Latest Odisha News

BREAKING NEWS

କବିତା : ରାକ୍ଷୀ

ପ୍ରଶାନ୍ତ କୁମାର ନାଥ ସ୍ନେହ ମମତାର ଅତୁଟ ସମ୍ପର୍କ ଏହି ଯେ ରାକ୍ଷୀ ବନ୍ଧନ ଭାଇ ଭଉଣୀକୁ କରିଥାଏ ରକ୍ଷା ବାନ୍ଧି ସେ ସାରା ଜୀବନ। ଭଉଣୀ ଜୀବନେ ରକ୍ଷାର କବଚ ସାଜିଥାଏ ଭାଇ ନିତି ସାମାନ୍ୟ ଏ ସୂତା ନୁହେଁ ଭଉଣୀର ସ୍ନେହ ଶ୍ରଦ୍ଧା ଭକ୍ତି ପ୍ରିତି ପ୍ରୀତି ସାମାନ୍ୟ ଏ ରାକ୍ଷୀ…

ଭାଷା ଭାଗବତ: ଭାଷାର ଲକ୍ଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୪ ଭାଷାର ନାହିଁ ଜନ୍ମଦିନ ତାହା ମନର ଉଦ୍‌ଭାବନ ଧ୍ବନି ଓ ରୂପ ଭିନ୍ନ ଭିନ୍ନ ହେବା ତହିଁର ମୁଖ୍ୟ ଗୁଣ ସଂପର୍କ ରହିଲେ ପ୍ରଭାବ ଗ୍ରହଣ କରିବା ସ୍ବଭାବ ଯେଣୁ ଭାଷାର ଅଂତର୍ଗତ ପ୍ରତ୍ୟେକ ଭାଷା ସମନ୍ବିତ ବହୁ ଉତ୍ସରୁ ଶବ୍ଦ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାବନ ଶ୍ରୀକ୍ଷେତ୍ରରେ ପତିତପାବନୀ ଶ୍ୱେତଗଙ୍ଗା ପୁଷ୍କରିଣୀ ସହିତ, ଭାରତର ପ୍ରାଣବିନ୍ଦୁ ସ୍ୱରୂପ ପାବନୀ ଗଙ୍ଗା ନଦୀର ସଂଯୋଗ ଥିବାର ଅନେକ ପୌରାଣିକ…

ନବୀନ ପଟ୍ଟନାୟକ ବିଜେପିର ସହଯୋଗୀ: ଟିଏମସି ସାଂସଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ ପଟ୍ଟ ପରିବର୍ତ୍ତନ କରିବା ପରେ ସେ ଆଗାମୀ ଦିନରେ ପ୍ରଧାନମମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ସେ ମୋଦୀଙ୍କ ସମସ୍କନ୍ଧ ନେତା ହୋଇଥିବାରୁ ଆଗାମୀ ଦିନରେ ସେ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି…

୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବଢ଼ିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ନୂଆଦିଲ୍ଲୀ: ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏ ସଂକ୍ରାନ୍ତରେ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ)ର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି…

ଡିସେମ୍ବର ସୁଦ୍ଧା ପଶ୍ଚିମବଙ୍ଗରେ ଭାଙ୍ଗିବ ସରକାର: ଶୁଭେନ୍ଦୁ ଅଧିକାରୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ତଥା ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ମମତା ସରକାର ଭାଙ୍ଗିଯିବ ବୋଲି ବଡ଼ ବୟାନ ଦେଇଛନ୍ତି। ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ମମତା ସରକାର ଭାଙ୍ଗିଯିବ। କେବଳ ଏତିକି ନୁହେଁ, ୨୦୨୪ରେ…

ଗାଡି ଚଢ଼ାଇଥିବାରୁ ଅନୁତାପ କରୁନି: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଖୋର୍ଦ୍ଧା ବାଣପୁରରେ କାର ଚଢ଼ାଇବା ଘଟଣାରେ ଜାମିନରୁ ମୁକୁଳିବା ପରେ ଭିକ୍ଟିମ୍ କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ନିଜର ନୀରିହତା ଦେଖାଇବାକୁ ଯାଇ ମାର୍ଚ୍ଚ ୧୨, ୨୦୨୨ ଘଟଣା ବାବଦରେ ମିଡିଆକୁ କହିଛନ୍ତି। ସେଦିନ ବିଜେପି ତାଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲା। ତାଙ୍କୁ…

ଜେଡିୟୁ ସହ ବିଜେପିର ମେଣ୍ଟ ଭାଙ୍ଗିବା ପରେ କ’ଣ କରିବେ ରାଜ୍ୟସଭା ଉପାଧ୍ୟକ୍ଷ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜେଡିୟୁ-ବିଜେପି ମେଣ୍ଟ ଭାଙ୍ଗିବା ପରେ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ନା କଣ କରିବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି । ବିହାରରେ ବିଜେପି ଏବଂ ଜେଡିୟୁ ପରସ୍ପରକୁ ମୁହଁ ମୋଡିବା ପରେ ଆରଜେଡି ସମେତ ୭ଟି ଦଳ ସହିତ ମିଶି ଜେଡିୟୁ ଏକ…

ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି: ଯାଂଚ ନସରିବା ପର୍ଯ୍ୟନ୍ତ ଗିରଫ ଉପରେ ରୋକ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନୂପୁର ଶର୍ମାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ଯାଂଚ ନସରିବା ପର୍ଯ୍ୟନ୍ତ ନୂପୁରଙ୍କ ଗିରଫ ଉପରେ ରୋକ ଲଗାଇଛନ୍ତି । ମହମ୍ମଦଙ୍କ ଉପରେ ଟିପ୍ପଣୀ ଦେଇଥିବାରୁ ତାଙ୍କ ନାମରେ ଭିନ୍ନ ଭିନ୍ନ ରାଜ୍ୟରେ ୯ଟି  ମାମଲା ଦାୟର ହୋଇଥିଲା । ସୁପ୍ରିମକୋର୍ଟ ସବୁ ମାମଲା…

ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମ: ୫୦୮ ବାଳିକାଙ୍କୁ ଛାତ୍ରବୃତ୍ତି ପ୍ରଦାନ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ସିଏସଆର ସଂସ୍ଥା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ୫୦୮ ଜଣ ବାଳିକାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । 'ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମର' ଅଧୀନରେ ଓଡ଼ିଶା ଓ ଛତିଶଗଡର ଆର୍ଥିକ ଦୁର୍ବଳ ବର୍ଗର ୫୦୮ ଜଣ ଯୋଗ୍ୟ…