ସୋନାଲିଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଷଡ଼ଯନ୍ତ୍ର କରିଥିଲା ପିଏ ସୁଧୀର !
ହିସାର : ସୋନାଲି ଫୋଗାଟଙ୍କୁ ହତ୍ୟା କରିଥିଲା ତାଙ୍କ ପିଏ ସୁଧୀର ସାଙ୍ଗଓ୍ବାନ । ପୂର୍ବରୁ ହତ୍ୟା କରିବା ପାଇଁ ହୋଇଥିଲା ଯୋଜନା । ହତ୍ୟା କରିବା ପରେ ହୃଦଘାତରେ ମୃତ୍ୟୁ ହୋଇଥିବା ଘୋଷଣା କରିବା ପାଇଁ ଥିଲା ପ୍ଲା୍ନ । ତେବେ ସବୁ ପ୍ଲାନର ଖୁଲାସା କରିଛି ଗୋଆ ପୋଲିସ । ଅଗଷ୍ଟ 23ରେ…