Latest Odisha News

BREAKING NEWS

ଆଜି ଆସ୍ଥା ଭୋଟ ଲୋଡ଼ିବେ ମୁଖ୍ୟମନ୍ତ୍ରୀ ସିନ୍ଦେ

ମହାରାଷ୍ଟ୍ର  ବିଧାନସଭାରେ ଆଜି ଆସ୍ଥା ଭୋଟ ଲୋଡିବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଆଜିର ସଂଖ୍ୟା ଗରିଷ୍ଠତା ପ୍ରମାଣକୁ  ଉଦ୍ଧବ ଗୋଷ୍ଠୀ ଏବଂ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବଡ଼ ଲଢ଼େଇ ଭାବେ ବିବେଚନା କରାଯାଉଛି। ତେଣୁ ଫ୍ଲୋର ଟେଷ୍ଟ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଫ୍ଲୋର ଟେଷ୍ଟ ପରେ…

ଟୁଙ୍ଗୁରୁ ଓ ବର୍ଷାକୁ ପୋଲିସ ଗିରଫ କରିବ କି?

ଭୁବନେଶ୍ବର:   ଟୁଙ୍ଗୁର ଭୋଳ ଓ ବର୍ଷା ଭୋଳକୁ ଗିରଫ କରାଯାଉ । ସେମାନେ ସମାଜକୁ ଭୁଲ ବାର୍ତା ଦେଉଛନ୍ତି । ସେମାନେ ସମାଜକୁ କଳୁଷିତ କରିଛନ୍ତି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ତୁରନ୍ତ ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଅଟୋ ମହାସଂଘ ଆନ୍ଦୋଳନ କରିବ…

ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ମମତାଙ୍କ ଭୋଟ୍ ବ୍ୟାଙ୍କ ଉପରେ ମୋଦୀ, ଶାହଙ୍କ…

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ଏନଡିଏର ଏହି ନିଷ୍ପତ୍ତି ବିରୋଧୀଙ୍କ ଏକତାକୁ ମଧ୍ୟ ହରଡଘଣାରେ ପକାଇଛି। ମୁଖ୍ୟତଃ ମମତାଙ୍କ ଆହ୍ୱାନକ୍ରମେ ବୈଠକରେ ଉପସ୍ଥିତ ଥିବା ୧୭ ଦଳ ମଧ୍ୟରୁ ଟିଏମସି ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ…

୬ ମାସରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ, ପ୍ରସ୍ତୁତ ରୁହ: ପାଓ୍ୱାର

ମୁମ୍ବାଇ: ବାଚସ୍ପତି ନିର୍ବାଚନରେ ମହାବିକାଶ ଅଘାଡି ଚିତ୍ ହେବା ପରେ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି, ସିନ୍ଦେ ସରକାର ୬ ମାସ ମଧ୍ୟରେ ଭାଙ୍ଗିଯିବ। ରାଜନୀତିର ଚାଣକ୍ୟ ତଥା ଦେଶର ଏହି ଭେଟେରାନ ନେତାଙ୍କ ଏପରି ବୟାନ ପୁଣିଥରେ ଚର୍ଚ୍ଚାର…

ଦେଶର ନାମ ଇଣ୍ଡିଆ ନରଖାଯାଇ ଭାରତ ହେଉ, କିଏ ଓ କାହିଁକି ଏପରି ଦାବି କଲେ ?

ଭୁବନେଶ୍ୱର: ଭାରତର ଦୁଇଟି ନାମ ଇଣ୍ଡିଆ ଓ ଭାରତ ରହିଛି । ଏପରି ଦୁଇଟି ନାମ ବଦଳରେ କେବଳ ଭାରତ ନାମ ହିଁ ରଖାଯିବା ଆବଶ୍ୟକ। ବିଶ୍ୱର କୌଣସି ଦେଶର ଦୁଇଟି ନାମ ନାହିଁ । ତେଣୁ ସମ୍ବିଧାନରେ ଏହାର ସଂଶୋଧନ କରିବା ଦିଗରେ ପ୍ରଚେଷ୍ଟା କରାଯିବା ଉଚିତ । ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ…

‘ଛାତ୍ରଛାତ୍ରୀ ଶିକ୍ଷିତ ଓ କର୍ମଯୋଗୀ ହେଲେ ଦେଶର ବିକାଶ ହେବ’

ଭୁବନେଶ୍ୱର: ସଭ୍ୟତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ଶିକ୍ଷିତ ହେବା ଆବଶ୍ୟକ । ବିନା ଶିକ୍ଷାରେ ସଭ୍ୟତା ହାସଲ କରିହେବ ନାହିଁ ଏବଂ ବିନା ଶିକ୍ଷାରେ ଜ୍ଞାନଯୋଗୀ, କର୍ମଯୋଗୀ ଓ ଅଷ୍ଟାଙ୍ଗଯୋଗୀ ହେବା ସମ୍ଭବ ନୁହେଁ ବୋଲି ମତ ବ୍ୟକ୍ତ କରିଛନ୍ତି ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ…

ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ବଣ୍ଟନ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶିକ୍ଷାନୁଷ୍ଠାନକୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡ଼େପୁଟି ମେୟର ଇ.…

ତିନି ଛୁଆର ମାଆକୁ ନେଇ ଫେରାର ଯୁବକ ହେଲା ଗିରଫ

ବ୍ରହ୍ମପୁର: ତିନି ଛୁଆର ମାଆକୁ ନେଇ ଫେରାର୍‌ ହୋଇଯାଇଥିବା ଯୁବକ ଗିରଫ । ବ୍ରହ୍ମପୁର ସହରରେ ଏଭଳି ଘଟଣା ଘଟିଛି । ପ୍ରଥମେ ମହିଳା ଏବଂ ତାଙ୍କ ୩ ଛୁଆ କେଉଁଆଡେ ଚାଲିଯାଇଥିବା ନେଇ ପରିବାର ଲୋକେ ବ୍ରହ୍ମପୁର ବଡବଜାର ଥାନାରେ ନିଖୋଜ ଏତଲା ଦେଇଥିଲେ । ପୁଲିସ ସେହି ଅନୁସାରେ ତଦନ୍ତ କରି…

ମୁମ୍ବାଇର ପୂର୍ବତନ ସିପିଙ୍କୁ ହାଜର ହୋଇ ପକ୍ଷ ରଖିବାକୁ କହିଲା ଇଡି

ମୁମ୍ବାଇ: ପୂର୍ବତନ ମୁମ୍ବାଇ ପୁଲିସ କମିଶନର ସଞ୍ଜୟ ପାଣ୍ଡେଙ୍କ ବିରୋଧରେ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ସଞ୍ଜୟ ପାଣ୍ଡେଙ୍କୁ ମନି ଲଣ୍ଡରିଂ ମାମଲାରେ ଜୁଲାଇ 5 ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ରବିବାର ଇଡି ସମନ କରିଛି । ଜୁନ୍ 30ରେ ଅବସର ନେଇଥିଲେ ଏହି ବରିଷ୍ଠ…

ନୂପୁର ଶର୍ମାଙ୍କ ବିରୋଧରେ ଶୁଣାଣି କରି ସମାଲୋଚିତ ହେବା ପରେ କଡ଼ା ଜବାବ ରଖିଲେ ବିଚାରପତି

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କୁ ନେଇ ନୂପୁର ଶର୍ମା ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଶୁଣାଣି କରିବା ବେଳେ ସୁପ୍ରିମ୍ କୋର୍ଟ ବିଚାରପତି ସୋମବାର କଡ଼ା ଭର୍ତ୍ସନା କରିଛନ୍ତି। ଖଣ୍ଡପୀଠରେ ସାମିଲ ଥିବା ବିଚାରପତି ଜେବି ପର୍ଦିଓ୍ୱାଲା କହିଛନ୍ତି ଯେ ବିଚାରପତିଙ୍କ ନିଷ୍ପତ୍ତି ଉପରେ…