Latest Odisha News

BREAKING NEWS

ଉଦୟ ଉମେଶ ଲଳିତ ହେବେ ସୁପ୍ରିମକୋର୍ଟର ପରବର୍ତୀ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ବିଚାରପତି ଉଦୟ ଉମେଶ ଲଳିତ ହେବେ ଦେଶର ୪୯ତମ ମୁଖ୍ୟ ବିଚାରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିନେଇ ବିଧିବଦ୍ଧ ଭାବେ ମୋହର ମାରିଛନ୍ତି । ଅଗଷ୍ଟ ୨୬ରେ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବ ଏବଂ ଏହା ପରେ ୨୭ରୁ ସେ ଦାୟିତ୍ୱ ଗ୍ରହଣ କରିବେ । ଜଷ୍ଟିସ ଲଳିତ ୭୪…

ବିଦ୍ୟୁତ ସଂଯୋଗ କଟିଯିବ କହି ଯନ୍ତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଲେ ସାଇବର୍‌ ଲୁଟେରା

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଗତ କିଛି ଦିନ ହେଲା ଗୋଟିଏ ପରେ ଗୋଟିଏ ସାଇବର୍‌ ଠକେଇ ଜନିତ ଘଟଣା ସାମ୍ନାକୁ ଆସୁଛି । କେହି ଏଥିରୁ ବର୍ତ୍ତି ପାରୁନାହାନ୍ତି । ଏପରିକି ଜଣେ ଯନ୍ତ୍ରୀ ମଧ୍ୟ ଏହି ସାଇବର୍‌ ଲୁଟେରାଙ୍କ ଠକେଇର ଶିକାର ହୋଇଛନ୍ତି । ଘରର ବିଦ୍ୟୁତ୍‌ ସଂଯୋଗ କଟିଯିବ କହି…

ଓଡ଼ିଶା ବିଜେପି ପ୍ରଭାରୀ ହେଲେ ସୁନୀଲ ବଂସଲ

ଭୁବନେଶ୍ବର: ବଦଳିଛନ୍ତି ଓଡ଼ିଶା ପାଇଁ ରାଜ୍ୟ ବିଜେପି ପ୍ରଭାରୀ । ନୂଆ ଦାୟିତ୍ବ ତୁଲାଇବେ ସୁନୀଲ ବଂଶଲ ।  ସୁନୀଲ ବଂଶଲ ହୋଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ । ତେଲେଙ୍ଗାନା, ପଶ୍ଚିମବଙ୍ଗ ସହ ଓଡିଶା ଦାୟିତ୍ୱ ମଧ୍ୟ ସମ୍ଭାଳିବେ ସୁନୀଲ ବଂଶଲ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତର…

ଉପ ରାଷ୍ଟ୍ରପତି ହେବାକୁ ଚାହୁଁଥିଲେ ନୀତିଶ !

ପାଟନା: ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତିଶ କୁମାର । ଏନଡିଏ ଗଠବନ୍ଧନ ଭାଙ୍ଗିଯିବା ପରେ ଏବେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି । ନୀତିଶ ଉପ ରାଷ୍ଟ୍ରପତି ହେବାକୁ ଚାହୁଁଥିଲେ ବୋଲି ବିଜେପି ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି । ବିଜେପି ମନା…

ଦାଉ ସାଧୁଛି ଲଗାଣ ବର୍ଷା; ହାତୀ ପଲ ଭାଙ୍ଗିଲେ ଘର

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ଼ ପଞ୍ଚାୟତ ବାସୀଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ । ଲଗାଣ ବର୍ଷା ସାଙ୍ଗକୁ ହାତୀ ମାନଙ୍କର ତାଣ୍ଡବ। କଚ୍ଚା ଘରେ ରହୁଥିବା ଲୋକଙ୍କ ଉପରେ ତ ଦାଉ ସାଧିଛି ଏଇ ଋତୁ । ଅବିରତ ବର୍ଷାରେ ଜଙ୍ଗଲ ଭିତରୁ ହାତୀ ପଲ ଗାଁ ମୁହାଁ ହେଉଛନ୍ତି । ଲଗାଣ…

ଲଗାଣ ବର୍ଷାରେ ଶତାୟୁ ବରଗଛ ଭାଙ୍ଗି ୧୨ ଘଣ୍ଟା ରାସ୍ତା ବନ୍ଦ; ଅଟକିଲା ଆମ୍ବୁଲାନ୍ସ

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ମୁନିଗୁଡ଼ା-ବାଲିଗୁଡ଼ା ରାସ୍ତା ଅବରୋଧ ଯୋଗୁଁ ଆମ୍ବୁଲାନ୍ସ ଅଟକିବାକୁ ପଡ଼ିଥିଲା। ହୁକୁମାତୋଳା ଛକରୁ ଶହେ ମିଟର ଆଗକୁ ଏକ ବିଶାଳ ବରଗଛ ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଥିଲା । ଆକାର ବିଶାଳ ଯୋଗୁଁ ସଂପୂର୍ଣ୍ଣ ରାସ୍ତା ଅବରୋଧ…

ବୁଡଗାମ ଏନକାଂଉଟର: ରାହୁଲଙ୍କ ହତ୍ୟାକାରୀ ସମେତ ସଫା ହେଲେ ୩ ଆତଙ୍କୀ

ବୁଡଗାମ: ଜମ୍ମୁ-କଶ୍ମୀରର ବୁଡଗାମ ଅଂଚଳରେ ସୁରକ୍ଷାକମୀଙ୍କୁ ବଡ ସଫଳତା ମିଳିଛି । କଶ୍ମୀର ପଣ୍ଡିତ ରାହୁଲ ଭଟଙ୍କ ହତ୍ୟକାରୀ ସମେତ ୩ ଆତଙ୍କୀଙ୍କୁ ସଫା କରାଯାଇ ପାରିଛି । ଲଶ୍କର ଇ ତୋଇବାର ଏହି ଆତଙ୍କବାଦୀ ଲୁଚି ରହିଥିବା ପୋଲିସ ଖବର ପାଇବା ପରେ ସମ୍ପୃକ୍ତ ଅଂଚଳକୁ ଘେରାଉ କରିଥିଲା । ଧରା…

ଓଡ଼ିଶା ପାଇଲା ୫,୨୮୨.୮୬ କୋଟି ଟଙ୍କାର ଟିକସ ଭାଗ

ରାଜ୍ୟ ସରକାରମାନଙ୍କୁ ଟିକସ ହସ୍ତାନ୍ତର ର ଦୁଇଟି କିସ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୨.୮୬ କୋଟି ଟଙ୍କା ତୁଳନାରେ ୧୦ ଅଗଷ୍ଟ, ୨୦୨୨ରେ କେନ୍ଦ୍ର ସରକାର ୧,୧୬,୬୬୫.୭୫ କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ଭାଗ ରାଜ୍ୟମାନଙ୍କୁ ଯୋଗାଇ…

ଏମ୍ସ ଭୁବନେଶ୍ୱରରେ ଓପିଓଏଡ୍ ସବଷ୍ଟିଚ୍ୟୁସନ ଥେରାପୀ (ଓଏସଟି) କେନ୍ଦ୍ର ଆରମ୍ଭ; ମୁଖ୍ୟସ୍ରୋତକୁ ଫେରିବେ ନିଶାଗ୍ରସ୍ତ

ଭୁବନେଶ୍ୱର: ରାଜ୍ୟରେ ବ୍ରାଉନସୁଗାର, ଅଫିମ, ହେରାଇନ ଏବଂ ଇଂଜେକସନ ଜରିଆରେ ବିଭିନ୍ନ ନିଶା ନେଉଥିବା ରୋଗୀଙ୍କ ପାଇଁ ଦୃଢ଼ ହୋଇଛି ଚିକିତ୍ସା ବ୍ୟବସ୍ଥା। ଏପରି ରୋଗୀଙ୍କୁ ଚିକିତ୍ସା କରି ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ଏମ୍ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନିଜର…

ତାଇଓ୍ୱାନକୁ ଦଖଲ କରିବାକୁ ସି ଜିନପିଙ୍ଗ୍ ଦେଖୁଛନ୍ତି ସ୍ବପ୍ନ!

ତାଇଓ୍ବାନକୁ ଦଖଲ କରିବ କି ଚୀନ? ଏ ପ୍ରଶ୍ନ କୁ ନେଇ ସାରା ବିଶ୍ବରେ ଏବେ ଚର୍ଚା, ଆଲୋଚନା ଚାଲିଛି । ତେବେ ଏହି ଆଲୋଚନାକୁ ଚାଇନା ପୁଣି ଖୋରାକ ଯୋଗାଉଛି । ଏବେ ତାଇଓ୍ବାନକୁ ଦଖଲ କରିବା ପାଇଁ ପୁଣି  ଚାଇନା ନୂଆ ପ୍ଲାନ କରିଛି । ଏଥିପାଇଁ ପ୍ରଥମେ ଧମକ ଦେବା ପରେ ଏବେ ତାଇଓ୍ବାନ …