Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କାଶୀପୁରରେ ଘାତକ ହେଉଛି ହଇଜା ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡ଼ା : କାଶୀପୁରରେ ଘାତକ ହେଉଛି କଲେରା । ଗୋବରଘାଟି ଗାଁରେ ଆଉ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ୮ଜଣଙ୍କ ମୃତ୍ୟୁ ହୋଇଛି । ଏବେ ମୋଟ ୧୩୯ ଜଣ ଆକ୍ରାନ୍ତ…

ଓଡ଼ିଶାରେ ୬୩୩ ବିସ୍ଥାପିତଙ୍କୁ ନିଯୁକ୍ତି ଦେଇଛି ନାଲକୋ

ନୂଆଦିଲ୍ଲୀ: ଓଡ଼ିଶାରେ ନାଲକୋ ୬୩୩ ବିସ୍ଥାପିତ ପରିବାରକୁ ନିଯୁକ୍ତି ଦେଇଛି । କୋରାପୁଟର ଦାମନଯୋଡ଼ି ଏବଂ ଅନୁଗୁଳ ନାଲକୋ ପ୍ରକଳ୍ପ ପାଇଁ ୬୩୫ଟି ପରିବାର ବିସ୍ଥାପିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଟି ପରିବାରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପରିବାରକୁ ନିଯୁକ୍ତିଗତ ଥଇଥାନ କରାଯାଇଛି…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାୟଗଡ଼ାର କାଶୀପୁର ପରେ ଏବେ କୋରାପୁଟ ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ଜିଲ୍ଲାର ଦଶମନ୍ତପୁର ବ୍ଲକର ଛତାଆମ୍ବ ଗାଁରେ ଝାଡ଼ାବାନ୍ତି ଏକାଧିକ ଆକ୍ରାନ୍ତ ହୋଇଛନ୍ତି । ଛତାଆମ୍ବ ଗାଁର ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମଡିକାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ଗାଁର ୪ ଜଣ…

[ଦେଖନ୍ତୁ ଭିଡିଓ] ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଅଜୟ ପରିଡା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଜନ୍ମମାଟିରେ…

ଯାଜପୁର :  ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡ.ଅଜୟ ପରିଡା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟି ଯାଜପୁର ଭଗବାନପୁରରେ ଶେଷକୃତ୍ୟ ସମ୍ପନ୍ନ୍ନ ହୋଇଛି ଅଜୟ ପରିଡାଙ୍କ ପାର୍ଥିବ ଶରୀର ଆଜି ତାଙ୍କ ଜନ୍ମ ମାଟି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭଗବାନପୁରରେ ପହଁଚିବା ପରେ ସେଠାରେ ଶୋକାକୁଳ…

୬ଟି ଯାକ ମାମଲାରେ ଜୁବୈରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜର ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ୬ଟି ଯାକ ମାମଲାରେ ଜାମିନ ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ସନ୍ଧ୍ୟା ୬ଟା ସୁଦ୍ଧା ଜେଲରୁ ଖଲାସ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ୟୁପିରେ ତାଙ୍କ ନାଁରେ ରୁଜୁ କରାଯାଇଥିବା ସମସ୍ତ ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତର…

ପୋଷ୍ଟର ମୁକ୍ତ ହେବ ରାଜଧାନୀ, ରାସ୍ତାକଡ଼ କାନ୍ଥରେ ଲଗାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏଣିକି ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇବା ମନା । ରାଜଧାନୀରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ । ବିଏମସିର ଲକ୍ଷ୍ୟ ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏନେଇ ଟ୍ୱିଟ ଯୋଗେ ସାଧାରଣ ଲୋକଙ୍କୁ…

ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ନିଆଁ ଥମି ନଥିବା ବେଳେ ପୁଣି ସେଇ ସମାନ ଅଭିଯୋଗ। ବିଜେବି କଲେଜରେ ପୁଣି ଥରେ ରାଗିଂ ଅଭିଯୋଗ ହୋଇଛି।  ଆମ୍ବେଦକର ଛାତ୍ରାବାସରେ ଜଣେ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଜଣେ ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରଙ୍କୁ ରାଗିଂ…

ସିଦ୍ଧୁ ମୁସେୱାଲା ମର୍ଡର କେସ: ଏନକାଂଉଟରରେ ଟଳିଲେ ୨ ଶାର୍ପ ଶୁଟର

ଚଣ୍ଡୀଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ମର୍ଡର କେସରେ ସମ୍ପୃକ୍ତ ଥିବା ୨ ଶାର୍ପ ଶୁଟର ଆଜି ପୋଲିସ ଏନକାଂଉଟରରେ ଟଳିଛନ୍ତି । ଏହି ୨ଜଣ ହେଲେ ଜଗରୂପ ରୂପା ଓ ମନପ୍ରୀତ ମନ୍ନୁ । ଭାରତ-ପାକିସ୍ତାନ ବର୍ଡରଠାର ୧୦ କିଲୋମିଟର ଦୂରରେ ଏହି ଏନକାଂଉଟର ଚାଲିଥିଲା । ଏହି ୨ ଅପରାଧୀ ପାକିସ୍ତାନକୁ…

ଚିତା ବାଘ ପ୍ରକଳ୍ପ ସଂରକ୍ଷଣ ପାଇଁ ଭାରତ-ନାମିବିଆ ମଧ୍ୟରେ ଏମଓୟୁ

ନୂଆଦିଲ୍ଲୀ: ଭାରତ ସରକାର ଏବଂ ନାମିବିୟା ସରକାରଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ବିଶେଷତଃ ଚିତା ବାଘ ସଂରକ୍ଷଣକୁ ଗୁରୁତ୍ୱ ଦେଇ ଏକ ଏମଓୟୁ ସ୍ୱାକ୍ଷର ହୋଇଛି । ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଯୋଗ ପାଇଁ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ଏହି…

ଖସୁଛି ଟଙ୍କା, ବଢ଼ୁଛି ଦରଦାମ

ନୂଆଦିଲ୍ଲୀ: ସଂକଟରେ ଭାରତୀୟ ଅର୍ଥନୀତି । ମହାମାରୀ କୋଭିଡ୍ ପରେ ମାନ୍ଦାବସ୍ଥାରୁ ମୁକୁଳି ପାରୁନି ଭାରତୀୟ ଅର୍ଥ ବ୍ୟବସ୍ଥା । ଦରବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସିବା ସ୍ଥିତିକୁ ଆହୁରି ସଂକଟ ଆଡ଼କୁ ଟାଣି ନେଉଛି । ଯଦିଓ ମେ ତୁଳନାରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ…