ହର ଘର ତ୍ରିରଙ୍ଗା ୱେବସାଇଟରେ ଅପଲୋଡ ହୋଇଛି ୬ କୋଟି ସେଲ୍ଫି
ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂରଣକୁ ଭାରତୀୟବାସୀ ଆନ୍ତରିକତାର ସହ ପାଳନ କରିଛନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର ଘର ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିଥିଲେ । ସମସ୍ତେ ଏଥିରେ ସାମିଲ ହୋଇଥିଲେ । ରିପୋର୍ଟ ମୁତାବକ ବର୍ତମାନ ସୁଦ୍ଧା ୬ କୋଟି…