଇ ଯତ୍ନଶୀଳ ଥିଲେ । ଆସ୍ଥାର ବ୍ୟବହାର, ଚାଲିଚଳଣୀ ,ସଂସାର ଓ ସମ୍ଭବମନସ୍କ…

ସ୍ୱଳ୍ପ ଗଳ୍ପ : ମାଇକ୍ , ଏକ ମସ୍ତକହୀନର ବୃତ୍ତାନ୍ତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୪ ନିହାତି ପରିତାପର କଥା ,ଜଣେ ଯେତେବେଳେ ଆଉ କିଛି ନପାଇ ଇତିହାସରୁ ଗୋଟିଏ କୁକୁଡା ବାହାର କରି ଆଣିବ ଆଉ କହିବ,ବନ୍ଧୁଗଣ ଦେଖନ୍ତୁ,ଏଇ କୁକୁଡାକୁ ଦେଖନ୍ତୁ ଆଉ ତାହାପରେ ସେ  ସେହି କୁକୁଡା ବିଷୟରେ ସାତକାହାଣ କରି…

ଭାଷା ଭାଗବତ : ସରଳ ବନାନ ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିଶ୍ଳେଷିତ ରୂପ ଶଙ୍‌କର ସଂଶ୍ଳେଷିତ ରୂପ ଶଙ୍କର ସାଂକେତିକ ରୂପ ଶଂକର ପ୍ରତି ରୂପରେ ଅନୁସ୍ବାର କେଉଁ ରୂପର ବ୍ୟବହାର କରିବା, ନିଜେ କରୁଁ ସ୍ଥିର ହଳଂତ ଆଉ ଅନୁସ୍ବାର କରଂତି ଲେଖାକୁ ସୁଂଦର ମୁଗ୍‌ଧ ଓ ମୁଗ୍ଧ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ରେ ବିଭିନ୍ନ ଯାନିଯାତ୍ରl ସମୟରେ ବିଭିନ୍ନ ଚଳନ୍ତି ପ୍ରତିମାଙ୍କ ପ୍ରଚଳନ ଦେଖାଯାଏ। ସେଥିମଧ୍ୟରୁ ଦକ୍ଷିଣ ଘରେ ବିରାଜିତ ପ୍ରତିମାମାନଙ୍କ…

ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଯାତ୍ରୀ ସୁରକ୍ଷିତ

ଜୟପୁର: ଜୟପୁର ଷ୍ଟେସନ ପାସ କରିବା ପରେ ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ଛତ୍ରିପୁଟଠାରେ ଲାଇନଚ୍ୟୁତ ହୋଇଛି ।  ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।ଯାତ୍ରୀଙ୍କୁ ନିଜ ବ୍ୟବସ୍ଥାରେ…

ଚୋର ଗ୍ୟାଙ୍ଗ୍‌ ପାଖରୁ ମିଳିଲା ୨୮୦ ଗ୍ରାମ୍‌ ସୁନା, ୯୪ ହଜାର ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁର ସହରର ସୋମାନାଥନଗର ତୃତୀୟ ଲାଇନ ସ୍ଥିତ ସୁଲୋଚନା ପାତ୍ରଙ୍କ ଘରୁ ଗତ ୧ ତାରିଖ ରାତିରେ ନଗଦ ୧୧ ଲକ୍ଷ ଟଙ୍କା ଏବଂ ପ୍ରାୟ ୬୦୦ ଗ୍ରାମ ସୁନା ଅଳଙ୍କାର ଚୋରି ହୋଇଥିଲା । ଏହି ଘଟଣାରେ ବ୍ରହ୍ମପୁର ଟାଉନ୍‌ ଥାନା ପୋଲିସ ୮ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ…