Latest Odisha News

BREAKING NEWS

ଜୁଲାଇ ୨୫ରେ କାହିଁକି ଶପଥ ଗ୍ରହଣ କରନ୍ତି ରାଷ୍ଟ୍ରପତି, ୧୯୭୭ ପରେ ଏହି ଦିନରୁ ଚାଲି ଆସିଛି ପରମ୍ପରା

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୨୫)ରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ବିଶେଷ କଥା ହେଉଛି ୧୯୭୭ ପରେ ସେ ଦଶମ ରାଷ୍ଟ୍ରପତି ହେବେ ଯିଏ ଏହି ତାରିଖରେ ଶପଥ ନେବେ। ଜୁଲାଇ ୨୪ରେ ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ୨୩ରେ ତାଙ୍କୁ ସଂସଦର…

ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନେବେ ଶପଥ

ନୂଆଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଶପଥ ନେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନ୍ନା ତାଙ୍କୁ ଶପଥ ପାଠ କରାଇବେ । ଏଥିସହ ଏହି ଓଡିଆ ଝିଅ ହେବେ ଦେଶର ୧୫ ତମ ରାଷ୍ଟ୍ରପତି। ଏହା ପରେ ନୂଆ ରାଷ୍ଟ୍ରପତିଙ୍କୁ ୨୧…

ଉପରାଷ୍ଟ୍ରପତି ନିର୍ବାଚନ: ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମିଳିତ ବିରୋଧୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ ଆଲଭା ରବିବାର ତିନି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ…

ଗତ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତର ସବୁଠାରୁ ଅଧିକ 14 ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ

ନୂଆଦିଲ୍ଲୀ:  କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ (ସିବିଡିଟି) ଏବଂ ଦେଶ ବ୍ୟାପୀ ଥିବା ତାଙ୍କର ସମସ୍ତ  କ୍ଷେତ୍ରୀୟ କାର୍ଯ୍ୟାଳୟ  ଆୟକର ଦିବସର 163ତମ ବାର୍ଷିକୋତ୍ସବର ଆୟୋଜନ କରିଛି। https://twitter.com/IncomeTaxIndia/status/1551168923034611713 ଆୟକର ବିଭାଗକୁ…

ଆଇଆଇଟି ଭୁବନେଶ୍ୱର ପାଇଁ ଷ୍ଟାର୍ଟଅପ ପ୍ରୋଗ୍ରାମ – ଚିପ୍ସ

ଭୁବନେଶ୍ବର: ମାନ୍ୟବର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ  ଆଇଆଇଟି ଭୁବନେଶ୍ୱର ଗସ୍ତରେ ଆସି ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ କରିଛନ୍ତି  ।ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ…

ଶିକ୍ଷକ ନିଯୁକ୍ତି ଘୋଟାଲାରେ ଗିରଫ ଅଭିଯୁକ୍ତ ଅର୍ପିତାଙ୍କୁ ଇଡି ନେବା ବେଳେ ଅଜଣା ଗାଡି ଦେଲା ଧକ୍କା

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଘୋଟାଲାରେ ସମ୍ପୃକ୍ତ ଅର୍ପିତା ମୁଖାର୍ଜୀଙ୍କୁ ନେଇ ଯାଉଥିବା କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଯଦିଓ ଏହି ଦୁର୍ଘଟଣା ବହୁତ ବଡ ନୁହେଁ। ସୂଚନାନୁସାରେ, କୋର୍ଟରେ ଶୁଣାଣି ପରେ ଇଡି ଅର୍ପିତା ମୁଖାର୍ଜୀଙ୍କ ସହ ସିଜିଓ କମ୍ପ୍ଲେକ୍ସକୁ ଯାଉଥିଲା।…

ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ଅଭିଭାଷଣ

ଆସନ୍ତାକାଲି ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ତେବେ ଦାୟିତ୍ବରୁ ବିଦାୟ ନେବା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜର ବିଦାୟୀ ଅଭିଭାଷଣ ରଖିଛନ୍ତି ।  ରାଷ୍ଟ୍ରପତି କହିଛନ୍ତି.. ପ୍ରିୟ ଦେଶବାସୀ ନମସ୍କାର, ଆଜକୁ ପାଞ୍ଚ ବର୍ଷ…

ଇଡି ଦ୍ୱାରା ଗିରଫ ମମତା ବାନାର୍ଜୀଙ୍କ ମନ୍ତ୍ରୀ ଆସିବେ ଏମ୍ସ ଭୁବନେଶ୍ୱର

କୋଲାକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘୋଟାଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ ସରକାରର ଶିଳ୍ପ ମନ୍ତ୍ରୀ ଭୁବନେଶ୍ୱର ଏମ୍ସ ଆସିବେ। ସ୍ୱାସ୍ଥ୍ୟାବସ୍ଥା ଚିକିତ୍ସା ପାଇଁ କୋଲକାତା ହାଇକୋର୍ଟ ଇଡିକୁ ପାର୍ଥ ଚାଟାର୍ଜୀଙ୍କୁ ଏମ୍ସ ଭୁବନେଶ୍ୱର ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।…

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୟୂରଭଂଜ ବିଧାୟକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶପଥ ସମାରୋହର ଦିନକ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବିଧାୟକମାନେ  ନୂଆଦିଲ୍ଲୀ ଠାରେ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଉଦଳା ବିଧାୟକ ତଥା ବିଜେପି ରାଜ୍ୟ…

ପ୍ରକୃତିଙ୍କ ସମର୍ଥନରେ ପ୍ରଶଂସକ, କହୁଛନ୍ତି ସାଙ୍ଗରେ ରହିବେ

ଭୁବନେଶ୍ୱର: ସୋସିଆଲ ମିଡିଆରେ ସମର୍ଥନ ଯୋଗାଡ଼ କରୁଛନ୍ତି ପ୍ରକୃତି ମିଶ୍ର । ବାବୁସାନ ସଂପର୍କୀୟ ଅଭିନେତ୍ରୀଙ୍କ ଉପରେ ପରୋକ୍ଷ ଦୋଷ ଲଦିବା ସହ ଏବଂ ସାଧାରଣ ଲୋକଙ୍କ କଟୁ ସମାଲୋଚନା କରିଛନ୍ତି । ଏହା ପରେ ପ୍ରକୃତିଙ୍କ କିଛି ବନ୍ଧୁ, ପ୍ରଶଂସକ ଓ ଶୁଭେଚ୍ଛୁ ସୋସିଆଲ…