କୁଳାଙ୍ଗାର ଉବାଚ : ଔଷଧ ନକଲି କବିତା ଅସଲି
କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା
କମ୍ପାନୀ ନକଲି, ଡାକ୍ତର ନକଲି,
ଡାକ୍ତରଖାନା ନକଲି, ଔଷଧ ନକଲି,
ଚିକିତ୍ସା ନକଲିମୟ;
ହୃଦୟ ନକଲି, ନୋଅଟ ନକଲି,
ନକଲିର ମହୋତ୍ସବ ଦେଖି ରୋଗ
କରି ଯାଉଥିବ ଭୟ!!
ଯେଉଁ ଦୋକାନିଟି ଅଶି ଶତକଡା
ରିବେଟ ଔଷଧେ ଦେଉଚି;
କ୍ଷତିଗୁଡା କଣ ବାପ…