Latest Odisha News

BREAKING NEWS

ମାଏରାଙ୍କୁ ଫଲୋ କରିବାକୁ କହିଲେ ଅର୍ଜୁନ

ଭୁବନେଶ୍ୱର: ବଲିଉଡ ଅଭିନେତା ଆଗରୁ ଝିଅ-ପୁଅଙ୍କୁ ଫିଲ୍ମ ଯୋଗାଡ଼ କରିଦେଉଥିଲେ । ଏବେ ସୋସିଆଲ ମିଡିଆରେ ଫଲୋୟର୍ସ ବଢ଼ାଇବାକୁ ବି ଦାୟିତ୍ୱ ଭାବିନେଲେଣି । ଶୁକ୍ରବାର ମଡେଲ ତଥା ଅଭିନେତା ଅର୍ଜୁନ ରାମପଲ ଝିଅ ମାଏରାଙ୍କୁ ଫଲୋ କରିବାକୁ ନେଟିଜେନଙ୍କୁ ଅନୁରୋଧ କରିଛନ୍ତି । ମାଏରା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୯   ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କୁ କୃଷ୍ଣ ରୂପରେ ପରିକଳ୍ପନା କରି ଓ ବ୍ରହ୍ମlଣ୍ଡ ତତ୍ତ୍ୱରେ ତାହାଙ୍କୁ ବର୍ଣ୍ଣନା କରିବାକୁ ଯାଇ ସାଧକ ବଳରାମ ଦାସ ଙ୍କ ରଚିତ "ବ୍ରହ୍ମlଣ୍ଡ ଭୂଗୋଳ…

କବିତା : ମୋ’ ଶ୍ୟାମ ସୁନ୍ଦର

ଛବିରାଣୀ ପତି ମୟୂର ଚନ୍ଦ୍ରିକା ବଢାଏ ସୌର୍ଯ୍ୟ ଘନ କୁଞ୍ଚକେଶି ରୂପ ମାଧୂର୍ଯ୍ୟ, ଛଳିଆ କପଟୀ କଳା ଶ୍ରୀମୁଖ ରାଧା ବିନା ଦିଶେ ସତେ ବିମୁଖ ସେ .. ଗୋପ ଗୋପାଳୁଣୀ ବାସୀ ଯେ , ଲଳିତା , ବିଶାଖା ସଖୀ ସହଚରୀ ସବୁରିଙ୍କ ପ୍ରାଣ ପ୍ରିୟ ଯେ । ସୁଦାମ, ସୁବଳ ,ମଧୁ ମଙ୍ଗଳ ସାଥୀ…

ଭାଷା ଭାଗବତ : ଶିଶୁଶିକ୍ଷା ଅନୁଷ୍ଠାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୨ ବୁଝି ଶିଶୁଂକ ପ୍ରୟୋଜନ ହୁଏନି ଏଠି ଶିକ୍ଷାଦାନ ଯାହାର ଯେତେ ଥାଏ ଜ୍ଞାନ ସେ କରେ ସେତେ ବିତରଣ ଚଳିତ ସମୟକୁ ଚାହିଁ ନୂତନ କିଛି ଶିଖେନାହିଁ ଅତି ପୁରୁଣା ବହି ନେଇ ଏବେ ବି ନେଉଛି ଚଳାଇ ବଦଳି ଯାଇଅଛି ସବୁ ତେବେ ବି…

କାକଟପୁର ତହସିଲଦାରଙ୍କୁ ୫୦ଟି ଗଛ ଲଗାଇବାକୁ ଦଣ୍ଡ ଦେଲେ ଓଡ଼ିଶା ହାଇକୋର୍ଟ

କଟକ: ଜମି ଜବରଦଖଲକାରୀଙ୍କ ପକ୍ଷ ନଶୁଣି ଜୋରିମାନା ଲଗାଇବା ମହଙ୍ଗା ପଡିଛି । ଏଥିପାଇଁ ଓଡ଼ିଶା ହାଇକୋର୍ଟ କଟକ ଜିଲ୍ଲାର କାକଟପୁର ତହସିଲଦାରଙ୍କୁ ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଏକ ପ୍ରକାର ଦଣ୍ଡ ବୋଲି ହାଇକୋର୍ଟ କହିଛନ୍ତି। ପକ୍ଷ ନରଖି ଶୁଣାଣି କରିଥିଲେ …

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ରଦ୍ଦ କଲେ ହାଇକୋର୍ଟ, ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ରଦ୍ଦ ହୋଇଛି । ଓଡିଶା ହାଇକୋର୍ଟ ଏହି ଜାମିନକୁ ରଦ୍ଦ କରିଛନ୍ତି । ଗତ ୯ ତାରିଖରେ ନିୟମିତ ଜାମିନ ପାଇଁ କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଏହାପରେ ଶୁକ୍ରବାର ଏହାର ରାୟ ପ୍ରକାଶ କରିଛନ୍ତି । ଆସନ୍ତା ୨୩…

ବିହାରରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ, ୩୩ ଜଣଙ୍କର ମୃତ୍ୟୁ

ପାଟଣା: ବିହାରର ୧୬ଟି ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତରେ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଭାଗଲପୁର ଜିଲ୍ଲାରେ ସର୍ବାଧିକ ୭ ଜଣ ପ୍ରାଣ ହରାଇଥିବା ବେଳେ ଦ୍ୱିତୀୟରେ…

ବିଦେଶୀ ଆପକୁ ବର୍ଜନ ପାଇଁ ଆହ୍ୱାନ ବେଳେ ଦେଶୀ ଆପରେ ଠକାମିର ଜାଲ, ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଠକାମି ପାଇଁ ବିଦେଶୀ ଆପର ଅପପ୍ରଚାର । ଦେଶୀ ଆପରେ ଠକେଇ ପାଇଁ ଚାଲ୍। ଏମିତି ଢଙ୍ଗରେ ଡିଜିଟାଲ ବିପ୍ଳବ ଆଳରେ ଦେଶୀ ଆପର ପ୍ରମୋସନ କରି ଠକେଇ ପାଇଁ ଜାଲ ବିଛାଇଥିଲେ । ଆଉ ନିରୀହ ଲୋକଙ୍କୁ ପୁଞ୍ଜି ନିବେଶର ସ୍କିମ ଦେଖାଇ ଠକୁଥିଲା ଠକ। ଏମିତି ଏକ ଠକକୁ ଉତରପ୍ରଦେଶର…

ଗଙ୍ଗାସ୍ନାନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଦେବୀଚରଣ ବାବୁ ଧୀରେ ଧୀରେ ଦୁର୍ବଳ ହୋଇ ଯାଉଥିଲେ। ଅବଶ୍ୟ ଏହାର ଅନ୍ୟ କୌଣସି କାରଣ ନଥିଲା। ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡ଼ିତ ଥିଲେ ସେ। ତା ସହିତ କିଶୋରାବସ୍ଥାରୁ ହିଁ ତାଙ୍କର ଗୋଟିଏ ବଦଭ୍ୟାସ ଥିଲା- ତମାଖୁ ଖାଇବା। ଗୁଣ୍ଡି ବା…

ବିିରଳ କିଡ଼ନୀ ଅସ୍ତ୍ରୋପଚାର; ବାହାରିଲା ୨୦୬ ଖଣ୍ଡ ଷ୍ଟୋନ୍

ଭୁବନେଶ୍ୱର: କିଡ଼ନୀରୁ ବାହାରିଲା ୨୦୬ ଖଣ୍ଡ ଷ୍ଟୋନ । ହାଇଦ୍ରାବାଦରେ ଜଣେ ବ୍ୟକ୍ତିଙ୍କ କି ହୋଲ୍ ଅସ୍ତ୍ରୋପଚାରରୁ ଏମିତି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ୫୬ ବର୍ଷୀୟ ବୀରାମଲ୍ଲା ଦୀର୍ଘ ଦିନ ଧରି ପେଟ ଯନ୍ତ୍ରଣା ଭୋଗୁଥିଲେ । ସିଟି କେୟୁବି ସ୍କାନ କରିବା ପରେ ବାଁ ପଟ କିଡନୀରେ କିଛି…