Latest Odisha News

BREAKING NEWS

ତାଇଓ୍ୱାନକୁ ଦଖଲ କରିବାକୁ ସି ଜିନପିଙ୍ଗ୍ ଦେଖୁଛନ୍ତି ସ୍ବପ୍ନ!

ତାଇଓ୍ବାନକୁ ଦଖଲ କରିବ କି ଚୀନ? ଏ ପ୍ରଶ୍ନ କୁ ନେଇ ସାରା ବିଶ୍ବରେ ଏବେ ଚର୍ଚା, ଆଲୋଚନା ଚାଲିଛି । ତେବେ ଏହି ଆଲୋଚନାକୁ ଚାଇନା ପୁଣି ଖୋରାକ ଯୋଗାଉଛି । ଏବେ ତାଇଓ୍ବାନକୁ ଦଖଲ କରିବା ପାଇଁ ପୁଣି  ଚାଇନା ନୂଆ ପ୍ଲାନ କରିଛି । ଏଥିପାଇଁ ପ୍ରଥମେ ଧମକ ଦେବା ପରେ ଏବେ ତାଇଓ୍ବାନ …

ରାତି ପାହିଲେ ରକ୍ଷା ବନ୍ଧନ, ପାଟରା ସେବକଙ୍କ ଘରେ ଚାଲିଛି ବିଶାଳ ରାକ୍ଷୀର ପ୍ରସ୍ତୁତି

ପୁରୀ: ରାତି ପାହିଲେ ରକ୍ଷା ବନ୍ଧନ । ଭାଇ ଭଉଣୀ ଭିତରେ ଥିବା ସ୍ନେହ ଓ ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା । ଏହି ଦିନ ଭାଇର ସୁରକ୍ଷା ଓ ଉନ୍ନତି କାମନା କରି ଭଉଣୀଟିଏ ଭାଇ ହାତରେ ବାନ୍ଧିଥାଏ ରାକ୍ଷୀ । ଶ୍ରୀମନ୍ଦିରରେ ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିବେ ଭଗିନୀ ସୁଭଦ୍ରା । ସ୍ନେହ ଓ…

୯ ଜଣ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ପୁଣି ଭିଜିବ ଓଡ଼ିଶା । ୧୩ରୁ ବଢ଼ିବ ବର୍ଷା । ଲଘୁଚାପ ପ୍ରଭାବରେ ଏବେ ରାଜ୍ୟରେ ବର୍ଷା ଲାଗି ରହିଛି । ଅବପାତ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ପ୍ରଭାବରେ ଆଜି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଅଗଷ୍ଟ ୧୩ ବେଳକୁ ଉତ୍ତର…

[ଦେଖନ୍ତୁ ଭିଡିଓ] ଲଗାଣ ବର୍ଷାରେ ଭୁଶୁଡ଼ିଲା ବ୍ରିଜ୍, ୩୦ଟି ଗାଁ ସହ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ

ନୂଆପଡ଼ା: ତୁହାକୁ ତୁହା ବର୍ଷା । ଲଗାଣ ବର୍ଷାରେ ଭୁଶୁଡ଼ିଲା ବ୍ରିଜ୍ । ନୂଆପଡ଼ା ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ସାରାବଙ୍ଗ ନିକଟ ପାୱାରତଲା ଠାରେ ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ଫଳରେ ୩ଟି ପଞ୍ଚାୟତର ପାଖାପାଖି ୩୦ଟି ଗାଁ ସହ ପଡ଼ୋଶୀ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉପର…

ନାରୀନେତ୍ରୀ ସରଳା ଦେବୀଙ୍କ ୧୧୯ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଶାର ବିଶିଷ୍ଟ ନାରୀନେତ୍ରୀ, ସ୍ୱାଧୀନତା ସଂଗ୍ରାମୀ ତଥା ସୁସାହିତ୍ୟିକା ସରଳା ଦେବୀଙ୍କ ୧୧୯ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସ୍ଥାନୀୟ ରୋଟାରୀ ଭବନଠାରେ ସରଳା ଦେବୀ ସୃତି ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟ…

କାଦମ୍ବିନୀ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ

ଭୁବନେଶ୍ୱର : ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବରିଷ୍ଠ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ…

[ଦେଖନ୍ତୁ ଭିଡିଓ] ବିପଦ ସଂକେତ ଉପରେ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର

ନବରଙ୍ଗପୁର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ୍ ନବରଙ୍ଗପୁର । ତିନିଦିନ ଧରି ଲଗାଣ ବର୍ଷା ପରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିଛି । କୋଷାଗୁମୁଡ଼ା ବ୍ଲକରେ ପ୍ରବାହିତ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର ବିପଦ ସଂକେତ ଛୁଇଁଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।…

ଫ୍ରେଣ୍ଡସିପରୁ ନୀତୀଶ ଆଉଟ୍, ନବୀନ ଇନ୍ ! ବନ୍ଧୁତ୍ୱ କାହାକୁ ଲୋଡ଼ା ?

ଓଡ଼ିଶା ସମ୍ବାଦ ବ୍ୟୁରୋ:  ମାଳ ମାଳ ପ୍ରସଙ୍ଗରେ ଯେତେବେଳେ କେନ୍ଦ୍ରର ଶାସକ ଦଳ ବିଜେପିକୁ ଘେରିବାକୁ ବିରୋଧୀ ପ୍ରସ୍ତୁତି ଚଳାଇଛନ୍ତି ସେତେବେଳେ ବିଜେପିର ସହଯୋଗୀ ଦଳ ଜେଡିୟୁ ଏନଡିଏକୁ ବାଏ ବାଏ କରିଛି। ଏନଡିଏରୁ ସହଯୋଗୀ ଦଳ ଛାଡିବା ଏବେ ଏକ ପ୍ରକାର ଟ୍ରେଣ୍ଡ ପାଲଟିଯାଇଛି। ନିକଟ…

ଭିଜିଲାନ୍ସ ଜାଲରେ ରାଜସ୍ୱ ନୀରିକ୍ଷକ, ବାଲି ଗାଡ଼ି ଛାଡ଼ିବାକୁ ନେଉଥିଲେ ଲାଞ୍ଚ

ବ୍ରହ୍ମପୁର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ୱ ନୀରିକ୍ଷକ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ବରିଡ଼ା ଆର୍.ଆଇ ଦେବାଶିଷ ମାଝୀ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏକ ବାଲି ବୋଝେଇ ଗାଡ଼ିକୁ ରାଜସ୍ୱ ନୀରିକ୍ଷକ ଜବତ କରିଥିଲେ । ଜବତ ଗାଡ଼ିକୁ ଛାଡ଼ିବା ଲାଗି…