ସାଂସଦ ଅନୁଭବ ମହାନ୍ତି କହିଲେ କାହିଁକି ସେ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେଲେ
ଭୁବନେଶ୍ୱର: ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କାହିଁକି ଛାଡ଼ପତ୍ର ଦେବାକୁ ଆବେଦନ କଲେ ସେ ନେଇ ଶନିବାର ଦ୍ୱିତୀୟ ଭିଡିଓ ଜାରି କରି ସାଂସଦ ଅନୁଭବ ମହାନ୍ତି କହିଛନ୍ତି।
ଅନୁଭବ ଭିଡିଓ ଜାରି କହିଛନ୍ତି ଯେ ବର୍ଷାଙ୍କୁ ସେ ପ୍ରେମ କରୁଥିଲେ। 2014 ଫେବୃଆରୀ 8 ତାରିଖରେ ବିବାହ…