Latest Odisha News

BREAKING NEWS

କେବଳ ଦାମୀ ବାଇକ୍‌ ଚୋରି କରୁଥିଲେ; ଧରିଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଗତ କିଛି ଦିନ ହେଲା ବିଭିନ୍ନ ଅଞ୍ଚଳରୁ ଦାମୀ କମ୍ପାନିର ବାଇକ୍‌ ଚୋରି ହେବାରେ ଲାଗିଥିଲା । ଏକ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ ଏଥିରେ ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଥିଲା। କାରଣ ଚୋରମାନେ କେବଳ ଦାମୀ ବାଇକ୍‌ ହିଁ ଚୋରି କରୁଥିଲେ । ଏଥିରେ କେଟିଏମ୍‌, ପଲସର…

ସାବଧାନ କଲା ବ୍ରହ୍ମପୁର ପୋଲିସ; ବାହାରେ ମଦ ପିଇଲେ ଭିତରେ ମାରିବ

ବ୍ରହ୍ମପୁର: ପୋଲିସ ପାଟ୍ରୋଲିଂ ଅଭାବ ଯୋଗୁ ବ୍ରହ୍ମପୁର ସହରର ଗଳିକନ୍ଦି ଏବଂ ସର୍ବସାଧାରଣରେ କେତେକ ଅସାମାଜିକ ବ୍ୟକ୍ତି ମଦ୍ୟପାନ କରୁଥିବାର ନଜିର ରହିଛି । ସେମାନଙ୍କ ଯୋଗୁ ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେଉଛି । କେବଳ ସେତିକି ନୁହଁ, ଅନେକ ସମୟରେ ଅପରାଧୀକ କାଣ୍ଡ ମଧ୍ୟ ଘଟୁଛି…

ଭୁବନେଶ୍ୱରରେ ଜାତୀୟ ଖଣିଜ କଂଗ୍ରେସ; ଜେଏସପିର ଗ୍ୟାସିଫିକେସନ ଟେକ୍ନୋଲୋଜି ପ୍ରଶଂସନୀୟ

ଭୁବନେଶ୍ୱର: ବିଶ୍ୱ ଖଣି କଂଗ୍ରେସର ଭାରତୀୟ ଜାତୀୟ କମିଟି ଦ୍ୱାରା ଆୟୋଜିତ ଏବଂ କୋଇଲା ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଜାତୀୟ ଖଣିଜ କଂଗ୍ରେସର ୬୦ରୁ ଅଧିକ ପ୍ରତିନିଧି ଖଣି କଂଗ୍ରେସର ଦ୍ୱିତୀୟ ଦିନରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଦ୍ୱାରା ସ୍ଥାପିତ କୋଇଲା ଗ୍ୟାସିଫିକେସନ୍…

ଆଇଫା ଆୱାର୍ଡରେ ଯୋଗ ଦେବା ପାଇଁ ଜ୍ୟାକଲୀନଙ୍କୁ କୋର୍ଟରୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଆବୁଧାବୀରେ ଆୟୋଜିତ ହେବାକୁ ଥିବା ଆଇଫା ଆୱାର୍ଡରେ ଯୋଗ ଦେଇପାରିବେ ବଲିଉଡ ଅଭିନେତ୍ରୀ ଜ୍ୟାକଲୀନ ଫର୍ଣ୍ଣାଣ୍ଡିଜ । ମେ ୩୧ରୁ ଜୁନ ୬ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି କୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ଆବୁଧାବିରେ ସେ ଯେଉଁ…

ଚିନ୍ତା ବଢାଉଛି ମଙ୍କିପକ୍ସ ଭାଇରସ : ୨୯ଦେଶରୁ ୨୦୦ ସଂକ୍ରମିତ ଚିହ୍ନଟ

ଦିଲ୍ଲୀ : ଦିନକୁ ଦିନ ବଢିଲାଣି ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା । ୨୯ ଦେଶରେ ମାଡିଚାଲିଛି ଏହି ନୂଆ ଭାଇରସ । ବିଶ୍ୱରେ ଏବେ ସୁଦ୍ଧା ୨ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି । ସେପଟେ ମଙ୍କିପକ୍ସକୁ ନେଇ ନୂଆ ଚିନ୍ତା ପ୍ରକାଶ କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ଏହି ନୂଆ ଭାଇରସ ଗୋଷ୍ଠୀ…

ସମ୍ଭୋଗ ସୁଖ ପରେ ଚାଲିଗଲା ସ୍ମରଣ ଶକ୍ତି !

ଲିମରେକ: ଆୟର୍ଲାଣ୍ଡର ସମ୍ଭୋଗ ସୁଖ ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପତ୍ନୀଙ୍କ ସହ ଆନନ୍ଦ ଉଠାଇବାର ୧୦ ମିନିଟ ପରେ ହଠାତ ଉକ୍ତ ବ୍ୟକ୍ତିଜଣଙ୍କ ତାଙ୍କ ସ୍ମରଣ ଶକ୍ତି ହରାଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେବାକୁ ପଡିଥିଲା ।…

[ଦେଖନ୍ତୁ ଭିଡିଓ] ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ୍

ଭୁବନେଶ୍ୱର  : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ସୋନୁ । କରୋନା ସମୟରେ ସେ ୭୦ରୁ ଅଧିକ ଲୋକଙ୍କୁ ରାଜ୍ୟକୁ ଫେରିବାରେ ସହାୟତା କରିଥିଲେ । କେନ୍ଦ୍ରାପଡାର ସମସ୍ତେ ସେତେବେଳେ ଘରକୁ ଫେରିବା ପାଇଁ…

‘ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ମହାପ୍ରଭୁଙ୍କ କାମକୁ ବନ୍ଦ କରିପାରିବନି’

ପୁରୀ : ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କଡ଼ା ମନ୍ତବ୍ୟ ରଖିଛନ୍ତି । ଆଜି ପୁରୀରେ ପିନାକୀ କହିଛନ୍ତି ଯେ, ‘ମହାପ୍ରଭୁଙ୍କ ଇଚ୍ଛାରେ କାମ ହେଉଛି, କେହି କାମ ବନ୍ଦ କରିପାରିବେନି । କାମ ଆଇନ ଅନୁସାରେ ହେଉଛି କି ନାହିଁ ତାହା କୋର୍ଟ ନିଷ୍ପତ୍ତି ନେବେ । କାମ…

କୁକୁର ଦେହରେ ତୀର ଆର ପାର ହୋଇଯାଇଥିଲା, ତା ପରେ ହେଲା ଚମତ୍କାର

ନ୍ୟୁୟର୍କ: ଭଗବାନ ଯାହାକୁ ବଂଚାଇବେ ତାକୁ କିଏ ଅବା ମାରିପାରିବ । ଆମେରିକାରେ ଏ ଭଳି ଏକ ଘଟଣା ଘଟିଛି । ୪ ମାସର ଏକ ନିରୀହ କୁକୁର ଛୁଆକୁ କିଏ ଜଣେ ନୃଶଂସ ମଣିଷ ତୀର ମାରି ଦେଇଥିଲା । ତୀରଟି କୁକୁରର ବେକରେ ପଶି ଆର ପଟକୁ ବାହାରିଥିଲା । ଅସହ୍ୟ ଯନ୍ତ୍ରଣାର ଛଟପଟ ହେଉଥିବା ଏହି କୁକୁରର…

ଏସିଆ କପ ହକି: ସୁପର ୪ର ପ୍ରଥମ ମୁକାବିଲାରେ ଜାପାନକୁ ହରାଇଲା ଭାରତ

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକାର୍ତାରେ ଅନୁଷ୍ଠିତ ଏସିଆ କପ ହକିରେ ଚାମ୍ପିୟନ ଭାରତ ତାର ପୂର୍ବ ଫର୍ମକୁ ଫେରିଛି । ଶନିବାର ସୁପର୪ର ପ୍ରଥମ ମୁକାବିଲାରେ ଭାରତ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରି ୨-୧ରେ ଜାପାନକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ପୁଲ ମ୍ୟାଚର ମଧୁର ପ୍ରତିଶୋଧ…