ପୁଣି ରାଜ୍ୟକୁ ଫେରିବେ କି ସିବିଆଇ, ଇଡି ?
ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜ୍ୟକୁ ପୁଣି ଫେରୁଛି କି ସିବିଆଇ? ଏଥର ଅଧିକ ପରାକ୍ରମୀ ହୋଇ ଫେରିବ କି ଇଡି ? ଏଭଳି ପ୍ରଶ୍ନକୁ ନେଇ ଏବେ ରାଜ୍ୟସାରା ଚର୍ଚା । କାରଣ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସଫା ସଫା କହିଛନ୍ତି ଯେ ଖୁବଶୀଘ୍ର ରାଜ୍ୟରେ ସିବିଆଇ, ଇଡି ଚଢ଼ାଉ କରିବ ଆଉ ୨୦୨୩…