Latest Odisha News

BREAKING NEWS

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ସୂଚନା, ଜାଣନ୍ତୁ କେବେ ପ୍ରକାଶ ପାଇବ ରେଜଲ୍ଟ…

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଏନେଇ ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ୬ ତାରିଖ ଦିନ ଗୋଟାଏ ବେଳେ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇବ । ଚଳିତବର୍ଷ ଏପ୍ରିଲ୍ ୨୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ…

ଆଜିଠୁ ଭିଜିବ ସାରା ଓଡ଼ିଶା, ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଆଜିଠୁ ଭିଜିବ ସାରା ଓଡ଼ିଶା । ଆଜି ଲଘୁଚାପରେ ପରିଣତ ହେବ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ପ୍ରଭାବରେ ୪ରୁ ୫ଦିନ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଉପକୂଳ…

ମେଡିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ଷମ ଦାବିରେ ୨୪ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୨୪ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆ ଯାଇଛି । ଏଥିସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକରା ଦେଇଛି ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି । ମେଡିକାଲ କଲେଜ ଚଳାଇବା ପାଇଁ ଏମସିଏଲ ଟଙ୍କା…

ଏକନାଥ ସିନ୍ଦେ ସରକାର ଆସ୍ଥା ଭୋଟରେ ବିଜୟୀ

ମୁମ୍ବାଇଁ:  ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ସରକାର ଫ୍ଲୋର ଟେଷ୍ଟରେ ବିଜୟୀ ହୋଇଛନ୍ତି । ବିଧାନସଭା ବାଚସ୍ପତି ରାହୁଲ ନାର୍ବେକର ଏହା ଘୋଷଣା କରିଛନ୍ତି । https://twitter.com/ANI/status/1543840890065928192 164 ବିଧାୟକ ସିନ୍ଦେ ସରକାରଙ୍କୁ ସମର୍ଥନ କରିଛନ୍ତି…

ଦର୍ଶନରେ ଶ୍ରୀଜଗନ୍ନାଥ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  କେଉଁ ଅନାଦି କାଳରୁ ସମଗ୍ର ବିଶ୍ଵରେ ଶ୍ରୀଜଗନ୍ନାଥ ଐକ୍ୟ, ସାମ୍ୟ, ସମନ୍ୱୟ ଓ ଉଦାରତାର ଦେବତା ଭାବେ ପୂଜା ପାଇ ଆସୁଛନ୍ତି । ଓଡ଼ିଆ ଜାତିର ଏହି ମହାନ୍ ଦେବତା ଭାରତୀୟ ମହାଜାତିର ଓ ବିଶ୍ୱ ପ୍ରେମର ସର୍ବ ଶ୍ରେଷ୍ଠ ଦେବତା ଭାବେ ଗୃହୀତ । ଶ୍ରୀଜଗନ୍ନାଥ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଚୂଡ଼ାରେ ଶୋଭା ପାଉଥିବା ନୀଳଚକ୍ରଙ୍କ ସ୍ୱରୂପ, ଇତିହାସ, ତଥା ମହିମା ବିଷୟରେ ଅନେକ କିଛି ଜାଣି ସରିଲା ପରେ ଏବେ ଏକ ଅଘଟଣ ବିଷୟରେ…

ଭାଷା ଭାଗବତ :ଧୂମାଚ୍ଛନ୍ନ ସ୍ମୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୬ ସ୍ମୃତି ହେଲାଣି ଧୂମାଚ୍ଛନ୍ନ ଅସ୍ପଷ୍ଟ ଗତ ଚିତ୍ରମାନ ଅସ୍ଥିର ହେଉଅଛି ମନ ସତେ କି ସରିବ ଜୀବନ ? ହୋଇ ପ୍ରତ୍ୟାଶା ବିବର୍ଜିତ ରହିଲେ ସଦା କର୍ମରତ ମିଳୁଛି ନୂଆ ଏକ ସ୍ବାଦ ଟଳୁଛି ଆସନ୍ନ ବିପଦ କାଳ ହିଁ କରେ ମୋତେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୦)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଅନେକ ସମୟ ବିତି ଯାଇଥିଲା ସରମାଙ୍କ ନିକଟରେ। ସନ୍ଧ୍ୟା ଆଗତପ୍ରାୟ। ସୁଲୋଚନାଙ୍କର ଅତିଶୟ ଆଗ୍ରହ ଦେଖି ସରମା ତାଙ୍କୁ ରାବଣ ଅତୀତରେ ପ୍ରାପ୍ତ ହୋଇଥିବା ଅଭିଶାପ ବିଷୟରେ ଶୁଣାଉଥିଲେ। ଏହି ସମୟରେ ସୁଲୋଚନାଙ୍କର ଦାସୀ ଆସି ଜଣେଇଲେ ଯେ…

ବନକଲାଗି ପାଇଁ ଆଜି ସଂଧ୍ୟାରେ ୪ ଘଣ୍ଟା ବନ୍ଦ ରହିବ ଆଡ଼ପ ମଣ୍ଡପ ଦର୍ଶନ

ପୁରୀ: ଶ୍ରୀଜିଉଙ୍କ ବନକଲାଗି ପାଇଁ ଆଜି ୪ ଘଣ୍ଟା ବନ୍ଦ ରହିବ ଆଡ଼ପ ମଣ୍ଡପ ଦର୍ଶନ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ। ତେଣୁ ଦ୍ବିତୀୟ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କ ସର୍ବସାଧାରଣ ଦର୍ଶନ ଆଜି ୪ ଘଣ୍ଟା ପାଇଁ ବନ୍ଦ ରହିବ। ଦ୍ବିତୀୟ…

ଦ୍ବିତୀୟ ପାଳିରେ ଭାରତ ତୃତୀୟ ଦିନ ସୁଦ୍ଧା 125/3

ଓଡ଼ିଶା ସମ୍ବାଦ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ଭାରତ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ଜାରି ରଖିଛି। ଦ୍ବିତୀୟ ପାଳିରେ ଭାରତ 3 ଉଇକେଟ ହରାଇ 125 ରନ କରିଛି । ଚେତେଶ୍ବର ପୂଜାରା 50 ରନ କରି ଅପରାଜିତ ଅଛନ୍ତି । ଋଷଭ ପନ୍ତ 30 ରନ କରି ଅପରାଜିତ ଅଛନ୍ତି । ଦ୍ବିତୀୟ…