Latest Odisha News

BREAKING NEWS

କେସିଆର ଗଡ଼ରେ ଗର୍ଜିଲେ ମୋଦୀ, ନଡ୍ଡା କହିଲେ ବିଜେପି ଆସୁଛି, ଟିଆରଏସ ଯିବା ଥୟ

ତେଲେଙ୍ଗାନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ହାଇଦ୍ରାବାଦରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ତେଲେଙ୍ଗାନାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି, ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି। ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଓଡ଼ିଶାରେ ସରକାର ଗଢ଼ିବୁ, ୩୦-୪୦ ବର୍ଷ ପାଇଁ ରହିବ ବିଜେପି ଯୁଗ: ଅମିତ ଶାହ

ହାଇଦ୍ରାବାଦ: ଓଡ଼ିଶାର ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ଆଗାମୀ ଦିନରେ ନିଜର ରାଜନୈତିକ ଅଭିଳାଶକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି। ଏହାରି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ କହିଛନ୍ତି, ଓଡ଼ିଶା ଏବଂ ଏହାର ପଡ଼ୋଶୀ ରାଜ୍ୟରେ ବିଜେପି…

ରାଷ୍ଟ୍ରପତି ଦୌଡ଼ରେ କେବଳ ଦ୍ରୌପଦୀ ଆଉ ଯଶୱନ୍ତ ସିହ୍ନା; ଆଉ ସବୁ ନାକଚ ହେଇଗଲେ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାର ସମସ୍ତ ପ୍ରକ୍ରିୟା ଶେଷ ହେଲା । ରବିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ତାରିଖ ଶେଷ ହୋଇଛି । ଏହାପରେ ରିଟର୍ଣ୍ଣିଂ ଅଫିସର ତଥା ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ପିସି ମୋଦି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି…

ମହିଳା ହକି ବିଶ୍ୱକପ: ଭାରତ-ଇଂଲଣ୍ଡ ମ୍ୟାଚ ଡ୍ର

ନୂଆଦିଲ୍ଲୀ: ନେଦରଲାଣ୍ଡର ଆମ୍ସଷ୍ଟେଲଭିନରେ ରବିବାର ଅନୁଷ୍ଠିତ ମହିଳା ହକି ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି । ପୁଲ ବିର ଏହି ମୁକାବିଲା ସହ ଭାରତ ତାର ଅଭିଯାନ ଆରମ୍ଭ କରିଛି । ଟୋକିଓ ଅଲିମ୍ପିକ୍ସ ପରାଜୟର ମଧୁର ପ୍ରତିଶୋଧ ନେବା ପାଇଁ ଭାରତ ନିକଟରେ ସୁଯୋଗ ଥିଲେ…

ଲାଲୁ ପ୍ରସାଦ ଯାଦବ ଆହତ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସିଢିରୁ ପଡି ଆହତ ହୋଇଛନ୍ତି । ତାଙ୍କ କାନ୍ଧ ଓ ଅଂଟାରେ ଆଘାତ ଲାଗିଛି । ରବିବାର ରାବ୍ରି ଦେବୀଙ୍କ ବାସଭବନରୁ ସିଢିରୁ ଓହ୍ଲାଉଥିବା ସମୟରେ ତାଙ୍କ ଗୋଡ ଖସି ଯାଇଥିଲା । ଲାଲୁଙ୍କୁ ସଙ୍ଗେ…

ଟ୍ୱିଟର ସିଇଓ ୱେଟର: କର୍ମଚାରୀଙ୍କ କଫି ଅର୍ଡର ନେଲେ ପରାଗ ଅଗ୍ରୱାଲ

ଭୁବନେଶ୍ୱର: ଟ୍ୱିଟର ସିଇଓ ବନିଛନ୍ତି ୱେଟର । ଟ୍ୱିଟର ଲଣ୍ଡନ ଅଫିସରେ ପରାଗ ଅଗ୍ରୱାଲ କର୍ମଚାରୀଙ୍କ ଠାରୁ କଫି ଅର୍ଡର ନେଉଥିବାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଦୁନିଆର ସବୁ ଠାରୁ କୁଲ୍ ସିଇଓ ବୋଲି ନେଟିଜେନ୍ ତାଙ୍କୁ କହିଛନ୍ତି । ପରାଗ କିଛି ଦିନ ଆଗରୁ କିଛି ବିଜେନସ୍…

ହିଟମ୍ୟାନ ହେଲେ କରୋନା ଫ୍ରି

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା କରୋନ ଫ୍ରି ହୋଇଛନ୍ତି । ହିଟମ୍ୟାନଙ୍କ କ୍ରମାଗତ ୩ଟି ରିପୋର୍ଟ ନେଗେଟିଭ ଆସିଛି । ୭ ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜରେ ଯେତେଦୂର ସମ୍ଭବ ସେ ଅଧିନାୟକ ଦାୟିତ୍ୱ…

ଇଂଲଣ୍ଡ ୨୮୪ରେ ଅଲଆଉଟ, ଭାରତକୁ ୧୩୨ ରନର ଅଗ୍ରଣୀ

ବର୍ମିଂହାମ: ବୋଲରମାନଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ଏଠାରେ ଚାଲିଥିବା ୫ମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ତୃତୀୟ ଦିବସରେ ୨୮୪ ରନରେ ଅଲଆଉଟ ହୋଇଯାଇଛି । ଭାରତ ପ୍ରଥମ ଇନିଂସରେ ୪୧୬ ରନ ସଂଗ୍ରହ କରିଥିବାରୁ ଗୁରୁତ୍ୱପୂର୍ଣ୍ଣ ୧୩୨ ରନର ଅଗ୍ରଣୀ ହାସଲ କରିଛି । ରିଷଭ ପନ୍ତ ଓ ରବୀନ୍ଦ୍ର…

ପିଓକେ ସୀମାରେ ୨୦୦ ଆତଙ୍କବାଦୀ ଭାରତରେ ପ୍ରବେଶ ପାଇଁ କରୁଛନ୍ତି ଉଦ୍ୟମ

ନୂଆଦିଲ୍ଲୀ: ପିଓକେରେ ସୀମାରେ ୨୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ଜାରୀ କରାଯାଇଛି । ସୀମାରେ ବିଏସଏଫ ଓ ସେନାର ଏଲଓସିରେ ପେଟ୍ରୋଲିଙ୍ଗ ବଢ଼ାଇ ଦିଆଯାଇଛି । ଆତଙ୍କବାଦୀମାନେ ନଦୀ ଏବଂ ସୁଡଙ୍ଗ…

ନେପାଳକୁ ଉପହାର ଦେଲା ଭାରତ: ୭୫ ଆମ୍ବୁଲାନ୍ସ ଏବଂ ୧୭ଟି ସ୍କୁଲ ବସ୍

ଭୁବନେଶ୍ୱର: ଭାରତ ହିମାଳୟ ପଡ଼ୋଶୀ ନେପାଳକୁ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଉପହାର ଦେଇଛି । ନେପାଳରେ ଅବସ୍ଥାପିତ ଭାରତୀୟ ହାଇକମିଶନ ପଡ଼ୋଶୀ ଦେଶର ଶିକ୍ଷା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଦେବେନ୍ଦ୍ର ପୌଡେଲଙ୍କୁ ଉପହାର ସ୍ବରୂପ ୭୫ଟି ଆମ୍ବୁଲାନ୍ସ ଏବଂ ୧୭ଟି…