ଆଘାତ ସୃଷ୍ଟି କରୁଛି ବ୍ୟାଘାତ
ନୂଆଦିଲ୍ଲୀ: ଆଘାତ ସମସ୍ୟା ସର୍ବଦା ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି । ଆଇସିସିର ବଡ ଟୁର୍ଣ୍ଣାମେଂଟ ପୂର୍ବରୁ ବାରମ୍ବାର ଏହି ସମସ୍ୟା ଦେଖିବାକୁ ମିଳୁଛି । ନାଁ ବିସିସିଆଇ ନାଁ ଖେଳାଳି କେହି ସୁଧୁରୁ ନାହାନ୍ତି । ଶେଷ ମୂହର୍ତରେ ହଠାତ ଜଣେ ଖେଳାଳି ଆଘାତ ସମସ୍ୟା ଯୋଗୁ ଓହରିଯିବା…