Latest Odisha News

BREAKING NEWS

ସ୍ୱାଧୀନତା ଦିବସ ଉପଲକ୍ଷେ ୧୦୮୨ ପୁଲିସ କର୍ମୀଙ୍କୁ ପୁଲିସ ପଦକ

ନୂଆଦିଲ୍ଲୀ:  ସ୍ୱାଧୀନତା ଦିବସ, ୨୦୨୨ ଉପଲକ୍ଷେ ଦେଶର ମୋଟ୍‌ ୧୦୮୨ ଜଣ ପୁଲିସ କର୍ମୀଙ୍କୁ ପଦକ ପ୍ରଦାନ ପାଇଁ ଘୋଷଣା  କରାଯାଇଛି । ୩୪୭ ଜଣ ପୁଲିସ କର୍ମୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ…

ଦେବେନ୍ଦ୍ର ପ୍ରତାପ ସିଂହଙ୍କୁ କିର୍ତ୍ତୀ ଚକ୍ର , ଆକ୍ସେଲକୁ ମରଣୋତ୍ତର ବୀରତା ପୁରସ୍କାର

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ  କେନ୍ଦ୍ର ସରକାର ବୀରତା ପୁରସ୍କାର ଘୋଷଣା କରିଛନ୍ତି ।  ନାୟକ ଦେବେନ୍ଦ୍ର ପ୍ରତାପ ସିଂଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବୀରତା ପୁରସ୍କାର କିର୍ତ୍ତୀ ଚକ୍ର ପ୍ରଦାନ କରାଯାଇଛି। ନାଏକ ଦେବେନ୍ଦ୍ର ପ୍ରତାପ ସିଂ ଚଳିତ ବର୍ଷ ଜାନୁୟାରୀ 29 ରେ…

ମହଙ୍ଗା ମାଡ଼ ଓ ବେରୋଜଗାର ବିରୋଧୀ ଅଭିଯାନ ପାଇଁ କଂଗ୍ରେସର ପ୍ରସ୍ତୁତି

ଭୁବନେଶ୍ୱର: ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଅହେତୁକ ବୃଦ୍ଧି ଘଟିଛି । ଉତ୍କଟ ବେକାରୀ ସମସ୍ୟା ଓ ଅର୍ଥନୀତିକୁ ଭୁଲ ବାଟରେ ପରିଚାଳନା କରିବା ଯୋଗୁଁ ଆଜି ସାରା ଭାରତ ବର୍ଷରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କହିଛି । ଏହି କିଛି ଦିନ ତଳେ କେନ୍ଦ୍ର…

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

ନୂଆଦିଲ୍ଲୀ: ଛ’ସ୍ତରୀ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ମୋର ପ୍ରିୟ ଦେଶବାସୀ, ନମସ୍କାର ! ଛ’ସ୍ତରୀ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶରେ…

ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତି ମହିଳା ଗୋଷ୍ଠୀ

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପାଳନର ଅବ୍ୟବହିତ ପୂର୍ବରୁ ଶନିବାର ରାଜ୍ୟର ବିଭିନ୍ନ ଅଂଚଳର ମିଶନ ଶକ୍ତି ସଦସ୍ୟା ମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଛନ୍ତି । ପ୍ରତି ବଦଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ…

୩୮ ବର୍ଷ ପରେ ସିୟାଚିନ ଗ୍ଲେସିୟରରୁ ମିଳିଲା ଭାରତୀୟ ଯବାନଙ୍କ ଶରୀରର ଅବଶେଷ

ନୂଆଦିଲ୍ଲୀ: ଭାରତ ଏବେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ୩୮ ବର୍ଷ ପରେ ସିୟାଚିନ ଗ୍ଲେସିୟରରୁ ଜଣେ ଯବାନଙ୍କ ଶରୀରର ଅବଶେଷ ମିଳିଛି । ଏହି ଯବାନଙ୍କ ଚିହ୍ନଟ ହୋଇଛି ଏବଂ ତାଙ୍କ ନାମ ଲାନ୍ସ ନାୟକ ଚନ୍ଦ୍ରଶେଖର । ୨୫ ମେ ୧୯୮୪ରେ ବରଫ ଝଡରେ ଜଣେ ଅଫିସରଙ୍କ ସମେତ ୭ ଯବାନ ନିଖୋଜ…

ସ୍ୱାଧିନତା ସଂଗ୍ରାମୀଙ୍କ ଏନ୍ତୁଡ଼ିଶାଳ ଗୋପାଳବାଡ଼ି ଏବେ ଅଲୋଡ଼ା

କୋରାପୁଟ: ପରିଚୟ ହଜାଇବାକୁ ବସିଲାଣି ସ୍ୱାଧିନତା ସଂଗ୍ରାମୀଙ୍କ ଏନ୍ତୁଡ଼ିଶାଳ ଗୋପାଳବାଡ଼ି । ଦିନ ଥିଲା ଦେଶ ସ୍ୱାଧୀନରେ ଅବିଭକ୍ତ କୋରାପୁଟ ଜିଲ୍ଲା ପ୍ରମୁଖ ଭୁମିକା ଗ୍ରହଣ କରିଥିଲା । ଏବେ ଏହି ଐତିହାସିକ ସ୍ଥଳି ଏବେ ସମସ୍ତଙ୍କ ପାଇଁ ଅଲୋଡ଼ା ।  ସ୍ବାଧୀନତା ସଂଗ୍ରାମ ପାଇଁ  ଯେଉଁମାନେ…

ଭୁବନେଶ୍ୱରରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପ୍ରଦର୍ଶନୀ

ଭୁବନେଶ୍ବର: "ବିଭାଜନ ବିଭୀଷିକା ସ୍ମୃତି ଦିବସ" ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ମାନଙ୍କର ତ୍ୟାଗ ତପସ୍ୟା ବଳରେ ଆମକୁ…

ସଲମାନ ରଶିଦଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ନ୍ୟୁୟର୍କ: ପ୍ରଖ୍ୟାତ ଲେଖକ ସଲମାନ ରଶିଦଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି । ତାଙ୍କଠାରୁ ଭେଂଟିଲେଟର ବାହାର କରି ଦିଆଯାଇଥିବା ବେଳେ ସେ କଥା ହେବା ଆରମ୍ଭ କରିଛନ୍ତି । ଦିନେ ତଳେ ସଲମାନଙ୍କ ଏକ କାର୍ଯ୍ୟକ୍ରମ ଅବସରରେ ୨୪ ବର୍ଷୀୟ ହାଦି ମତାର ତାଙ୍କୁ ଛୁରୀରେ…

ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଗଲେ ହ୍ରିତିକ

ମୁମ୍ବାଇ: ଅମୀର ଖାଁଙ୍କ ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଲେ ହ୍ରିତିକ ରୋଶନ । ହ୍ରିତିକଙ୍କ ଆଗାମୀ ଫିଲ୍ମ ବିକ୍ରମବେଧାକୁ ସୋସିଆଲ ମିଡିଆରେ ବୟକଟ କରାଯିବା ଆରମ୍ଭ ହୋଇଛି । ଏପରିକି ବୟକଟବିକ୍ରମବେଧା ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଅମୀରଙ୍କ ଫିଲ୍ମ ଦର୍ଶକ ନାପସନ୍ଦ କରିବା ପରେ ଏହା…