Latest Odisha News

BREAKING NEWS

କୋର୍ଟଙ୍କ ସମୟ ନଷ୍ଟ ପାଇଁ ଜରିମାନା ଦେବେ ବର୍ଷା ଓ ଅନୁଭବ

କଟକ: କୋର୍ଟଙ୍କ ସମୟ ନଷ୍ଟ କଲେ ସେଲିବ୍ରିଟି ଦମ୍ପତି, ଏବେ ଗଣିବେ ଜରିମାନା । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ କୋର୍ଟଙ୍କ ସମୟ ଅଯଥାରେ ନଷ୍ଟ ହୋଇଛି । ଯାହାକୁ ନେଇ ପରିବାର ଅଦାଲତ, ବର୍ଷା ଓ ଅନୁଭବଙ୍କୁ ୫…

ଯୁବବର୍ଗ କାହିଁକି ହୃଦଘାତରେ ପୀଡିତ ! ଜାଣନ୍ତୁ ହୃଦଘାତ-କୋଭିଡ ଟିକା ମଧ୍ୟରେ ଥିବା କନେକ୍ସନ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋଭିଡ୍ ସଂକ୍ରମଣ ବ୍ୟାପିବା ପରଠାରୁ ବହୁ ଲୋକେ ପ୍ରାଣ ହରାଇଛନ୍ତି। ଦିନକୁ ଦିନ ହୃତଘାତ ଭଳି ରୋଗ ମଧ୍ୟ ବୃଦ୍ଧି ପାଇଛି । 40 ବର୍ଷରୁ କମ୍ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ହାର୍ଟଆଟାକ ହେଉଥିବାର ପରିଲକ୍ଷିତ ହେଉଛି। ହୃତଘାତ ପଛରେ ଅନେକ କାରଣ ରହିଛି । ତେବେ ଯୁବବର୍ଗ…

ତାଳପତ୍ରରେ ନିଖୁଣ ଖୋଦେଇ ପାଇଁ ଜାତୀୟ ପୁରସ୍କାର ପାଇବେ ପୁରୀର ୨ ମହିଳା

ପୁରୀ: ତାଳ ପତ୍ରରେ ନିଖୁଣ ଖୋଦେଇ ପାଇଁ ପୁରସ୍କାର । ପୁରୀରୁ ୨ ଜଣ ଓ ଯାଜପୁରରୁ ଜଣଙ୍କୁ ତାଳପତ୍ରରେ ନିଖୁଣ ଖୋଦେଇ ପାଇଁ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ତାଳପତ୍ର ପୋଥି ଚିତ୍ର କାରିଗରୀ ଉପସ୍ଥାପନ କରି ପୁରସ୍କୃତ ହେବାକୁ ଯାଉଛନ୍ତି ପିପିଲି ବଜାର ଭବାନୀପୁରର ଜଣାଶୁଣା…

ସେପ୍ଟମ୍ବର ୧୬ରେ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା ସେପ୍ଟମ୍ବର ୧୬ରେ ହେବ । ଆଘାତ ସମସ୍ୟା ଯୋଗୁ ଦଳରୁ ବାହାରେ ଥିବା ଯଶପ୍ରୀତ ବୁମରାହ ଓ ହର୍ଷଲ ପଟେଲଙ୍କୁ ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ଡକା ଯାଇଛି । ସେଠାରେ ସେମାନେ ଫିଟନେସ ଟେଷ୍ଟରେ ପାସ…

ଚପଲ ପିନ୍ଧୁଥିଲେ ହୋଇଯାଆନ୍ତୁ ସତର୍କ ! ଅସାବଧାନତା ଯୋଗୁଁ ହୋଇପାରେ ବିପଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରାଚୀନ କାଳରେ ରାଜା-ମହାରାଜା ଏବଂ ଋଷି-ମୁନୀମାନେ କଠଉକୁ ବ୍ୟବହାର କରୁଥିଲେ। କିନ୍ତୁ ଅତ୍ୟାଧୁନିକ ଯୁଗରେ କଠଉ ପିନ୍ଧିବା ଦୂରେ ଥାଉ ଆସ୍ତେ ଆସ୍ତେ କଠଉର ଉପକାରୀତା ସମ୍ପର୍କରେ ଭୁଲିଗଲେଣି। ଆଜିକାଲି ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପୋଷାକର ରଙ୍ଗ…

ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ସଭା ଆୟୋଜିତ

ଭୁବନେଶ୍ୱର : ବିଶିଷ୍ଟ ଭାଷା ଯୋଦ୍ଧା, ଓଡ଼ିଆ ସାହିତ୍ୟ, ସଂସ୍କୃତିପ୍ରେମୀ, ସମାଜସେବୀ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଅଭିମନ୍ୟୁ…

ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ

ସୋନପୁର: ସୋନପୁର ସହରରେ ପ୍ରଶାସନ ପକ୍ଷରୁ ଜବରଦଖଳ ଉଚ୍ଛେଦ ଆରମ୍ଭ ହୋଇଛି । ନଳିନୀ ଛକ ଦେଇ ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସକାଶେ ଜବରଦଖଳ ଉଚ୍ଛେଦ କରୁଛି ପ୍ରଶାସନ । ଆଜି ପ୍ରଥମ ଦିନରେ ଜେସିବି ମେସିନ ସହାୟତାରେ ନଳିନୀ ଛକ ପାଖରେ ଥିବା…

ତିନି ଥର ଭାରତ ଗସ୍ତରେ ଆସିଥିଲେ ରାଣୀ ଏଲିଜାବେଥ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ମୃ୍ତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ସେ ବ୍ରିଟେନର ରାଣୀ ଭାବରେ ୭୦ ବର୍ଷ ଶାସନ କରିଥିଲେ। ଏଲିଜାବେଥ ତାଙ୍କ ଜୀବନ କାଳରେ ଅନେକ ଥର ଭାରତ ଗସ୍ତ କରିଥିଲେ। ଏହି ସମୟରେ ସେ ଭାରତର…

କୋଇଲା ଚୋରି ବେଳେ OISFର ଚଢ଼ାଉ, ୩ଟି ଟ୍ରକ୍ ଓ ଜେସିବି ଜବତ

ଅନୁଗୁଳ: ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ । କୋଇଲା ଖଣି ସୁରକ୍ଷା ଦାୟିତ୍ୱରେ ଥିବା OISF ଯବାନ ବିଳମ୍ବିତ ରାତିରେ ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ କରି କୋଇଲା ଚୋରି ରୋକିଛନ୍ତି । ଲୋଡିଂ ବେଳେ ୩ଟି ଟ୍ରକ୍ ଓ ଜେସିବିକୁ OISF ଜବତ କରିଥିବା ବେଳେ ଗାଡ଼ି ଡ୍ରାଇଭର ଓ ଚୋର ଫେରାର୍…

ମହାରାଣୀଙ୍କ ମୃତ୍ୟୁ ପରେ ଏହିସବୁ ବଦଳିବ ବ୍ରିଟେନରେ

ନୂଆଦିଲ୍ଲୀ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ (୯୬)ଙ୍କର ଗୁରୁବାର ଦେହାନ୍ତ ହୋଇଛି। ସେ ବ୍ରିଟେନ ଇତିହାସରେ ସର୍ବ ପୁରାତନ ଏବଂ ଦୀର୍ଘତମ ରାଣୀ ଥିଲେ। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବର୍ତ୍ତମାନ ପୂର୍ବତନ ପ୍ରିନ୍ସ ଚାର୍ଲ୍ସ(୭୩) ବ୍ରିଟେନର ନୂଆ ରାଜା ହେବେ। ଏହା ସହିତ…