Latest Odisha News

BREAKING NEWS

ଖରା ଛୁଟିରେ ହାଇକୋର୍ଟ ଶୁଣାଣି ପାଇଁ ଆସିଲା ତାରିଖ

ଭୁବନେଶ୍ୱର: ଚଳିତ ଖରା ଛୁଟିରେ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଜରୁରୀକାଳନୀ ମାମଲା ପରିଚାଳନା ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି ତାରିଖ । ଗ୍ରୀଷ୍ଟ ଛୁଟି ଖଣ୍ଡପୀଠ ଏହି କାର୍ଯ୍ୟ ଦିବସ ଗୁଡ଼ିକରେ ଶୁଣାଣି କରିବେ । ମେ ମାସରେ ୨୪, ୨୭, ୩୧ ଏବଂ ଜୁନ୍ ମାସରେ ୨, ୭, ୧୦, ୧୩ ଏବଂ…

ଓମ୍ବାଡସି ପାଣ୍ଠି ବିନିଯୋଗରେ ଲୋକଙ୍କ ଜୀବିକା ବିକାଶ ହୋଇଛି

ସୁନ୍ଦରଗଡ଼: ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡ୍‌ସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରଶଂସା…

ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟେଣ୍ଟି : ଜୁନ୍ ୧ରୁ ଟିକେଟ ବିକ୍ରି

କଟକ: ବାରବାଟୀରେ ଭାରତ - ଦକ୍ଷିଣ ଆଫ୍ରିକା ଟି-ଟେଣ୍ଟି ମ୍ୟାଚ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ହେବ। ଉଭୟ ଅନଲାଇନ ଏବଂ ଅଫଲାଇନ ରେ ଟିକଟ ବିକ୍ରି ଉପଲବ୍ଧ ହେବ । ଜୁନ୍ ୧ରୁ ଅନଲାଇନ ଟିକେଟ ବୁକିଂ ହୋଇପାରିବ ଏବଂ ୯ ଓ ୧୦ ତାରିଖରେ ଅଫଲାଇନ ଟିକେଟ ବିକ୍ରି ହେବ । ଶୁକ୍ରବାର ମ୍ୟାଚ୍ ର…

ଜେଲରୁ ବାହାରକୁ ଆସିଲେ ଇନ୍ଦ୍ରାଣୀ

ମୁମ୍ବାଇ: ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀ ଦୀର୍ଘ ଦିନ ପରେ ଜେଲ ବାହାରକୁ ଆସିଛନ୍ତି । ସିବିଆଇ ଅଦାଲତ ୨ ଲକ୍ଷ ଟଙ୍କାର ବଣ୍ଡ ବିନିମୟରେ ଜାମିନ ଦେଇଥିଲା । ଏହି ପୂର୍ବତନ ଗଣମାଧ୍ୟମ କାର୍ଯ୍ୟନିର୍ବାହୀ ତାଙ୍କ ଝିଅ ଶିନା ବୋରାଙ୍କୁ ୨୦୧୨ରେ…

ବ୍ରହ୍ମପୁରରେ ନିର୍ମାଣ ହେବ ୨ହଜାର ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ; ବଢ଼ିବ ଭୂତଳ ଜଳ ସ୍ତର

ବ୍ରହ୍ମପୁର: ଗତ କିଛି ବର୍ଷ ହେଲା ବ୍ରହ୍ମପୁର ସହରରେ ଭୂତଳ ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି । ଆପାର୍ଟମେଣ୍ଟ ଗୁଡ଼ିକ ମାତ୍ରାଧିକ ଜଳ ଶୋଷୁଥିବା ଏବଂ ପୋଖରୀ ପୋତି ହେବା ଯୋଗୁଁ ଭୂତଳ ଜଳ ସ୍ତର କମିବାରେ ଲାଗିଛି । ଏହି ସମସ୍ୟାର ସମାଧାନ ପାଇଁ ବର୍ଷା ଜଳ ସଂରକ୍ଷଣ ଉପରେ ବିଶେଷଜ୍ଞମାନେ…

[ଦେଖନ୍ତୁ ଭିଡିଓ] ୨ବର୍ଷ ପରେ ଫେରିଲେ ମୃତ ଘୋଷିତ ସ୍ୱାମୀ , ପତ୍ନୀଙ୍କୁ କଲେ ଦ୍ୱିତୀୟ ବିବାହ

କୋରାପୁଟ : ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କଲେ ସ୍ୱାମୀ ।  ହେଲେ କାହିଁକି ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ।  ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି । ହଠାତ୍‌ ଦୁଇ ବର୍ଷ ହେବ ମୃତ ସ୍ୱାମୀ ଜୀବନ୍ତ ଫେରିଥିଲେ । ଗାଁ ଲୋକ ଏହା ଦେଖି ହତବାକ୍‌…

[ଦେଖନ୍ତୁ ଭିଡିଓ] ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ ହୋଇଗଲା ରଙ୍ଗ ଦୋକାନ

ଢେଙ୍କାନାଳ : ରାସ୍ତାକଡ଼ରେ ହୁତହୁତ ହୋଇ ଜଳିଗଲା ଦୋକାନ ଘର। ଆଖି ପିଛୁଳାକେ ପୋଡି ପାଉଁଶ ହୋଇଗଲା ଘର ଭିତରେ ଥିବା ସମସ୍ତ ଜିନିଷ । ନିଆଁକୁ ଆୟତ କରିବା ସମ୍ଭବ ହୋଇନଥିବା ବେଳେ କିଛି ସମୟ ପରେ ପହଞ୍ଚିଥିଲା ଦମକଳ ବାହିନୀ । ଏହି ଅଗ୍ନିକାଣ୍ଡ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ…

[ଦେଖନ୍ତୁ ଭିଡିଓ] ୭ ବର୍ଷ ହେଲା ଶିକୁଳିରେ ବନ୍ଧା ଜୀବନ

ସୁବର୍ଣ୍ଣପୁର  : ଘରର ଏକ ମାତ୍ର ରୋଜଗାରିଆ ପୁଅ । ବୟସ ଅଧା ବି ହୋଇନି । ହେଲେ ଶିକୁଳିରେ ବନ୍ଧା ହୋଇପଡ଼ିରହିଛନ୍ତି । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୭ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇରହିଛନ୍ତି । ଏ ହେଉଛନ୍ତି ସୁବର୍ଣ୍ଣପୁରର ଖାରି ପଂଚାୟତ ଉପରଫବସୀ ଗାଁର କିଶୋର ବିିନ୍ଧାଣୀ। ଅଭାବ…

ପୁନମ ଢ଼ିଲୋଁଙ୍କ ଝିଅ ପଲୋମା, ସନ୍ନୀ ଦେଓଲଙ୍କ ପୁଅ ରାଜବୀରଙ୍କୁ ନେଇ ଫିଲ୍ମ କରିବ ରାଜଶ୍ରୀ ପ୍ରଡକ୍ସନ

ମୁମ୍ବାଇ: ରାଜଶ୍ରୀ ପ୍ରଡକ୍ସନ ସନ୍ନି ଦେଓଲଙ୍କ ପୁତ୍ର ରାଜବୀର ଦେଓଲ ଓ ପୁନମ ଢ଼ିଲୋଁଙ୍କ ଝିଅ ପଲୋମାଙ୍କୁ ନେଇ ଏକ ଫିଲ୍ମ କରିବାକୁ ଯାଉଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମର ନିର୍ଦ୍ଦେଶନା ସୁରଜ ବଡଜାତ୍ୟାଙ୍କ ପୁତ୍ର ଅବନୀଶ ଦେବେ । ଫିଲ୍ମର ଟାଇଟଲ ଘୋଷଣା କରାଯାଇ ନ…

ଜନ୍ମ ଦିନରେ କେଜିଏଫ ଫେମ ପ୍ରଶାନ୍ତଙ୍କ ଫିଲ୍ମ ସାଇନ କଲେ ଜୁନିୟର ଏନଟିଆର

ମୁମ୍ବାଇ: ଫିଲ୍ମ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଆରଆରଆର ଓ କେଜିଏଫ ଚ୍ୟାପ୍ଟର ୨ ଫିଲ୍ମର ସଫଳତା ପରେ ଜୁନିୟର ଏନଟିଆର ଓ ପ୍ରଶାନ୍ତ ନୀଲ ଏକତ୍ର ହୋଇଛନ୍ତି । ଜୁନିୟର ଏନଟିଆରଙ୍କ ଜନ୍ମ ଦିିବସ ଅବସରରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା । ଏନଟିଆର ୩୧ ଲେଖା ସହ ଏହାର ଫାର୍ଷ୍ଟ ଲୁକ ଜାରୀ…