ଜାମିନ୍ ଖାରଜ, ଜେଲ୍ ଯିବେ ନୀତୀଶଙ୍କ ପୂର୍ବତନ ମନ୍ତ୍ରୀ !
ପାଟଣା: ବିହାରର ପୂର୍ବତନ ମନ୍ତ୍ରୀ କାର୍ତ୍ତିକ କୁମାର ଓରଫ କାର୍ତ୍ତିକେୟ କୁମାର ସିଂଙ୍କ ବିରୋଧରେ ରୁଜୁ ହୋଇଥିବା ଅପହରଣ ମାମଲାରେ ପାଟଣାର ଦାନପୁର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ହାଇକୋର୍ଟଙ୍କ ଆଦେଶକୁ ଦର୍ଶାଇ କାର୍ତ୍ତିକ କୁମାରଙ୍କ ଜାମିନ ଆବେଦନକୁ ଏଡିଜେ କୋର୍ଟ…