ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷିବ; ଖୋର୍ଦ୍ଧା, ପୁରୀ ଏବଂ କଟକକୁ ଅରେଞ୍ଜ ଆଲର୍ଟ
ଭୁବନେଶ୍ୱର: ଓଡ଼ିଶାରେ ଶନିବାରଠାରୁ ବୃଷ୍ଟିପାତର ତୀବ୍ରତା ବଢ଼ିବା ଆଶଙ୍କା କରାଯାଉଛି । ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଏବଂ ଆସନ୍ତାକାଲି ଓଡିଶାର କିଛି ଅଂଶରେ ପ୍ରବଳ ବର୍ଷା ହେବାର…