Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୯ )

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ " ଏହା ସେହି ସମୟର କଥା ଯେତେବେଳେ ଲଙ୍କେଶ୍ୱର ତାଙ୍କ ସୈନ୍ୟ ସହିତ ଅଳକାପୁରୀ ଆକ୍ରମଣ ପାଇଁ ଯାଇଥିଲେ। ସନ୍ଧ୍ୟା ସମୟ। ସୈନ୍ୟମାନେ ବିଶ୍ରାମ ନେଇଥାଆନ୍ତି। କୁବେରଙ୍କ ପ୍ରାସାଦରୁ ଅପ୍ସରାମାନଙ୍କର ନୃତ୍ୟ ସଙ୍ଗୀତର ଶବ୍ଦ ଭାସି…

ଭାଷା ଭାଗବତ : ମୁହିଁ ଏକାଧିକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୫  ଏକ ନୁହେ ମୁଁ, ଏକାଧିକ ଅଂଶ ଗଠିତ ଜଣେ ଲୋକ ମୋର ପ୍ରତ୍ୟେକ ଜୀବକୋଷ କରଂତି ସୃଷ୍ଟି ଓ ବିନାଶ ମୋର ପୂର୍ବପୁରୁଷଗଣ ମୋ ଦେହେ କରି ଅବସ୍ଥାନ ଦିଅଂତି ସୁଗୁଣ ଦୁର୍ଗୁଣ ମୁଁ କରେଁ ସେ ସବୁ ଧାରଣ ନିଜକୁ ଏକ ବୋଲି ଭାବି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଚୂଡ଼ାରେ ଶୋଭା ପାଉଥିବା ନୀଳଚକ୍ରଙ୍କ ସ୍ୱରୂପ ଆମେ ଜାଣିଲେ । ଆଗରୁ ଆମେ ନୀଳଚକ୍ରଙ୍କୁ ଚକ୍ରନାରାୟଣ ହିସାବରେ ଜାଣିଛେ । ଏହି ନାରାୟଣଙ୍କ…

ବୁମ୍ରାଙ୍କ ପ୍ରଦର୍ଶନକୁ ଅନନ୍ୟ କହିଲେ ରବି ଶାସ୍ତ୍ରୀ

ବର୍ମିଂହାମ: ଇଂଲଣ୍ଡର ଏଜବାଷ୍ଟନ୍ ଟେଷ୍ଟରେ ଟିମ୍ ଇଣ୍ଡିଆର କ୍ୟାପଟେନ ଜସପ୍ରୀତ ବୁମ୍ରାଙ୍କ ପ୍ରଶଂସନୀୟ ପ୍ରଦର୍ଶନ । ଶନିବାର ପଞ୍ଚମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଇଂଲଣ୍ଡର ପେଶ ବୋଲର ଷ୍ଟୁଆର୍ଟ ବ୍ରଡ଼ ଗୋଟିଏ ଓଭରରେ ୩୫ ରନ ଦେଇଛନ୍ତି । ଇନିଂସର ୮୪ ତମ ଓଭରରେ ବୁମ୍ରା ବ୍ରଡଙ୍କ ଏହି…

ହାଜର ହେଲେନି ନୂପୁର ଶର୍ମା, ଜାରି ହେଲା ଲୁକ୍ ଆଉଟ୍ ନୋଟିସ

କୋଲକାତା: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି କୋଲକାତା ପୋଲିସ । ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନୂପୁରଙ୍କ ବିରୋଧରେ ପୁଲିସ ଏଫଆଇଆର ରୁଜୁ କରିଛି। ଏଥିସହ…

ବାଚସ୍ପତି ନିର୍ବାଚନ: ସଣ୍ଡେରେ ସିନ୍ଦେ ଦେଖାଇବେ ଦମ୍?

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। କେବଳ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଗଲେ କିମ୍ବା ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ହୋଇଗଲେ ମହାରାଷ୍ଟ୍ର ରାଜନୀତିର ମହାନାଟକ ଶେଷ ହୋଇନି । ବରଂ ଆଜି ସଣ୍ଡେରେ (ରବିବାର) ସିନ୍ଦେ ନିଜ ନେତୃତ୍ୱ ଦେଖାଇବାର…

ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ: ଜନ୍ମବେଦୀ ଆଡ଼ପମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ। ଆଜି ଠାରୁ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଥିସହ ଆଜି ବାହାରିବ ପ୍ରଥମ ଆଡ଼ପ ଅବଢ଼ା।  ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଦ୍ଵିତୀୟ ଦିନରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ସରିବା…

ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ: ଖେଳାଳି ଓ ଖେଳ ସାମ୍ବାଦିକ ପରସ୍ପର ପରିପୂରକ

ଭୁବେନଶ୍ବର: ଜଣେ ଖେଳାଳି ପାଇଁ କ୍ରୀଡ଼ା ସାମ୍ବାଦିକ ଯେତିକି ଗୁରୁତ୍ୱପୂର୍ଣ୍ଣ, କ୍ରୀଡ଼ା ସାମ୍ବାଦିକଙ୍କ ପାଇଁ ମଧ୍ୟ ଖେଳାଳିଙ୍କ ଗୁରୁତ୍ୱ ସେହିପରି । ଉଭୟଙ୍କ ଜନମାନସରେ ପ୍ରଚାର ପାଇଁ ପରସ୍ପରର ଆବଶ୍ୟକତା ରହିଛି । ଖେଳ ଦୁନିଆ ଏବଂ କ୍ରୀଡ଼ା ସାମ୍ବାଦିକତା ପରସ୍ପର ଠାରୁ ଭିନ୍ନ ନୁହଁନ୍ତି…

ରାଜ୍ୟ ବଜେଟକୁ ନେଇ ବିଜେପି ର ପ୍ରତିକ୍ରିୟା

ଭୁବନେଶ୍ବର: ବଜେଟକୁ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସରକାରଙ୍କୁ ଘେରିଛନ୍ତି ।  ରାଜ୍ୟ ବଜେଟର କଳେବର ବୃଦ୍ଧି ପାଇ ଦୁଇ ଲକ୍ଷ କୋଟି ଟଙ୍କାରେ ପହଂଚିଥିବାର ଆସ୍ପାଳନ କରୁଛନ୍ତି ରାଜ୍ୟ ସରକାର । ମାତ୍ର ବଜେଟ ଆକଳନର ଶତାଂଶ ହିସାବରେ ବ୍ୟୟ ବର୍ଷ ବର୍ଷ ଧରି ହ୍ରାସ ପାଉଥିବା…

ଚାଷୀଙ୍କୁ ବୀମା ରାଶି ପ୍ରଦାନରେ ହସ୍ତକ୍ଷେପ କରନ୍ତୁ ରାଜ୍ୟ ସରକାର: ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପଦ୍ମପୁରର ପୂର୍ବତନ ବିଧାୟକ  ପ୍ରଦୀପ ପୁରୋହିତ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ କୃଷକ ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚିବ ଶ୍ରୀ ସଞ୍ଜିବ ଚୋପ୍ରାଙ୍କୁ ଭେଟି ବରଗଡ ଜିଲ୍ଲା ପଦ୍ମପୁର ସବଡିଭିଜନ ଗତ ୨୦୨୧…