ଫିଲ୍ମରେ ସୁଯୋଗ ଦେବା ନାଁରେ ଯୌନ ନିର୍ଯାତନା ଅଭିଯୋଗ
ଭୁବନେଶ୍ୱର: କାଷ୍ଟିଂ କାଉଚ ବିବାଦରେ ଓଲିଉଡ ପ୍ରଯୋଜକ ଅକ୍ଷୟ ପରିଜା। ଫିଲ୍ମରେ ସୁଯୋଗ ଦେବେ କହି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅକ୍ଷୟ ପରିଜା ଏହି ମାମଲାରେ ଛନ୍ଦି ହେବା ପରେ ଥାନାରେ ପାଲଟା ଏତଲା ଦେଇଛନ୍ତି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା…