Latest Odisha News

BREAKING NEWS

ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ମୃତ୍ୟୁ ପୂର୍ବର ଶେଷ ଭିଡିଓ ଭାଇରାଲ୍‌

ଭୁବନେଶ୍ୱର:  ଯାହାକୁ ଭଲ ପାଉଥିଲି, ଶେଷରେ ସେ ଧୋକା ଦେଲା। ସେ ଖାଲି ମୋତେ ଧୋକା ଦେଇ ନାହିଁ, ବରଂ ବହୁତ କଷ୍ଟ ମଧ୍ୟ ଦେଇଛି।  ଆଉ ମାତ୍ର କିଛି ସମୟ ବଞ୍ଚିବି । କେବେବି ଭାବି ନଥିଲି ଏତେ ଶୀଘ୍ର ଦୁନିଆ ଛାଡ଼ି ଚାଲିଯିବି।’... ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ଏଭଳି କିଛି କହିଛନ୍ତି ଜଣେ…

ଟମାଟୋ ଫ୍ଲୁ ଭୟ: ଖୁବଶୀଘ୍ର ଜାରି ହେବ ନମୁନା ସଂଗ୍ରହ ଗାଇଡଲାଇନ୍

ଭୁବନେଶ୍ବର : ଟମାଟୋ ଫ୍ଲୁକୁ ନେଇ ଆଗୁଆ ସତର୍କ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।  ଗତକାଲି ଏ ସଂପର୍କରେ ରାଜ୍ୟର ଶିଶୁରୋଗ ବିଶେଜ୍ଞମାନଙ୍କ ସହିତ ବିସ୍ତୃତ ଆଲୋଚନା ପରେ ଜିଲ୍ଲାମାନଙ୍କୁ ଏହି ଆକ୍ରାନ୍ତ ଶିଶୁଙ୍କ ନମୁନା ପଠାଇବାକୁ ନିର୍ଦେଶ ଦିଆଯାଇଛି। ତେବେ କିଭଳି ଢଙ୍ଗରେ ନମୁନା…

ନିଶା କବଳରେ ଯୁବପୀଢ଼ି

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ 'ପ୍ରୀତିଲେଖା' ମଦ୍ୟପାନର ଅଭ୍ୟାସ ଦିନକୁ ଦିନ ଲୋକମାନଙ୍କ ଭିତରେ ବଢ଼ୁଥିଲା ବେଳେ, ଅନ୍ୟ ଭଳିକି ଭଳିକି ନିଶାର ପ୍ରକୋପ ମଧ୍ୟ କ୍ରମଶଃ ବଢ଼ିବାରେ ଲାଗିଛି । ରାଜ୍ୟରେ ଏବେ ମଦୁଆଙ୍କର ସଂଖ୍ୟା ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି ।…

୨୪ ଘଣ୍ଟାରେ କାଳବୈଶାଖୀର ତାଣ୍ଡବ, ୧୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱର୍ଣ୍ଣିଂ ଜାରି କରାଯାଇଛି । ସତର୍କ ସୂଚନା ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା କେଉଁଝର,…

ରାଜଧାନୀରେ ପୁଣି ଫୁଟିଲା ବୋମା

ଭୁବନେଶ୍ୱର: ଅଶାନ୍ତ ହୋଇପଡ଼ିଛି ରାଜଧାନୀ । ଭୁବନେଶ୍ୱରରେ ପୁଣି ଫୁଟିଲା ବୋମା । ଗତକାଲି ବିଳମ୍ବିତ ରାତିରେ ପଳାଶୁଣୀ ଜଗନ୍ନାଥ ବିହାରରେ ଥିବା ନିର୍ମାଣାଧୀନ ଆପାର୍ଟମେଣ୍ଟ ଉପରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ସେମାନେ ୩ଟି ବୋମା ମାଡ଼ କରିଥିବା ସୂଚନା ମିଳିଛି । ତେବେ ଏଥିରେ କାହାର…

ବଢ଼ିଲା ଲାଲୁଙ୍କ ଅଡୁଆ: ନୂଆ ଦୁର୍ନୀତି ମାମଲାରେ ଛନ୍ଦି ହେଲେ, ୧୫ଟି ସ୍ଥାନରେ ସିବିଆଇର ରେଡ୍

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ବଢ଼ିଲା । ଗୋଖାଦ୍ୟ ଦୁର୍ନୀତି ମାମଲାରେ ବେଲ୍ ମିଳିବାର ସପ୍ତାହେ ପରେ ତାଙ୍କ ନାଁରେ ନୂଆ ଦୁର୍ନୀତି ମାମଲା ରୁଜୁ କରିଛି ସିବିଆଇ । ବିହାରରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ନିଯୁକ୍ତିରେ…

ଟ୍ରେନ୍ ଧକ୍କାରେ ଗଲା ୩ ହାତୀଙ୍କ ଜୀବନ

କେନ୍ଦୁଝର: ବିପଦରେ ଗଜରାଜ । ମାଲବାହୀ ଟ୍ରେନ୍ ଧକ୍କାରେ ଗଲା ୩ ହାତୀଙ୍କର ଜୀବନ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଂଶପାଣି ବେହେରା ହାଟିଂ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ଗୋଟିଏ ହାତୀ ଛୁଆର ମୃତ୍ୟୁ ହୋଇଥିଲା । ଆଜି ଆହତ ଆଉ ୨ଟି ହାତୀ ମୃତ୍ୟୁବରଣ କରିଛନ୍ତି ।…

ୱାର୍ଲଡ ବକ୍ସିଂ ଚାମ୍ପିଅନସିପ: ସ୍ୱର୍ଣ୍ଣ ଜିତିଲେ ଭାରତର ନିକହତ ଜରିନ୍

ସ୍ପୋର୍ଟସ ବ୍ୟୁରୋ (ଓଡ଼ିଶା ସମ୍ବାଦ): ଓ୍ୱାର୍ଲଡ ବକ୍ସିଂ ଚାମ୍ପିଅନସିପରେ ଭାରତର ନିକହତ ଜରିନ୍ ଇତିହାସ ରଚିଛନ୍ତି । ଫାଇନାଲ୍ ମୁକାବିଲାରେ ବିଜୟୀ ହେବା ସହ ନିଜ ନାଁରେ ସ୍ୱର୍ଣ୍ଣ ପଦକ କରିଛନ୍ତି । ୫୨ କିଲୋ ବର୍ଗରେ ନିକହତ ଥାଇଲାଣ୍ଡ ପ୍ରତିଦ୍ୱନ୍ଦୀଙ୍କୁ ୫-୦ରେ ହରାଇଥିଲେ । ପୁରା…

ବାର୍କ ରିପୋର୍ଟ: କମୁଛି ଓଟିଭିର ଦର୍ଶକ ସଂଖ୍ୟା, ଆଉ ଅନ୍ୟ ମାନଙ୍କର ?

ଭୁବନେଶ୍ୱର: ଗତସପ୍ତାହର ଟିଭି ଦର୍ଶକ କାହାକୁ ଅଧିକ ଦେଖିଛନ୍ତି ତାର ରିପୋର୍ଟ ପ୍ରକାଶ କରିଛି ବାର୍କ। ଯେଉଁଥିରେ ଦୁଇ ସପ୍ତାହ ହେବ ଗୋଟିଏ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସର୍ବଦା ବାର୍କ ରେଟିଂରେ ଓଡିଆ ନ୍ୟୁଜ ଚ୍ୟାନେଲରେ ଏକ ନମ୍ବର ସ୍ଥାନରେ ରହୁଥିବା ଓଟିଭି ଏବେ ବି ଏକ ନମ୍ବର…

ଆଇଆଇଟି ମାଡ୍ରାସରେ 5ଜି ଟେଷ୍ଟର ସଫଳ ପରୀକ୍ଷଣ କଲେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ 5G କଲର ପ୍ରଥମ ସଫଳ ପରୀକ୍ଷା ଗୁରୁବାର ଶେଷ ହୋଇଛି । ଆଇଟି ଏବଂ ଟେଲିକମ୍ୟୁନିକେସନ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଇଆଇଟି ମାଡ୍ରାସରେ ଏହି 5G କଲ କରିଛନ୍ତି। ସମଗ୍ର ନେଟୱର୍କକୁ ଭାରତରେ ଡିଜାଇନ୍ ଏବଂ ବିକଶିତ କରାଯାଇଛି ବୋଲି ଟୁଇଟ୍ କରି ସେ କହିଛନ୍ତି । ଟେଲିକମ୍…