ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ଲାଇନ୍ଚ୍ୟୁତ, ଯାତ୍ରୀ ସୁରକ୍ଷିତ
ଜୟପୁର: ଜୟପୁର ଷ୍ଟେସନ ପାସ କରିବା ପରେ ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ଛତ୍ରିପୁଟଠାରେ ଲାଇନଚ୍ୟୁତ ହୋଇଛି । ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।ଯାତ୍ରୀଙ୍କୁ ନିଜ ବ୍ୟବସ୍ଥାରେ…