ବିନା ବିବାହ ଉତ୍ସବରେ ପଞ୍ଜିକରଣ ଅବୈଧ: ମାଡ୍ରାସ ହାଇକୋର୍ଟ
ଚେନ୍ନାଇ: ବିବାହ ପ୍ରମାଣପତ୍ର ସମ୍ପର୍କରେ ମାଡ୍ରାସ ହାଇକୋର୍ଟ ଏକ ସ୍ୱତନ୍ତ୍ର ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ବିନା ବିବାହ ସମାରୋହରେ ବିବାହ ପଞ୍ଜୀକରଣ ବୈଧ ହେବନି। ଏବଂ ବିବାହ ପ୍ରମାଣପତ୍ର ନକଲି ବୋଲି ଧରାଯିବ। ହାଇକୋର୍ଟ କହିଛନ୍ତି ଯେ ବିବାହ ପଞ୍ଜିକରଣ କରିବା ପୂର୍ବରୁ…