Latest Odisha News

BREAKING NEWS

ଅନୁବାଦ କବିତା : ତୁମେ କହିଥିଲ

ମୂଳ ବାଂଲା : ଶାମସୁର ରାହମାନ ଦାଉ ଦାଉ ହୋଇ ଜଳି ଯାଉଛି ନୂଆ ବଜାର ପୋଡ଼ି ଯାଉଛି ଦୋକାନ ଘର କାଠ, ଲୁହା ଓ ଅନ୍ୟ ଆସବାବ ପତ୍ର ମସଜିଦ ଓ ମନ୍ଦିର। ସାଙ୍ଘାତିକ ଭାବରେ ଜଳୁଛି ଚାରିପଟ ଘରଦ୍ୱାର ପୋଡ଼ି ଯାଉଛି ଶୁଆର ପିଞ୍ଜରା ରବୀନ୍ଦ୍ର ରଚନାବଳୀ, ମିଷ୍ଟାନ୍ନ ଭଣ୍ଡାର…

ତାଜ ହୋଟେଲକୁ ନାନୋ କାରରେ ଆସିଲେ ରତନ ଟାଟା

ମୁମ୍ବାଇ: ଦେଶ ନିର୍ମାଣରେ ସର୍ବାଧିକ ଅବଦାନ ରଖିଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ଶିଳ୍ପପତି ରତନ ଟାଟା । ନିଜର ନମ୍ର ବ୍ୟବହାର ଏବଂ ମିଷ୍ଟଭାଷା ପାଇଁ ସବୁବେଳେ ଲୋକଙ୍କ ପାଖରେ ଗ୍ରହଣୀୟତା ହୋଇପାରୁଥିବା ଏହି ବ୍ୟକ୍ତି ପୁଣିଥରେ ଚର୍ଚ୍ଚାରେ । ଏକ ଭିଡିଓ ଭାଇରାଲ ହୋଇଛି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୭    ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ (ନାରାୟଣ )ଙ୍କ ସ୍ଥିତି ସକଳ ଘଟରେ। ଏହି ସତ୍ୟକୁ ଉପଲବ୍ଧି କରି ସାଧକ କବି ଜଗନ୍ନାଥ ଦାଶ "ଓଡ଼ିଆ ଭାଗବତ "ରେ ସୁନ୍ଦର ପଦ ଟିଏ ଦେଲେ "ସକଳ ଘଟେ ନାରାୟଣ,…

ନୂଆ ନିୟମ ଅନୁଯାୟୀ କଂଗ୍ରେସର ପ୍ରମୁଖ ପଦରେ ଥିବା ରଣଦୀପ, ମୁକୁଲ ପଦ ହରାଇବେ !

ନୂଆଦିଲ୍ଲୀ: କଂଗ୍ରେସ ପୁଣିଥରେ ଆଗକୁ ବଢ଼ିବ । ଏହି ଚିନ୍ତାଧାରା ନେଇ ଦଳ ଏବେ ଆମୁଳଚୁଳ ପରିବର୍ତ୍ତନ କରିବ ବୋଲି ସୂଚନା ରହିଛି। ଉଦୟପୁରରେ ଚାଲିଥିବା ଚିନ୍ତନ ଶିବରରେ ଏ  ନେଇ ସ୍ଥିର ହୋଇଛି । ଯେ କୌଣସି ବ୍ୟକ୍ତି ପାଞ୍ଚ ବର୍ଷରୁ ଅଧିକ ସମୟ ଧରି କୌଣସି ପଦବୀରେ ରହିପାରିବେ ନାହିଁ। ଏଭଳି…

ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରା ଅଭାବ ଇନ୍ଧନ ସଂକଟର କାରଣ

ଭୁବନେଶ୍ୱର : ପେଟ୍ରୋଲ ବୋଝେଇ ଜାହାଜ ପ୍ରାୟ ଦୁଇମାସ ଧରି ଶ୍ରୀଲଙ୍କା କୂଳରେ ଲାଗିଛି। କିନ୍ତୁ ଏହାର ଦେୟ ଦେବା ପାଇଁ ଶ୍ରୀଲଙ୍କା ନିକଟରେ ବିଦେଶୀ ମୁଦ୍ରା ନାହିଁ। ତେବେ ଦେଶରେ ଡିଜେଲର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍‌ ଥିବା ସରକାର କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଶକ୍ତି ମନ୍ତ୍ରୀ…

ଓମ୍ବାଡସି ଓଭରସାଇଟି ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଗସ୍ତ

ସୁନ୍ଦରଗଡ଼: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ସେ ଓମ୍ବାଡସିର ଆର୍ଥିକ ସହାୟତାରେ ଜିଲ୍ଲାରେ ଚାଲିଥିବା…

ବିବାହ ପାଇଁ ଅର୍ଜୁନ ଆଶ୍ଚର୍ଯ୍ଯ

ଭୁବନେଶ୍ୱର : ବଲିଉଡରେ ସବୁଠାରୁ ଅଧିକ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଅର୍ଜୁନ କପୁର ଏବଂ ମଲାଇକା ଏବେ ଆଗରେ। ମଲାଇକା ଏବଂ ଅର୍ଜୁନ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ଆନୁଷ୍ଠାନିକ ଭାବରେ ୨୦୧୯ରେ ସେମାନଙ୍କର ସମ୍ପର୍କ ଘୋଷଣା କରିଥିଲେ। ଦୁହେଁ ଖୁବ୍‌ଶୀଘ୍ର ବିବାହ କରିବେ…

ଛାତ୍ର କଂଗ୍ରେସର ମନେ ନାହିଁ ବ୍ରଜରାଜନଗର ବିଧାନସଭା ମତଦାନ ତାରିଖ

ଭୁବନେଶ୍ୱର: ପିଲା ପରୀକ୍ଷା ତାରିଖ କେବେ ଭୁଲନ୍ତି ନାହିଁ । ରାଜନେତା ଏବଂ ରାଜନୈତିକ ଦଳ ଭୁଲନ୍ତି ନାହିଁ କେବେ କେଉଁଠି ଭୋଟ୍ ପଡ଼ିବ । କାରଣ ଏହି ଗୋଟିଏ ଦିନରେ ହିଁ ଲୋକଙ୍କ ମତଦାନ ସାବ୍ୟସ୍ତ କରି ଦେବ ସେମାନେ କ୍ଷମତାରେ ରହିବେ କି ନାହିଁ । ତେବେ ରାଜ୍ୟର ଛାତ୍ର କଂଗ୍ରେସ ଏକ…

ଭାଷା ଭାଗବତ : ବସ୍ତୁ ହିଁ ବାସ୍ତବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୦  ଅମୂଳକ ଆବେଗଧାରୀ ଅଧିକାଂଶ ଲୋକ ଆମରି ଭାଗ୍ୟାଧୀନ ହୋଇ ଚଳଂତି କେବଳ ଅତୀତ ଦେଖଂତି ଯାହା ଏଠି ଯାଇଛି ବିତି ତାହା ଏହି ଜାତିର ଖ୍ୟାତି ବଂଧନରୁ ସ୍ବେଚ୍ଛାରେ ମୁକ୍ତି ଲୋଡ଼େନାହିଁ ଏଠାରେ ବ୍ୟକ୍ତି ସୀମାୟତ୍ତ ହୋଇ ଆନଂଦ…

ବିଜୁଳି କାଟ ପ୍ରସଙ୍ଗରେ ଲୋକଙ୍କ ସହ କିଏ ଖେଳୁଛି ଲୁଚକାଳି ?

ଭୁବନେଶ୍ୱର: ଗତ ମାସରେ ଅସହ୍ୟ ତାତି ଯେତେବେଳେ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା ସେତେବେଳେ ଶାସନ ସଚିବ କହିଥିଲେ ବିଜୁଳି କାଟ ହେବ ନାହିଁ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଏହି କେହି ପଦ କଥା ରାଜ୍ୟବାସୀଙ୍କୁ ଆଶ୍ୱସନା ଦେଇଥିଲା। କିନ୍ତୁ ବାସ୍ତବ ଚିତ୍ର କିଛି ଭିନ୍ନ…